Movie prime

ଏହି ହୋଟେଲ ରେ ମିଳେ ମଲା ମୂଷା ର ସ୍ଵାଦିଷ୍ଟ ସୁପ! ଥରେ ପିଇଲେ ସବୁ ଦିନ କହିବେ ପିଇବି

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୂପ ରୁ ମିଳିଲା ମଲା ମୂଷା।ଜଣେ ମହିଳାଙ୍କୁ ଙ୍କୁ ଗରମା ଗରମ ସୁପ୍ ସାଙ୍ଗ କୁ ଗୋଟିଏ ମଲା ମୂଷା କୁ ୱେଟର ଆଣି ଦେଇଥିଲେ।
ତାପରେ ଯାହା ହେଲା ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୁପ ସମସ୍ତଙ୍କୁ ପିଇବାକୁ ଭଲ ଲାଗିଥାଏ।ଥଣ୍ଡା ପାଗରେ ଶୁପ ପିଇବାର ମଜା ଟିକେ ନିଆରା।
ରେଷ୍ଟୁରାଣ୍ଟ କୁ ଯାଇ ଶୂପ ପିଇବାର ଗୋଟିଏ ଅଲଗା ଅନ୍ଦାଜ ଥାଏ।କିନ୍ତୁ ଆପଣମାନେ ଯଦି ଶୁପ୍ ପିଇବା ପାଇଁ ରେଷ୍ଟୁରାଣ୍ଟ ଯାଉଛନ୍ତି ଏଥିପାଇଁ ସାବଧାନ ରୁହନ୍ତୁ।ଆପଣମାନେ ରେଷ୍ଟୁରାଣ୍ଟ କୁ ଯାଇ ଏକ ସୂପ୍ ଅର୍ଡର କରିବେ।
ସୂପ୍ ପାଖକୁ ଆସିବା ପରେ ସେଥିରୁ ଏକ ମଲା ମୂଷା ପଡ଼ି ଥିବାର ଦେଖିବାକୁ ପାଇବେ।ଠିକ୍ ସେହିପରି ଆମେରିକାର ଜଣେ ମହିଳା ଙ୍କ ସହିତ କିଛି ଏଭଳି ଘଟଣା ଘଟିଛି।
ମହିଳା ଜଣଙ୍କ ଆମେରିକା ର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ କୁ କିଛି ଖାଇବା ଆଉ ପିଇବା ପାଇଁ ଯାଇଥିଲେ।ସେଠାରେ ସେ ଗୋମାଂସ ଆଉ ଚାଉଳ ସହିତ ଶୂପ୍ ଅର୍ଡର କରିଥିଲେ।ଅର୍ଡର ଅନୁସାରେ ସୁପ ତାଙ୍କ ପାଖରେ ପହଞ୍ଚିଥିଲା।
ହେଲେ ଦୁର୍ଭାଗ୍ୟ ବଶତଃ ତାଙ୍କ ଶୂପ୍ ଭିତରୁ ଏକ ମଲା ମୂଷା ବାହାରିଥିଲା।ଯାହାକି ଦେଖି ମହିଳା ଜଣଙ୍କ ରାଗି ଯିବା ସହିତ ମୋବାଇଲ ମାଧ୍ୟମରେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ମହିଳା ଜଣଙ୍କ ଦାବି କରିଛନ୍ତି ଯେ ମୂଷା ଟି ମରି ଯାଇଛି।ଏବଂ ଶୂପ୍ ସହିତ ତାଙ୍କୁ ଦିଆ ଯାଇଛି।ଏଥି ସହିତ ରେଷ୍ଟୁରାଣ୍ଟ ବିରୁଦ୍ଧ ରେ ଅଭିଯୋଗ ଆଣିବା ପରେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଟି ବର୍ତମାନ ବନ୍ଦ ହୋଇଯାଇଛି।
ସେପଟେ ମହିଳା ଙ୍କ ଅଭିଯୋଗ ରେ ରେଷ୍ଟୁରାଣ୍ଟ ପ୍ରତିକ୍ରିୟା ରଖିଛି।ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି କି ମହିଳା ଙ୍କ ଦ୍ଵାରା କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।
ମହିଳା ଜଣଙ୍କ ନିଜ ଟଙ୍କା ଫେରସ୍ତ ପାଇଁ ଏପରି କରିଛନ୍ତି।
ଏହି ଘଟଣାଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.