Movie prime

ହୋଟେଲ ରୁମ୍ ରେ ଜବରଦସ୍ତି ଏହି ଯୁବତୀ କୁ ଧର୍ଷଣ କରି ମାରିଦେଲେ ରାକ୍ଷସ ମାନେ

 
Special report
ନମସ୍କାର ପାଠକ ବନ୍ଧୁ।ପୁଣି ଜଣେ ମହିଳା ଙ୍କୁ କରା ଯାଇଛି ଦୁ-ଷ୍କ-ର୍ମ।ଏପରି ଘଟଣା ଆପଣ ମାନେ ସବୁଦିନ ପ୍ରାୟ ଖବର କାଗଜ ରେ ଦେଖିଥିବେ।ଯାହାକୁ ଦୁ-ଷ୍କ-ର୍ମ କରା ଯାଇଛି ସେ ପୁଣି ଜଣେ ସାଧାରଣ ଝିଅ ନ ଥିଲେ।ସେ ଥିଲେ ଏୟାର ହଷ୍ଟେସ ରୁପଲ୍ ଅଗ୍ରି।ବୟସ ୨୫ ପାଖାପାଖି ହେବ।ସେ ଛତିଶଗଡ଼ ର ବାସିନ୍ଦା।
Special report
ଚାକିରି ପାଇବା ପରେ ବହୁତ ଖୁସି ହୋଇ ଯାଇଥିଲେ।ନିଜ ଅଞ୍ଚଳ ଛାଡି ଆସିଥିଲେ ମୁମ୍ବାଇ।ସେଠାରେ ସେ ଏୟାର ହଷ୍ଟେସ ରୂପେ କାର୍ଯ୍ୟ କରୁଥିଲେ।ସେଠାରେ ସେ ଏକ ଫ୍ଲାଟ୍ ରେ ରହୁଥିଲେ।ଜଣେ ଝାଡୁଦାର ତାଙ୍କ ସହିତ ଏପରି କାର୍ଯ୍ୟ କଲେ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ସୂଚନା ଅନୁସାରେ ରୂପଲ୍ ତାଙ୍କ ଭଉଣୀ ସହ ମୁମ୍ବାଇ ର ଏକ ଫ୍ଲାଟ୍ ରେ ରହୁଥିଲେ।ଉପରେ ମହଲା ରେ ତାଙ୍କ ପ୍ରେମିକ ରହୁଥିଲେ।ରୁପଲ ଦେଖିବାକୁ ବହୁତ ସୁନ୍ଦର।ତାଙ୍କ ଭଉଣୀ କିଛି ଦିନ ପାଇଁ ଘର କୁ ବୁଲିବା ପାଇଁ ଯାଇଥିଲେ।
ଏହା ପରେ ଏକୁଟିଆ ରୂପଲ ସେ ରୁମ୍ ରେ ରହୁଥିଲେ। ଗତ ଶନିବାର ଦିନ ରାତିରେ ରୁପଲ୍ ଙ୍କ ଦେହ ଅସୁସ୍ଥ ଥିଲା।ତଥାପି ସେ କାମ କୁ ଯାଇଥିଲେ।ଏହା ପରେ ରାତିରେ ରୁମ୍ ରେ ଶୋଇ ଯାଇଥିଲେ।ତା ପରଦିନ ରବିବାର ଥିଲା।ରୂପଲ୍ ଙ୍କ ସେଦିନ ଛୁଟି।ସେଥିପାଇଁ ସେ ଦିନ ୯ ଟା ପର୍ଯ୍ୟନ୍ତ ଶୋଇ ରହିଥିଲେ।
Special report
ହଟାତ ତାଙ୍କ ରୁମ୍ ର କଲିଙ୍ଗ ବେଲ ବାଜିଲା।ଏହା ପରେ ରୁପଲ ନିଦୁଆ ଆଖି ରେ ଯାଇ କବାଟ ଖୋଲି ଦେଇଥିଲେ।ଝାଡୁ ଦାର ସାଙ୍ଗେ ସାଙ୍ଗେ ଆସି ରୁପଲ ଙ୍କ ପାଟି କୁ ବନ୍ଦ କରି ରୁମ୍ କବାଟ ଦେଇ ଦେଇଥିଲେ।ଏହା ପରେ ସେ ରୁପଲ୍ ଙ୍କୁ ଦୁ-ଷ୍କ-ର୍ମ କରିବାକୁ ଲାଗିଲେ।
ରୂପଲ ସାହାର୍ଯ୍ୟ ପାଇଁ ମଧ୍ୟ କାହାକୁ ଡାକି ପାରିଲେ ନାହିଁ।ଝାଡୁଦାର ତାର ଇଚ୍ଛା କୁ ପୁରଣ କରିବା ପରେ ସେ ରୂପଲ ହ-ତ୍ୟା କଲା। ଏହା ପରେ ତାଙ୍କ ଫୋନ୍ ବନ୍ଦ ଆସିବାରୁ ପରିବାର ଲୋକେ ଡରି ଯାଇଥିଲେ।ସାଙ୍ଗେ ସାଙ୍ଗେ ଅନ୍ୟ ଜଣେ ସାଙ୍ଗ ଙ୍କୁ ପଠାଇ ଥିଲେ ରୁମ୍ ଭିତର କୁ ।
ଦେଖିଲା ପରେ ରୁପଲ୍ ଙ୍କ ମୃତ ଦେହ ପଡ଼ି ରହିଛି।ଏହା ପରେ ତାଙ୍କ ସାଙ୍ଗ ପୋଲିସ କୁ ଖବର ଦେଲେ।ପୋଲିସ ଘଟଣା କୁ ଯାଞ୍ଚ କରି ଦୋଷୀ କୁ ଧରି ଦେଇଥିଲା।ଘଟଣା ଦିନ ରୂପଲ ଙ୍କ ପ୍ରେମିକ ମଧ୍ୟ ରୁମ୍ ରେ ନ ଥିଲେ।
ସେ କୌଣସି କାମ ପାଇଁ ବାହାର କୁ ଯାଇଥିଲେ।ଯେ କେହି ବି ଏହି ଘଟଣା ବିଷୟ ରେ ଶୁଣିଛି ତାଙ୍କ ଆଖି ରୁ ଲୁହ ଆସି ଯାଉଚି।ଲୋକ ମାନେ ସୋସିଆଲ ମିଡ଼ିଆ ରେ କହୁଛନ୍ତି କି ପୋଲିସ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେଉ।ରୂପଲ କୁ ନ୍ୟାୟ ମିଳୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.