Movie prime

ଯଦି ଆପଣଙ୍କ ଘରେ ଦିଅନ୍ତି ଏହି ରଙ୍ଗର ରଙ୍ଗ ତେବେ ସାଙ୍ଗେ ସାଙ୍ଗେ ମାଡ଼ି ଆସିବ ପ୍ରବଳ ଧନ ଜାଣନ୍ତୁ ଏହାର ପ୍ରକୃତ ସତ

 
Gv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଖବର ଆଉ ଅନେକ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
କିଛି ବାସ୍ତୁଶାସ୍ତ୍ର ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ବାସ୍ତୁ ଶାସ୍ତ୍ରରେ ଅନେକ କିଛି କଥା ଲେଖାଯାଇଛି ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ସବୁ କଥା ଜାଣିବା ସହ ଘରକୁ ନେଇ କିଛି ଖବର ଆସିଛି। 
Vv
ଗାଁକୁ ଦୁଃଖ ଛୁଏଁ ଆଉ ସହରକୁ ମଧ୍ୟ ଦୁଃଖ ଛୁଏଁ । ହୋମ୍ ଶାନ୍ତିର ଯାତ୍ରା ଗୁଣ୍ଡର ଗାଁରେ ପହଞ୍ଚିଛି । ହୋମ୍ ଶାନ୍ତି କାର୍ଯ୍ୟକ୍ରମ ବିଷୟରେ ଆପଣମାନେ ତ ଜାଣିଥିବେ । ଏହା ନନ୍ଦିଘୋଷ ଟିଭିରେ ପ୍ରସାରିତ ହେଉଛି ।
ଜଣେ ମହିଳା ତାଙ୍କୁ ତାଙ୍କ ଘର ବିଷୟରେ ଜଣାଇଥିଲେ । ଆଉ ଏହାପରେ ଏହି ବ୍ୟକ୍ତି ଜଣକ ଆସି ଏହି ସବୁ ସମସ୍ୟା ବିଷୟରେ କହିଛନ୍ତି । ସେ ତାଙ୍କ ଘରେ ସବୁ ସ୍ଥାନରେ ଟେଷ୍ଟ କରୁଛନ୍ତି । ଆଉ ନକାରାତ୍ମକ ଶକ୍ତି ସବୁ ବାହାର କରୁଛନ୍ତି । ବାସ୍ତୁର ଅନେକ କଥା ସେ କହିଛନ୍ତି ।
Cv
ଏହି ବ୍ୟକ୍ତି ଜଣକ ତାଙ୍କୁ ପଚାରିଛନ୍ତି କି ଘରେ କୌଣସି କାମ କରିବା ପୂର୍ବରୁ ଘର ରଙ୍ଗ ଦିଆଯାଏ କି ନାହିଁ ସେ ପଚାରିଛନ୍ତି । ଏହି ମହିଳାଙ୍କ ନାମ ହେଉଛି ଅହଲ୍ୟା । ତାଙ୍କୁ ସାଧୁ ଜଣକ ତାଙ୍କ ଘର ପ୍ରଥମେ ରଙ୍ଗ କରିବାକୁ କହିଛନ୍ତି । ଦୀର୍ଘଦିନ ହେଲା ରଙ୍ଗ ହୋଇନାହିଁ ସେଥିପାଇଁ ସେ ଧଳା ରଙ୍ଗ କରିବାକୁ କହିଛନ୍ତି ।
ଏହାପରେ କିଛିଦିନ ପରେ ଅନ୍ୟ ରଙ୍ଗ ଦେଇପାରିବେ । ଘରେ ରଙ୍ଗ ଦିଅନ୍ତୁ ସେମିତି ଘରକୁ ରଖନ୍ତୁ ନାହିଁ । ପ୍ରଥମେ ଘର ରଙ୍ଗ ଦେଇ ସାରିବା ପରେ ଉପର ଘର କାମ ଆରମ୍ଭ କରିବାକୁ ସେ କହିଛନ୍ତି । 
ବାସ୍ତୁ ଯୋଗୁଁ କାହାର ଜୀବନ ଯାଇନଥାଏ । ପଶ୍ଚିମ ଆଉ ଦକ୍ଷିଣ ଦିଗକୁ ଘର ବଢ଼ାଇବା କଥା ନୁହେଁ । ମଣିଷର ଆୟୁଷ ଦୁଇ ଭାଗରେ ବିଭକ୍ତ । ଅପମୃତ୍ୟୁ ହେବାର ଅନେକ କାରଣ ରହିଥାଏ ।
ଏହି ମହିଳା ଜଣକ ଅନେକ କଥା ତାଙ୍କ ମନରେ ଭାବିଛନ୍ତି । ଆଉ ସେ ଅନେକ ବାସ୍ତୁ ବିଷୟରେ କହିଛନ୍ତି ଆଉ ତାଙ୍କ ପରିବାରର ସମସ୍ୟା ବିଷୟରେ କହିଛନ୍ତି । ଏହି ସାଧୁ ଜଣକ ତାଙ୍କ ପରିବାର ଆଉ ତାଙ୍କ ଘରକୁ ନେଇ ଅନେକ କିଛି କଥା କହିବା ସହ ବାରଣ ଆଉ କେଉଁ ସ୍ଥାନରେ କଣ ରହିବା ଉଚିତ୍ ଏହି ସବୁ କଥା କହିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।