Movie prime

ମହାମାରୀ ସମୟରେ ନେଇଥିଲେ କି ଏହି ଟୀକା ଦେଖନ୍ତୁ କଣ କଣ ହେବ ଏହାର ପାର୍ଶ୍ଵ ପ୍ରତିକ୍ରିୟା ସାରା ବିଶ୍ବ ଜାଣି ହେଲାଣି ଆଶ୍ଚର୍ୟ୍ଯ

 
Jj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିିକା ନେଇଥିବା ଲୋକଙ୍କ ଠାରେ ବିରଳ ସାଇଡ୍ ଇଫେକ୍ଟସ ଦେଖାଦେଇପାରେ। କମ୍ପାନୀ ଦ୍ୱାରା ବ୍ରିଟେନର ଏକ କୋର୍ଟରେ ସତ୍ୟାପାଠ ଦାଖଲ କରାଯାଇ ଏହା ସ୍ୱୀକାର କରାଯାଇଛି।
ପାର୍ଶ୍ୱ -ପ୍ରତିକ୍ରିୟାର ଲକ୍ଷଣ:- ଏହି ପାର୍ଶ୍ୱ-ପ୍ରତିକ୍ରିୟାକୁ କୁହାଯାଏ ଟ୍ରମ୍ବୋସିସି ବା ଟିଟିଏସ। ଶରୀରରେ ରକ୍ତ ଜମାଟ ବାନ୍ଧିବା ସହ ପ୍ଲେଟଲେଟ୍ ସଂଖ୍ୟା କମିଯାଏ। ବିରଳ ରୋଗ ସୃଷ୍ଟି କରିପାରେ ଓ ମୃତ୍ୟୁର କାରଣ ବି ହୋଇପାରେ। 
Hh
ଅକ୍ସଫୋର୍ଡ -ଆଷ୍ଟ୍ରାଜେନକା ପକ୍ଷରୁ ମିଳିତ ଭାବେ ବିକଶିତ ଟିକା ବିଶ୍ୱରେ କୋଭିସିଲଡ ଓ ଭାକ୍ସଜେଭରିଆ ଭଳି ବ୍ରାଣ୍ଡ ନାଁରେ ବିକ୍ରି ହେଇଥିଲା। ଦେଶରେ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ସହ ମିଶି ଏହି କମ୍ପାନୀ ଟିକା ଉତ୍ପାଦନ କରିଥିଲା।
କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଗୁରୁତର ଅସୁସ୍ଥତା ଦେଖାଦେଇଛିି ବୋଲି ଅନେକ ପରିବାର ବ୍ରିଟେନ ହାଇକୋର୍ଟରେ ଅଭିଯୋଗ କରିଥିଲେ। ମାମଲା କୋର୍ଟକୁ ଆସିବା ପରେ ଟିକାର ବିରଳ ପାଶ୍ୱର୍-ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। 
ବ୍ରିଟେନ ହାଇକୋର୍ଟରେ ଆଷ୍ଟ୍ରାଜେନକା ଦାଖଲ କରଥିବା ସତ୍ୟପାଠରେ କୁହାଯାଇଛି, ଏହାର ଟିକା ଅତି ବିରଳ କ୍ଷେତ୍ରରେ ଟିଟିଏସ ସୃଷ୍ଟି କରିପାରେ। ତେବେ ସୁରକ୍ଷା କାରଣରୁ ଅକ୍ସଫୋର୍ଡ- ଆଷ୍ଟ୍ରାଜେନକା ଟିକା ଏବେ ବ୍ରିଟେନରେ ଦିଆଯାଉନାହିଁ।
Hh
ଦେଶରେ ୧୭୪ କୋଟି ୯୪ ଲକ୍ଷ ୧୭ ହଜାର ୯୭୮ ଡୋଜ୍ ଟିକା ଦିଆଯାଇଛି। ୨୦୨୪ ଏପ୍ରିଲ ୨୯ ତାରିଖ ସୁଦ୍ଧା ଏହି ଟିକା ଦିଆଯାଇଛି। ୨୦୨୧ ଜାନୁଆରୀରେ ଦେଶରେ ଏହି ଟିକାକରଣ ଆରମ୍ଭ ହୋଇଥିଲା। 
ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି। ବର୍ତମାନ କୋର୍ଟରେ ସ୍ୱୀକାରୋକ୍ତି ପରେ କମ୍ପାନୀକୁ ମୋଟା ଅଙ୍କର ଅର୍ଥରାଶି ପୈଠ କରିବାକୁ ପଡିପାରେ।
ତେବେ ଆଷ୍ଟ୍ରାଜେନକାର ମୁଖ୍ୟାଳୟ କେମ୍ବ୍ରିଜରେ ରହିଛି। ବ୍ରିଟେନ ଓ ସ୍ୱିଡେନରେ ଏକ ବଡ ଔଷଧ କମ୍ପାନୀ ବି ରହିଛି। ବର୍ତମାନ କମ୍ପାନୀର ଏହି ସ୍ୱୀକାରୋକ୍ତି ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟାପକ ହୋଇପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.