Movie prime

ଜେଲ ରୁ ବାହାରି ମୋଦୀ ଙ୍କ ପ୍ରଶଂସା ରେ ଶତମୁଖ ହେଲେ imran khan , କହିଲେ ମୁଁ ତାଙ୍କ ଚାକର ସେ ଯାହା କହିବେ ଆଉ

 
Vv
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।
Hhh
ତେବେ ବନ୍ଧୁଗଣ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି। ସମସ୍ତ ମାମଲାରେ ମଧ୍ୟ ଇମ୍ରାନଙ୍କୁ ମିଳିଛି ଜାମିନ। 
ମେ ୧୭ ପର୍ଯ୍ୟନ୍ତ ଇମ୍ରାନଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି କୋର୍ଟ। ଏଥିସହ ଇମ୍ରାନଙ୍କୁ କଡ଼ା ସୁରକ୍ଷା ଯୋଗାଇବାକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ସେପଟେ କୋର୍ଟ ଅଲକାଦରୀ ଟ୍ରଷ୍ଟ ମାମଲାରେ ଇମ୍ରାନଙ୍କୁ ୧୪ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତିି ଇସଲାମାବାଦ କୋର୍ଟ। ସୂଚନା ଅନୁସାରେ ଶୁଣାଣୀ ପୂର୍ବରୁ କୋର୍ଟ ବାହାରେ ପାକିସ୍ତାନ ରେଂଜରର୍ସ ଓ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ଘଟଣା ସାମ୍ନାକୁ ଆସୁଛି।
କୋର୍ଟଙ୍କ ଜାମିନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ। କୋର୍ଟଙ୍କ ନିଷ୍ପତିକୁ ସେହେବାଜ ବିରୋଧ କରିଛନ୍ତି।
Jh
ଇମ୍ରାନ କହିଛନ୍ତି ସ୍ଥିତି ଯାହାବି ହେଉ ସେ କଦାପି ପାକିସ୍ତାନ ଛାଡିବେ ନାହିଁ। ଅଲକାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇସଲମାବାଦ କୋର୍ଟ ବାହାରୁ ପାକିସ୍ତାନ ରେଂଜରର୍ସ ଗିରଫ କରିଥିଲା। 
ଏହାକୁ ଇସଲମାବାଦ କୋର୍ଟ ବୈଧ କହିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇମ୍ରାନ। ଗିରଫ ଘଟଣା ପରେ ଜଳିଥିଲା ପୂରା ପାକିିସ୍ତାନ। ହିଂସା ମାମଲାରେ ଏବେ ସୁଦ୍ଧ ଇମ୍ରାନଙ୍କ ୧୦ହଜାର ସମର୍ଥକଙ୍କୁ ଗିରଫ କରିସାରିଛି ପୁଲିସ।
ସେପଟେ ପାକିସ୍ତାନରେ ଏମରଜେନ୍ସି ଲଗାଯାଇପାରେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.