Movie prime

ମୋର ଇଚ୍ଛା ନ ଥିଲା ବାପା ମା ଜବରଦସ୍ତି ବାହା କଲେ ସେମାନେ ଜବରଦସ୍ତି ମୋ ସହ ସମ୍ପର୍କ ରଖିଲେ..

 
Vg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜୋର ଜବରଦସ୍ତି ଝିଅର ବାଲ୍ୟ ବିବାହ କରାଇ ଦେଇଛନ୍ତି ଜଣେ ମା।
ସ୍ବାମୀ ଶା-ରୀ-ରି-କ ସମ୍ପର୍କ ରଖିବାରୁ ଯୁବତୀ ଜଣଙ୍କ ଲୁଚି କରି ପଳାଇ ଆସିଥିଲେ।ବିବାହର ୮ ଦିନ ପରେ ଗିରଫ ହୋଇଛନ୍ତି ସ୍ବାମୀ ସତ୍ୟବ୍ରତ।ବଡ଼ ହୋଇ ଡାକ୍ତର ହେବାକୁ ଯୁବତୀ ଙ୍କ ଇଚ୍ଛା।ବର୍ତମାନ ପ୍ରଶାସନ ର ସହାୟତା ଲୋଡ଼ି ଛନ୍ତି ଯୁବତୀ।
Xc
ନାବାଳିକା ଯୁବତୀଙ୍କୁ ବିବାହ କରି ବର୍ତମାନ ଗିରଫ ହୋଇଛନ୍ତି ସ୍ବାମୀ ସତ୍ୟବ୍ରତ।ଫେବୃଆରୀ ୨୮ ରେ ବାହାଘର ହୋଇଥିଲା।ଆଉ ୮ ଦିନ ପରେ ହାତରେ ପଡିଥିଲା ହାତ ଗଣ୍ଠି।ଝିଅର ବୋଝ କୁ ମୁଣ୍ଡ ରୁ ହଟାଇବା ପାଇଁ ମା ଝିଅ ର କରିଥିଲା ବାଲ୍ୟ ବିବାହ।
ଏଭଳି ଘଟଣା ଯାଜପୁର ଜିଲ୍ଲା ରେ ଦେଖିବାକୁ ମିଳିଛି।ନାବାଳିକା ର ମା ବରି ଅଞ୍ଚଳ ର ସତ୍ୟବ୍ରତ କର ଙ୍କୁ ନାବାଳିକା ର ଅନିଚ୍ଛା ସତ୍ତ୍ବେ ବି ବିବାହ କରାଇ ଥିଲେ।
ଯୁବତୀ ଜଣଙ୍କ ସେଠାରେ ୮ ଦିନ ରହିବା ପରେ କୌଣସି ମତେ ଲୁଚି ପକାଇ ଆସିଥିଲେ।କାରଣ ନାବାଳିକା ଜଣଙ୍କ ବାରମ୍ବାର ନିଜ ସ୍ବାମୀ ସତ୍ୟବ୍ରତ ଙ୍କୁ ଶା-ରୀ-ରି-କ ସମ୍ପର୍କ ନ ରଖିବା ପାଇଁ ବାରଣ କରୁଥିଲେ।
Fc
କିନ୍ତୁ ସବୁ ପରେ ବି ଶାଶୁଘର ଲୋକେ ଏବଂ ସ୍ବାମୀ ମିଶି ଯୁବତୀ ଙ୍କୁ ଅନେକ ବୁଝାଇ ଥିଲେ।ଆଉ ଜୋର ଜବରଦସ୍ତି ସ୍ବାମୀ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ତେବେ ନାବାଳିକା ଙ୍କୁ ଦୁଇ ଜଣ ଯୁବକ ଦେଖି ବରି ଥାନା ରେ ଆଣି ଛାଡ଼ି ଥିଲେ।ପରେ ପୋଲିସ ନାବାଳିକା ଠାରୁ ସମସ୍ତ ଘଟଣା ଶୁଣିବା ପରେ ଥାନା ରେ ମାମଲା ରୁଜୁ କରିଥିଲେ।
ଯୁବତୀ ଙ୍କ ସ୍ବାମୀ ସତ୍ୟବ୍ରତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.