Movie prime

୨୦୦ କୋଟିର ଅଧିକ ସମ୍ପତି ଥିବା ଜ୍ଵାଇଁ ଖୋଜିଦେଲେ ମିଳିବ ୩ଲକ୍ଷ ଟଙ୍କା ଦେଖନ୍ତୁ ଝିଅ ବାପା ଦେଲେ ଖୋଲା ଅଫର୍

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଅନେକ କିଛି ଖବର ପାଇ ପାରୁଛନ୍ତି ।
ଏବେ ଜଣେ ଝିଅର ବାପା ଏଭଳି କିଛି ଅଫର ଆଣିଛନ୍ତି ଯାହା ଆପଣମାନେ ଜାଣିପାରିବେ । ଏବେ ନିଜ ଝିଅ ପାଇଁ ଜ୍ବାଇଁ କିଣିବାକୁ ବାପାଙ୍କ ନିଆରା ଅଫର ଆଣିଛନ୍ତି । ଏହି ଅଫର୍ ବିଷୟରେ ଯିଏ ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ ।
Bb
ଏହି ବାପା ଜଣକ କହିଛନ୍ତି ତାଙ୍କ ଝିଅ ପାଇଁ ଯିଏ ବର ଖୋଜି ଦେବ ତାକୁ ମିଳିବ ତିନି ଲକ୍ଷ ଟଙ୍କା । ନିଜ ଝିଅ ପାଇଁ ଖୋଜୁଛନ୍ତି ଯୋଗ୍ୟ ବର ।ଆଉ ସେଥିପାଇଁ ସେ ଆଣିଛନ୍ତି ଏଭଳି ନିଆରା ଅଫର । ବାପାଙ୍କର ଇଚ୍ଛା ରହିଛି ତାଙ୍କ ଝିଅକୁ ଏକ ଭଲ ଘରେ ବିବାହ କରିବେ ।
ଯାହାର ୨୦୦ କୋଟିର ସମ୍ପତ୍ତି ରହିଛି ସେହି ଘରେ ତାଙ୍କ ଝିଅର ବିବାହ କରିବେ ବୋଲି ସେ କହିଛନ୍ତି । ବିବାହ ପ୍ରସ୍ତାବ ଯିଏ ଖୋଜି ଦେବ ସେ ପାଇବ ତିନି ଲକ୍ଷ ଟଙ୍କା । ମଧ୍ୟସ୍ଥିଙ୍କ ପାଇଁ ଆସିଛି ଏହି ଖବର । 
ବିବାହ ହେଉଛି ଜନ୍ମ ଜନ୍ମର ସମ୍ପର୍କ । ଯେଉଁ ସମ୍ପର୍କ ତିଆରି କରିବା ପାଇଁ ଲୋକମାନେ ଅନେକ ଭାବନ୍ତି ଆଉ ଅନେକ ଚିନ୍ତା କରନ୍ତି ଆଉ ଅନେକ କିଛି ପରେ ବିବାହ କରିଥାନ୍ତି । ଗୋଟିଏ ଝିଅକୁ ବିବାହ କରାଇବା ପୂର୍ବରୁ ଝିଅର ବାପା ଅନେକ କଥା ଭାବିଥାଏ ।
Hh
ଆଉ ଅନେକ କିଛି କଥା ଭାବି, ପରିବାର ଦେଖି ବିବାହ ସ୍ଥିର କରିଥାଏ । କେବଳ ବରକୁ ଦେଖି ବିବାହ ସ୍ଥିର କରାଯାଏ ତାହା ନୁହେଁ ବିବାହ ପରିବାରକୁ ଦେଖି ମଧ୍ୟ ସ୍ଥିର କରାଯାଇଥାଏ । ବାପା ନିଜ ସନ୍ତାନର ବିବାହ କରିବା ପାଇଁ ଅନେକ ଚିନ୍ତିତ ଥାନ୍ତି ।
ଏହି କଥା ଜଣେ ମହିଳା ମିଷ୍କା ରଣା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି ତାଙ୍କ ସାଙ୍ଗଙ୍କ ବାପା ତାଙ୍କ ସାଙ୍ଗ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ଆଉ ଯିଏ ଏହି ବର ଖୋଜିବାରେ ସାହାଯ୍ୟ କରିବ । ତାକୁ ୩ ଲକ୍ଷ ଟଙ୍କା ସେ ପୁରସ୍କାର ଦେବେ ।
ତାଙ୍କ ଝିଅ ପାଇଁ ଯେଉଁ ବର ଖୋଜିବ ଯାହାର ସମ୍ପତ୍ତିର ପରିମାଣ ୨୦୦ କୋଟି ଥିବ । ଏବେ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ଏହି ପୋଷ୍ଟ ଦେଖି ଏବେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ଏହି ପୋଷ୍ଟରେ ଅନେକ କମେଣ୍ଟ ଦେଇଛନ୍ତି ୟୁଜର୍ସ ।