Movie prime

ତୋ ସ୍ତ୍ରୀ ତତେ ଫର୍ଚୁନର ଦେବ ବୋଲି ରାଣୀ ପଣ୍ଡା ସହ ଧୋକା କାମ କଲୁ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଣୀ ପଣ୍ଡା ଙ୍କ ଘଟଣା ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ତାଙ୍କର ପ୍ରେମିକ ବିକ୍ରମ ତାଙ୍କୁ ଧୋକା ଦେବା ନେଇ ଯେଉଁ ଅଭିଯୋଗ କରିଛନ୍ତି
ତାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ରାଣୀ ଙ୍କୁ ପ୍ରେମରେ ଅନ୍ଧ କରିଦେଲା କଳା ରଙ୍ଗର ଫର୍ଚ୍ୟୁନର। ଏହି ଫର୍ଚ୍ୟୁନର ଲୋଭରେ ରାଣୀ ଙ୍କ ଠାରୁ ବିକ୍ରମ ଦୂରେଇ ଯାଇ ଆଉ ଜଣକୁ ବିବାହ କରିବାକୁ ବସିଛନ୍ତି।
Jj
ଏପଟେ ରାଣୀ ବିକ୍ରମ ପଛରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଛନ୍ତି। ସେ ବିକ୍ରମ ପଛରେ ଆଠ ବର୍ଷ ଟଙ୍କା ଉଡ଼ାଇବା ସହ ନିଜର ମନ ଧନ ଓ ପ୍ରେମ ଦେବା ପରେ ଆଜି ସଂପୂର୍ଣ୍ଣ ଭାବରେ ପାଗେଳି ସାଜି ଯାଇଛନ୍ତି ରାଣୀ ପଣ୍ଡା।
ବାସ ଏବେ କେବଳ ବନ୍ଦ ଘରେ ଚିତ୍କାର କରି କାନ୍ଦୁ ଥିବାର ନଜର ଆସୁଛନ୍ତି। ଏଥି ସହ ସେ ବିକ୍ରମ ଙ୍କ ଫେରିବା ବାଟକୁ ମଧ୍ୟ ଚାହିଁ ବସିଛନ୍ତି। ଯେଉଁ ରାଣୀ ଗରିବଙ୍କ ଦୁଃଖ ଦେଖିବା ମାତ୍ରେ ତାଙ୍କ ଦୁଆର କୁ ଧାଇଁ ଯାଆନ୍ତି,
ଆଜି ସେହି ରାଣୀଙ୍କ ଆଖିରି ଏହି ପ୍ରତାରଣା ର ଲୁହ ଝରି ଯାଉଛି। ଏହି ମିଛ ପ୍ରେମରେ ଆଠ ବର୍ଷ ଧରି ଅନ୍ଧ ହୋଇ ଯାଇଥିଲେ ରାଣୀ। ଖୁବ୍ ଜୋରେ ମଧ୍ୟ ଚିତ୍କାର କରି ରାଣୀ ଏବେ କାନ୍ଦିବାକୁ ଲାଗିଛନ୍ତି।
Jj
ଏହାକୁ ଦେଖିଲେ ଆପଣଙ୍କ ଛାତି ମଧ୍ୟ କୋହରେ ଥରି ଉଠିବ। ସେ କାନ୍ଦି କାନ୍ଦି ତାଙ୍କ ପ୍ରେମିକ ବିକ୍ରମ ପାଇଁ କହିଛନ୍ତି କି ସେ ତାଙ୍କୁ କେଉଁଥିରେ କମି ରଖିଥିଲେ। ଏହାପରେ ସେ ଓଡ଼ିଶାବାସୀ ଙ୍କୁ ମିଛ କହୁ ନାହାଁନ୍ତି ବୋଲି କହିଥିଲେ।
ସେ କେବେ ହେଲେ ମଧ୍ୟ ଭୁଲ କାମ କରି ନାହାନ୍ତି କି ସେ ଭୁଲ ନୁହେଁ ବୋଲି ମଧ୍ୟ କହିଥିଲେ। ଏଭଳି କି ବିକ୍ରମ ତାଙ୍କର ଜୀବନକୁ ଛାରଖାର କରି ଦେଇଛି ବୋଲି ମଧ୍ୟ ସେ କହିଥିଲେ। ବିକ୍ରମ ତାଙ୍କୁ ଅନେକ ସ୍ବପ୍ନ ଦେଖାଇ ଥିଲେ
ହେଲେ ଏବେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି। ଏହାକୁ ଓଡ଼ିଶାବାସୀ ଦେଖିବା ପରେ ରାଣୀ ପଣ୍ଡା ଙ୍କ ପାଇଁ ସେମାନେ ଖୁବ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.