Movie prime

ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ବାହା ବେଦୀରୁ ଦେଶସେବା ପାଇଁ ଯାଇଥିଲେ ସହିଦ ହୋଇ ଫେରିଲେ କାନ୍ଦୁଛି ସାରା ଦେଶ ଦେଖନ୍ତୁ Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ମାଧ୍ୟମରେ ଏକ ଦୁଃଖଦ ଖବର ଆପଣମାନେ ପାଇପାରିବେ ।
Special Report
ଏହି ଘଟଣା ଯିଏ ବି ଶୁଣିବ ମନ ଦୁଃଖ କରିବ । ସତରେ ଏହି ଘଟଣା ସମସ୍ତଙ୍କ ମନରେ ଦୁଃଖ ଦେଇଛି । ଏଭଳି ଘଟଣା ଘଟିଯିବ ସେକଥା କିଏ ଜାଣିଥିଲା । ଭେଣ୍ଡିଆ ପୁଅ ସବୁଦିନ ପାଇଁ ଚାଲି ଯାଇଛି । ବୀର ଯବାନ ସହିଦ ହୋଇ ଯାଇଛନ୍ତି ।
ସହିଦ ଯବାନ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ବିବାହକୁ ଏକ ବର୍ଷ ବି ହୋଇନାହିଁ । ବିବାହକୁ ଏକ ବର୍ଷ ବି ପୁରିନି ସ୍ଵାମୀ ଜଣକ ସବୁଦିନ ପାଇଁ ସ୍ତ୍ରୀକୁ ଛାଡି ଚାଲିଗଲେ । ବୀର ଯବାନଙ୍କୁ ଆଜି ସାରା ଦେଶ ଝୁରୁଛି ।
Special Report
ସାରା ଦେଶ ତାଙ୍କୁ ଆଜି ମନେ ପକାଉଛି । ଏହି ଯବାନ ତାଙ୍କ ସ୍ତ୍ରୀଙ୍କୁ କଥା ଦେଇଥିଲେ ତାଙ୍କ ସହିତ ରହିବେ ଆଉ ତାଙ୍କ ସହ ସୁଖର ସଂସାର କରିବେ । ତାଙ୍କର ବି ଛୁଆପିଲା ହେବେ । କିନ୍ତୁ ତାଙ୍କର ସବୁ ଇଚ୍ଛା ଇଚ୍ଛାରେ ରହି ଯାଇଥିଲା ।
ସବୁଦିନ ପାଇଁ ଚାଲିଗଲେ ସ୍ତ୍ରୀକୁ ଛାଡ଼ି । ଏହି ବୀର ଯବାନଙ୍କ ନାମ ହେଉଛି ଚନ୍ଦନ । ଆଉ ଚନ୍ଦନ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଉଥିଲେ । ସବୁଦିନ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହେଉଥିଲେ । ସେ ନିଜର ଉପସ୍ଥିତିକୁ ତାଙ୍କ ସ୍ତ୍ରୀଙ୍କୁ ଜାହିର କରୁଥିଲେ କିନ୍ତୁ ଆଜି ସେ ତାଙ୍କ ପ୍ରିୟ ସ୍ତ୍ରୀ ଆଉ ପୂଜ୍ୟ ବାପା ମା ଆଉ ଭାଇକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି ।
Special Report
ସେଦିନ ଡିସେମ୍ବର ୨୧ ତାରିଖ ଗୁରୁବାର ଥିଲା । କାଶ୍ମୀରର କୋଚରେ ଥିବା ଯବାନମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ଏହି ଆତଙ୍କବାଦୀ ଆକ୍ରମଣରେ ଚାରିଜଣ ଯବାନ ସହିଦ ହୋଇ ଯାଇଥିଲେ । 
Special Report
ସେ ନାଏଡା ଅଞ୍ଚଳର ଅଟନ୍ତି । ପୁଅ ସହିଦ ହେବାର ଖବର ଆସିବା ପରେ ସାରା ଗ୍ରାମ ଦୁଃଖ ପ୍ରକାଶ କରିଛନ୍ତି । ୨୦୧୩ ମସିହାରେ ଚନ୍ଦନ ସେନାବାହିନୀରେ ଯୋଗ ଦେଇଥିଲେ । ଆଉ ସେ ୨୦୨୨ ମସିହାରେ ବିବାହ କରିଥିଲେ । ଆଜି ସେ ଆଉ ଦୁନିଆରେ ନାହାଁନ୍ତି । ସେ ନିକଟରେ ଘରକୁ ଆସିଥିଲେ ।
ଆଉ ଫେବୃଆରୀ ମାସରେ ଘରକୁ ଆସିବେ ବୋଲି କହିଥିଲେ କିନ୍ତୁ ଏଭଳି ଘଟଣା ଘଟି ଯାଇଥିଲା । ତାଙ୍କର ପାର୍ଥିବ ଶରୀର ଗ୍ରାମକୁ ଆସିନଥିଲା ଘଟଣା ସ୍ଥଳରେ ତାଙ୍କର ଶେଷକୃତ୍ୟ ହୋଇଥିଲା ଯାହାକି ଇତିହାସରେ ପ୍ରଥମ ।