Movie prime

ଏକାଠି ନାଚିବାକୁ ନେଇଥିଲେ କେତେ ଟଙ୍କା !! ଜାଣନ୍ତୁ ସତ ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଗତ ତିନିଦିନ ପୂର୍ବରୁ ସରିଯାଇଛି ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ସରିଯାଇଛି ପ୍ରିୱଡିଂ। ଯେଉଁଥିରେ ସାମିଲ ହୋଇଥିଲେ ବଡ ବଡ ତାରକା। ବଲିଉଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ହଲିଓଡ ତାରକା ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ। 
Gh
ଷ୍ଟେଜ ଉପରେ ଏକାଠି ନଜର ଆସିଥିଲେ ତିନି ଖାନ। ସଲମାନ ଖାନ, ଶାହାରୁଖ ଖାନ, ସମିର ଖାନ ଏକାଠି ଷ୍ଟେଜ ଉପରେ ନଚିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଜାମନଗରରେ ତିନି ପର୍ଯ୍ୟନ୍ତ ଏହି ତିନି ଜଣଙ୍କ ଜଲବା ଦେଖିଥିଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି।
ଇଣ୍ଡଷ୍ଟ୍ରୀର ଏହି ତିନିଜଣ ଖାନ ଏଇ ଇଭେଣ୍ଟରେ ସତେ ଯେମିତି ଚାର ଚାନ୍ଦ ଲଗେଇ ଦେଇଥିଲେ। ସଲମାନ ଖାନ, ଶାହାରୁଖ ଖାନ, ସମିର ଖାନଙ୍କୁ ଏକା ସାଙ୍ଗରେ ଦେଖିବା ସମସ୍ତଙ୍କ ପାଇଁ ଏକ ଡ୍ରୀମ ଥିଲା। 
ଏହାପରେ ଅନେକ ମିଡିଆ ରିପୋର୍ଟ ଜାରୀ କରିଥିଲେ କି ଅମ୍ବାନୀଙ୍କ ପାର୍ଟିର ସଦସ୍ୟ ହେବାକୁ ତିନିଜଣଙ୍କୁ ବହୁତ ଅମାଉଣ୍ଟ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଏହି ଇଭେଣ୍ଟରେ କାମ କରିବାକୁ ସେମାନେ କିଛି ବି ଫିସ ନେଇ ନାହାନ୍ତି।
ଏଭଳି ଏକ ଗ୍ରାଣ୍ଡ ଇଭେଣ୍ଟର ପାର୍ଟ ହେବା ପାଇଁ ଏମାନେ କିଛି ବି ଟଙ୍କା ନେଇ ନଥିବା ଜଣାପଡ଼ିଛି। ଖାଲି ଏମାନେ ନୁହେଁ ବରଂ ରାମଚରଣ ମଧ୍ୟ ଅନନ୍ତ ରାଧିକାଙ୍କ ପ୍ରିୱଡିଂରେ ସାମିଲ ହେବା ପାଇଁ କିଛି ବି ଫିସ ନେଇନଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.