Movie prime

ଗାଧେଇଲା ବେଳେ ପରିସ୍ରା ଲାଗୁଚି କି..ତାହାଲେ ହେଇ ଥିବ ପାକସ୍ଥଳୀ କ୍ୟାନ୍ସର

 
Jj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ କ୍ୟାନ୍ସର ହେଉଚି ଏକ ମାରାତ୍ମକ ରୋଗ।ଏହା ଭଲ ହୋଇ ପାରେ କି ନ ହୋଇ ପାରେ।ଏହା କୌଣସି ବ୍ୟକ୍ତି ଙ୍କୁ ହେବା ପୂର୍ବ ରୁ ଶରୀର ରେ କିଛି ଲକ୍ଷଣ ପ୍ରକାଶ ପାଏ।
ସମସ୍ତେ ଏହି ରୋଗ କୁ ଆଗରୁ ଜାଣି ଦେବା ଉଚିତ।ନ ହେଲେ ଏହା ଭବିଷ୍ୟତ ରେ ବହୁତ ମାରାତ୍ମକ ହୋଇ ଥାଏ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ରୋଗ ହେବା ପୂର୍ବ ରୁ ଯେଉଁ ସବୁ ଲକ୍ଷଣ ପ୍ରକାଶ ପାଏ ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Kk
ପ୍ରଥମେ ଏହି ରୋଗ ହେବା ପୂର୍ବ ରୁ ଆପଣ ମାନଙ୍କ ପେଟ ଜୋର୍ ରେ କାଟିବ।କୌଣସି ଜିନିଷ ଖାଇବାକୁ ଈଛା ହେବ ନାହିଁ।ଏପରି ପ୍ରାୟ ସବୁଦିନ ହେବ।ଯଦି ଏହି ଲକ୍ଷଣ ଦେଖୁଛନ୍ତି ତେବେ ସଙ୍ଗେ ସଙ୍ଗେ ଏ ବିଷୟ ରେ ଡାକ୍ତର ଙ୍କୁ ଜଣାଇ ଦିଅନ୍ତୁ।
ଏହା ଦ୍ବାରା ଆପଣ କ୍ୟାନ୍ସର ରୋଗ ଠାରୁ ଦୂରେଇ ଯାଇ ପାରିବେ।ଦ୍ଵିତୀୟ ରେ ଆସୁଛି ବାରମ୍ବାର ବାନ୍ତି ଲାଗିବା।ପେଟ ଭିତରେ କଷ୍ଟ ହେବା।ଏହା ଦ୍ବାରା ଆପଣ ଙ୍କ ପାକସ୍ଥଳୀ ରୁ ଖାଦ୍ୟ ବାହାରି ଆସିବ।ଏହା ପରେ ଆପଣ ଜଲଦି ଡାକ୍ତର ଦେଖାଇ ଦେବା ଉଚିତ।
ତୃତୀୟ ରେ ଆସୁଛି ଆପଣ ଙ୍କ ମଳ ରୁ ରକ୍ତ ବାହାରିବା।ବେଳେବେଳେ ଏଭଳି ମଳ ରୁ ରକ୍ତ ପଡ଼ିବା ଅନ୍ୟ ରୋଗ ର କାରଣ ମଧ୍ୟ ହୋଇ ଥାଏ।ଆପଣ ମାନେ ଦେଖିବେ ମଳ ଦ୍ଵାର ନିକଟରେ ଅଧିକ ରୁ ଅଧିକ ରକ୍ତ ବୋହିବାର ଲାଗୁ ଥିବ।
Jj
ତେବେ ଏଥିପ୍ରତି ଭୟ ବିତ ହୁଅନ୍ତୁ ନାହିଁ।ଏହା ଦ୍ବାରା ଆପଣ ମାନେ ଜାଣି ପାରିବେ ଆପଣଙ୍କୁ କ୍ୟାନ୍ସର ହୋଇଚି ବୋଲି।ଏହାକୁ କିଭଳି ଚିକିତ୍ସା କରିବେ ତାହା ଜାଣି ନିଅନ୍ତୁ।ପରେ ଏହା ଜୀବନ ମଧ୍ୟ ନେଇ ଯାଇ ପାରେ।
ଯଦି ଉପଯୁକ୍ତ ଚିକିତ୍ସା କରା ଯାଏଁ ଏହା ଜୀବନ ବଞ୍ଚାଇ ପାରେ।ଆହୁରି ମଧ୍ୟ ଏହି ରୋଗ ହେଲେ ଛାତି ରେ ଜଳାପୋଡା ହୁଏ।କୌଣସି କାମ କରିବାକୁ ଇଛା ହୁଏ ନାହିଁ।
ଖାଦ୍ୟ ନଳୀ ପାଖରେ ଖାଇବା ସମୟ ରେ କଷ୍ଟ ହୁଏ।ତେବେ ଯଦି ଆପଣ ଙ୍କ ଠାରେ ଏହି ସବୁ ସମସ୍ୟା ସୃଷ୍ଟି ହେଉଚି ତାହାଲେ ଏଥିପାଇଁ ଆପଣ ମାନେ ସଚେତନ ହୋଇ ଯାଆନ୍ତୁ।ତେବେ ଆପଣଙ୍କ ଜୀବନ ବଞ୍ଚି ଯାଇ ପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.