Movie prime

ମୋର ମନ ଭଲ ନାହିଁ, ମତେ କିଛି କୁହନି..ମୁଁ ବାଧ୍ୟ ରେ ଇସ୍ତଫା ଦେଇ ଦେଇଚି...

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଭାବେ ଜାଣିଥିବେ।ସେ ଯେତେବେଳେ ବି ଯେଉଁଠି ବି କିଛି କହିଥାନ୍ତି ତାଙ୍କ କଥାରେ ସମସ୍ତ ଲୋକ ହାସିଥାନ୍ତି। 
ତାଙ୍କ କଥା ଏକ ପ୍ରକାର ଗୋଟେ ଡ଼ାଇଲଗ୍ ହୋଇଯାଏ।ଏବଂ ଏଥିପାଇଁ ସୁର ଭାଇ ସବୁଆଡେ ଫେମଶ ହୋଇଯାଇଛନ୍ତି।ଏବଂ ତାଙ୍କ ଭିଡିଓ ମଧ୍ୟ ବହୁତ ଭାଇ ରାଲ ହୋଇଥାଏ।
Hh
ଆପଣମାନେ ଜାଣିଥିବେ ସୁର ରାଉତ ରାୟ ଅନେକ ସମୟରେ ମିଡ଼ିଆ ସାମ୍ନାରେ କିଛି ନା କିଛି ଘଟଣା ବିଷୟରେ କହିଥାନ୍ତି।ବର୍ତମାନ କିନ୍ତୁ କଂଗ୍ରେସ ନେତା ସୁର ରାଉତ ରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ହେଉଛନ୍ତି କଂଗେସ ଲୋକ ସେ ବିଜେଡି ଅଫିସ ଯିବେ ନାହିଁ।
ସେ କଂଗ୍ରେସ ରେ ମରିବେ,କଂଗ୍ରେସ ରେ ରହିଛନ୍ତି।କଂଗ୍ରେସ ରେ ଯେତେବେଳେ ଯେଉଁ କାର୍ଯ୍ୟ ଆସିବ ସେ ତାହାକୁ ଆଦର ରେ ତୁଲାଇବେ।ଏବଂ କଂଗ୍ରେସ ର ଲିଡର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ରାଉତ୍ ରାୟ।
ସଭାପତି ଶରତ ପଟ୍ଟନାୟକ,ଅଜୟ କୁମାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ତାଙ୍କୁ କଂଗ୍ରେସ ର ଭଲ ଟିମ୍ ରେ ରଖିଥିଲେ।ଗୋଟିଏ ହେଉଛି ପ୍ରଚାର କମିଟି, ଆଉ ଗୋଟେ ହେଉଛି ଟିକେଟ ସିଲେକ୍ସନ କମିଟି,ତୃତୀୟ ଟି ହେଉଛି ପଲିଟିକାଲ କମିଟି।
Uu
ସୁର ରାଉତ୍ ରାୟ ଙ୍କ ସାନ ପୁଅ ମନ୍ମଥ ଯେହେତୁ ବିଜେଡି ରେ ଜଏନ୍ କରିଲେ ତାଙ୍କ ଆତ୍ମ କୁ ବାଧିଛି।ସୁର ରାଉତ୍ ରାୟ ଙ୍କୁ ଭଲ ଲାଗୁନାହିଁ।କଂଗ୍ରେସ୍ ଦଳ ରେ ୬୦ ବର୍ଷ ହେଲା କାମ କରିଛନ୍ତି।ସେ ତାଙ୍କ ପୁଅଙ୍କୁ ବାରମ୍ବାର ଏ ବିଷୟରେ ବୁଝାଇ ଥିଲେ।
ଜଟଣୀ ଲୋକମାନେ ଖୁସି ରେ ଭୋଟ ଦେଇ ତାଙ୍କୁ ଜିତାଇ ଥାନ୍ତେ।କିନ୍ତୁ ତାଙ୍କ ପୁଅ ପାଣ୍ଡିଆନ୍ ଏବଂ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏତେ ଭଲ ପାଇ ଯାଇଛନ୍ତି ଯେ ସେ କିଛି କଥା ଶୁଣିଲେ ନାହିଁ।
ସେ ଚାଲିଯିବା ପରେ ସୁର ରାଉତ୍ ରାୟ ବାଧ୍ୟ ହୋଇ କଂଗେସ ଦଳ ର ପ୍ରଚାର କମିଟି ରୁ,ପଲିଟିକାଲ ଦଳ ରୁ ଇସ୍ତଫା ଦେଇଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.