Movie prime

ଭୁବନେଶ୍ବର ରେ ଯଦି ଚାଉମିନ ଖାଉଛନ୍ତି ତାହାଲେ ସାବଧାନ... ଚାଉମିନ ପ୍ଲେଟ ରେ ହେଉଛନ୍ତି ପୋକ ସାଲୁବାଲୁ

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ନୁଡୁଲ୍ସ୍ କୁ ଦେଖିବା ପରେ ଶୀତେଇ ଉଠିଛି ଦେହ। କାରଣ ଟେଷ୍ଟି ନୁଡୁଲ୍ସ୍ ରେ ଚାଲୁଥିଲେ ପୋକ। ଖାଇବା ସମୟରେ ବସିଥିବା ବେଳେ ଭୋକ ପ୍ରବଳ ଲାଗିଥାଏ।
ଏହାପରେ ଅର୍ଡର କରାଯାଇଥିଲା ନୁଡୁଲ୍ସ୍ ଆଉ ଠିକ ସମୟରେ ମଧ୍ୟ ନୁଡୁଲ୍ସ୍ ଆସି ପହଞ୍ଚି ଯାଇଥିଲା। ହେଲେ ପାଟିକୁ ନେବା ବେଳକୁ ଅଧା ରେ ରହିଗଲା କାରଣ ଖାଦ୍ୟ ଦେଖିବା ପରେ ଦେହ ଥରି ଉଠିଲା।
Hh
କାରଣ ସେହି ନୁଡୁଲ୍ସ୍ ରେ ଭରି ରହୁଥିଲା ପୋକ।ଭାବନ୍ତି ଥରେ ସେହି ସ୍ଥାନରେ ଯଦି ଆପଣ ଥାଆନ୍ତେ ତେବେ ଆପଣ ସେଠୀ କଣ କରି ଥାଆନ୍ତେ। ଠିକ ଏଭଳି ଏକ ଘଟଣା ଘଟି ଯାଇଛି ମଧ୍ୟପ୍ରଦେଶ ରେ।
ସେଥିପାଇଁ ମଧ୍ୟ ସଂପୃକ୍ତ ରେଷ୍ଟୁରାଣ୍ଟ ରେ ମଧ୍ୟ ପ୍ରବଳ ମାତ୍ରାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେଠାରେ ଥିବା ଏକ ରେଷ୍ଟୁରାଣ୍ଟ କୁ ଏକ ପରିବାର ର ଲୋକମାନେ ଖାଇବାକୁ ଆସିଥିଲେ। ସେଠାରେ ସେମାନେ ନୁଡୁଲ୍ସ୍ ଅର୍ଡର କରିଥିଲେ।
ଏହାପରେ ନୁଡୁଲ୍ସ୍ ଆସିବା ପରେ ସମସ୍ତେ ଯେତେବେଳେ ଏହାକୁ ଖାଇବାକୁ ବାହାରିଥିଲେ ସେତେବେଳେ ଦେଖିଥିଲେ କି ଖାଇବାରେ ଅନେକ ଗୁଡ଼ିଏ ପୋକ ଚାଲୁଛନ୍ତି।
Hh
ଏହାକୁ ଦେଖିବା ପରେ ପରିବାର ଲୋକେ ପ୍ରଥମେ ଏହାର ଏକ ଫୋନ୍ ରେ ଭିଡିଓ ବନେଇ ଥିଲେ। ଏହାପରେ ଖାଦ୍ୟ ବିଭାଗରେ ମଧ୍ଯ ଅଭିଯୋଗ କରିଥିଲେ। ଏହାପରେ ଏକ ଟିମ ସଂପୃକ୍ତ ରେଷ୍ଟୁରାଣ୍ଟ ରେ ପହଞ୍ଚି ଏକ ନମୁନା ମଧ୍ଯ ସଂଗ୍ରହ କରିଥିଲେ।
ବିଭାଗୀୟ ଅଧିକାରୀଙ୍କ କହିବା କଥା ଏହି ନୁଡୁଲ୍ସ୍ କୁ ଯାଞ୍ଚ ପାଇଁ ପଠା ଯାଇଛି। ଯଦି ଏହା ଖରାପ୍ ବୋଲି ଜଣା ପଡ଼େ ତେବେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋକ ସାଲୁ ବାଲୁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଲୋକମାନେ ମଧ୍ୟ ଏଗାର ଖୁବ୍ ନିନ୍ଦା କରିଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.