Movie prime

କୋରୋନା ପରେ ଡରାଇଲାଣି ଭୟଙ୍କର ଭାଇରସ ଦେଖନ୍ତୁ କେମିତି ରହିବେ ସଚେତନ

 
Vb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
ଆପଣମାନେ କରୋନା ମହାମାରୀ ବିଷୟରେ ତ ଜାଣିଥିବେ । କରୋନା ମହାମାରୀ ସାରା ବିଶ୍ବରେ କାୟା ବିସ୍ତାର କରିଥିଲା । ଆଉ ଏହି ମହାମାରୀରେ ଭୟଙ୍କର ସ୍ଥିତି ଉପୁଜିଥିଲା । ଅନେକ ଲୋକ ନିଜ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ଆତ୍ମ ସ୍ଵଜନଙ୍କୁ ହରାଇଥିଲେ । ପୁଣି ଏବେ କିଛି ଖବର ଆସିଛି ।
Bb
ପୁଣି ବିଶ୍ୱକୁ କରୋନା ମହାମାରୀ ଭଳି ଆଉ ଏକ ଭାଇରସ ଆସିଛି । ପୁଣି ବିଶ୍ଵ ଦେଖିବ କି କରୋନା ଭଳି ଆଉ ଏକ ମହାମାରୀ ? ଏବେ ସବୁଆଡେ ଏହି ନୂଆ ଭାଇରସ ଦେଖିବାକୁ ମିଳୁଛି । ଏହି ଭାଇରସ ଏବେ ବ୍ୟାପିଲାଣି ।
କରୋନା ଠାରୁ ୧୦୦ ଗୁଣ ଅଧିକ ଏହି ନୂଆ ଭାଇରସ ବୋଲି ସୂଚନା ମିଳିଛି । ଏନେଇ ବୈଜ୍ଞାନିକମାନେ ଚେତାବନୀ ଦେଲେ । ସାରା ବିଶ୍ବ କରୋନାର କରାଳ ରୂପ ଦେଖି ସାରିଛି । ଯାହା ଏବେବି ଲୋକଙ୍କ ମନରୁ ଲିଭି ନାହିଁ ।
କରୋନା ମହାମାରୀ ଟିକେ କମ୍ ଥିବା ବେଳେ ଏବେ ପୃଥିବୀକୁ ମାଡି ଆସୁଛି ବଡ ବିପଦ । କରୋନା ପରେ ଆଉ ଏକ ମହାମାରୀର ସାମ୍ନା କରିପାରନ୍ତି ସମଗ୍ର ବିଶ୍ଵବାସୀ । ସ୍ବାସ୍ଥ୍ୟ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି ।
Gg
ତାଙ୍କ କହିବା ଅନୁସାରେ କରୋନା ଭଳି ଆଉ ଏକ ବଡ ଧରଣର ମହାମାରୀ ଆସିପାରେ । ବାର୍ଡ ଫ୍ଲୁ ଏକ ମହାମାରୀର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା କରୋନା ମହାମାରୀ ଅପେକ୍ଷା ୧୦୦ ଗୁଣ ଅଧିକ ହୋଇପାରେ । H5N1 ଭାଇରସ୍ ଏକ ଗୁରୁତର ଆଡ଼କୁ ଗତି କରୁଛି ।
ଏହା ବିଶ୍ଵ ପାଇଁ ମହାମାରୀ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରି କହିଛନ୍ତି । ଜଣେ ପ୍ରମୁଖ ରିସର୍ଚ୍ଚର ଡକ୍ଟର ସୁରେଶ କୁଚକୁରି କହିଛନ୍ତି H5N1 ମହାମାରୀ ସୃଷ୍ଟି କରିବାର କ୍ଷମତା ରଖିଛି । ଏହାସହ କାନାଡା ବୈଜ୍ଞାନିକ ମଧ୍ୟ ଏହି କଥା କହିଥିଲେ ।
ଏହା ଯେତେବେଳେ ଭାଇରସ୍ ରୂପ ଆଣିବ ସେତେବେଳେ ଅନେକ ଲୋକ ମୃତ୍ୟୁବରଣ କରିବ । ଏବେ ଏହାର ପରିମାଣ କମ୍ ଥିଲେ ମଧ୍ୟ ଏହା ମହାମାରୀର ରୂପ ନେଇପାରେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।