Movie prime

ଆଇସିୟୁ ରୁ ଫେରି ବର୍ଷା ଙ୍କୁ ଟାରଗେଟ୍ କଲେ ଅନୁଭବ! କହିଲେ ମୋ ବାପା ର ଯାହା ହେବ...

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅନେକ କଳାକାରମାନଙ୍କ ଖବର ସୋସିଆଲ ମିଡିଆରେ ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର କଳାକାର ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ଏବେ ଏକ ଖବର ଆସିଛି କି ଅନୁଭବ ମହାନ୍ତିଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଆଉ ଏବେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । 
Special report
ଏହି ଅଭିନେତା ଜଣକ ରାଜନୀତି କାମରେ ଦିଲ୍ଲୀ ଯାଇଥିଲେ । ଆଉ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ଶୁଣି ଏବେ ସେ ଦିଲ୍ଲୀରୁ ଘରକୁ ଆସୁଛନ୍ତି । ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଅତିବ ଗୁରୁତର ଅଛି ।
ସେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଏହାସହ ଏକ ଖବର ବି ଆସୁଛି । ସାଂସଦ ଅନୁଭବ ମହାନ୍ତି ଟୁଇଟ କରି ଲେଖିଛନ୍ତି କିଛି ଆଉ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । 
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ ଟୁଇଟ୍ କରି ଏମିତି କିଛି କଥା କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସେ ବର୍ଷାଙ୍କୁ ଟୁଇଟ୍ କରି କହିଛନ୍ତି ବା ଅନୁରୋଧ କରି କହିଛନ୍ତି ତାଙ୍କ ବାପାଙ୍କ ଶେଷ ସମୟରୁ ଏହି ପାରିବାରିକ ମାମଲା ସାରିଦେବା ଉଚିତ୍ ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହୁଥିଲେ ତାଙ୍କ ଜୀବନ ପଛେ ନର୍କେ ପଡ଼ିଥାଉ କିନ୍ତୁ ତାଙ୍କ ଶାଶୁ ଶଶୁର ଭଲରେ ଥାଆନ୍ତୁ । ଏବେ ତାଙ୍କ ଶଶୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ । 
ଆଉ ଏବେ ଆଇନଗତ ସମସ୍ୟାକୁ ଦୂରେଇ ମାନବିକତା ଦେଖାଇବାକୁ ଅନୁଭବ ବର୍ଷାଙ୍କୁ କହିଛନ୍ତି ।ବର୍ଷାଙ୍କ ଉଦେଶ୍ୟରେ ଅନୁଭବ ମହାନ୍ତି ଟୁଇଟ୍ କରିଛନ୍ତି "ବାପାଙ୍କୁ ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅନ୍ତୁ" । ଅନୁଭବ ମହାନ୍ତିଙ୍କ ବାପା ଗୁରୁତର ଥିବା ବେଳେ ସେ ଏଭଳି ଟୁଇଟ୍ କରିଛନ୍ତି ।
ଏହି କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଲୋକମାନେ କହୁଛନ୍ତି ଏବେ ବର୍ଷାଙ୍କୁ ଆଇନଗତ ସମସ୍ୟା ନ କରି ତାକୁ ବନ୍ଦ କରିବା ଉଚିତ୍ । ଆଉ ମାନବିକତା ଦେଖାଇବା ଉଚିତ୍ । ଯଦି ତାଙ୍କ ଶଶୁରଙ୍କର କିଛି ହେଇଯାଏ ତାହେଲେ ଏହି ସମାଜ ତାଙ୍କୁ କ୍ଷମା କରିବ ନାହିଁ ।