Movie prime

ହାରିଗଲି ଆଜ୍ଞା, ହାରିଗଲି.. କାନ୍ଦିଲେ ସୁର..ବହୁତ୍ ମନା କଲି ହେଲେ ସେ ମୋ କଥା ଶୁଣିଲାନି...

 
Tt
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଭାବେ ଜାଣିଥିବେ।ଆପଣମାନେ ଜାଣିଥିବେ ସୁର ରାଉତ ରାୟ ଅନେକ ସମୟରେ ମିଡ଼ିଆ ସାମ୍ନାରେ କିଛି ନା କିଛି ଘଟଣା ବିଷୟରେ କହିଥାନ୍ତି।
ଆପଣମାନେ ଜାଣିଥିବେ ଯେ ସୁର ରାଉତ୍ ରାୟ ଙ୍କ ପୁଅ ମନ୍ମଥ ରାଉତ୍ ରାୟ ବିଜେଡି ର ଟିକେଟ ପାଇଛନ୍ତି। ଯାହାକୁ ଦେଖି ସୁର ରାଉତ୍ ରାୟ ଙ୍କୁ ବହୁତ ବାଧିଛି।
Nn
ବର୍ତମାନ କିନ୍ତୁ କଂଗ୍ରେସ ନେତା ସୁର ରାଉତ ରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଗମ ପଡା ରେ ୨୦ ରୁ ୨୫ ହଜାର ଲୋକ ହୋଇଥିଲେ।ସେଠାରେ ଲୋକମାନେ ଯେତେବେଳେ ସୁର ରାଉତ୍ ରାୟ ଙ୍କୁ ପଚାରିଲେ ମନ୍ମଥ କେଉଁ ଦଳ ରେ ଛିଡ଼ା ହେବେ।
ସେତେବେଳେ ସୁର ରାଉତ୍ ରାୟ କହିଥିଲେ ଯେ ତାଙ୍କ ପୁଅ ଯେଉଁ ଦଳ ରେ ଛିଡ଼ା ହେବେ ତାଙ୍କ ପୁଅ ହିଁ ନିଷ୍ପତି ନେବେ।ମନ୍ମଥ ବିଜେଡି ରେ ଯିବେ ବୋଲି ଘୋଷଣା କରିଲେ।
ତାଙ୍କ ପୁଅ ଯେତେବେଳେ ବିଜେଡି ଘୋଷଣା କରିଲେ ସୁର ରାଉତ୍ ରାୟ ସେଠାରୁ ଚାଲି ଆସିଥିଲେ।କାହା ବିଷୟରେ କିଛି କହିବା ପାଇଁ ଚାହାଁନ୍ତି ନାହିଁ ବୋଲି ସୁର ରାଉତ୍ ରାୟ କହିଛନ୍ତି।
Ffy
ସାନ ପୁଅ ମନ୍ମଥ ରାଉତ୍ ରାୟ ଯେତେବେଳେ ବିଜେଡି ରେ ଜଏନ କରିଲେ ସେତେବେଳେ ସୁର ରାଉତ୍ ରାୟ କଂଗେସ ରୁ ଇସ୍ତଫା ଦେଇଛନ୍ତି।ସେ ଯାହା ଚାହୁଁଛନ୍ତି ତାହା କରନ୍ତୁ ବୋଲି ସୁର ରାଉତ୍ ରାୟ କହିଛନ୍ତି।
ମନ୍ମଥ ଙ୍କୁ ସମର୍ଥକ ମାନେ ସପୋର୍ଟ ମଧ୍ୟ କରୁଛନ୍ତି ବୋଲି ସୁର ରାଉତ୍ ରାୟ କହିଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦର୍ଶକ ମାନେ ଏହା ଦେଖି ଅନେକ ଆଲୋଚନା କରିବାରେ ଲାଗିଛନ୍ତି।ସୁର ରାଉତ୍ ରାୟ ଦୁଃଖିତ ଅଛନ୍ତି ବୋଲି ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.