Movie prime

ସମସ୍ତଙ୍କ ଆଗରେ ନିଶା କୁ କଂଗ୍ରେସ ଅଫିସ ରୁ ବିଦା କରିଥିବା ଜଟାଧାରୀ ନେତ୍ରୀ ଆସି କହିଦେଲେ ଏତେ ବଡ଼ କଥା...

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
Bb
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ, ହୋଲି ଦିନ କଂଗ୍ରେସ ର ଭବନ କୁ ଯାଇଥିଲେ ଏବଂ ସେଠାରେ ହୋଲି ଖେଳିଥିଲେ କିନ୍ତୁ ତାପରେ ତାଙ୍କ ସହ କିଛି ଏମିତି ହୋଇଥିଲା ଯେ, ସେ ନିଜର କ୍ରୋଧ କୁ ଶାନ୍ତ କରିପାରି ନଥିଲେ।
ନିଶା ଙ୍କୁ କଂଗ୍ରେସ ମହିଳା ନେତ୍ରୀ ଓ କର୍ମଚାରୀ କଂଗ୍ରେସ ଭବନରୁ ଧକ୍କା ମାରି ବିଦା କରିଦେଇଥିଲେ।କଂଗ୍ରେସ ନେତ୍ରୀ କହିଥିଲେ ଯେ "ନିଶା ହେଉଛନ୍ତି ଜଣେ ଅସଭ୍ୟ ମହିଳା ଏବଂ ସେ କଂଗ୍ରେସ ଭବନ କେବଳ ପ୍ରସିଦ୍ଧ ହେବା ପାଇଁ ଆସୁଛନ୍ତି ଏବଂ ସେ ଜଣେ ଖରାପ ମହିଳା।
ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି ବୋଲି। ଏ ନେଇ ନିଶା ମଧ୍ୟ ଖୁବ ରାଗିଯାଇ ଦୁଇ କଂଗ୍ରେସ ନେତ୍ରୀଙ୍କୁ ଗାଳି କରିଥିଲେ। ତାଙ୍କ ମଧ୍ୟରୁ ଜଣେ ନାରୀ ନେତ୍ରୀଙ୍କୁ ବାରମ୍ବାର ଜଟାଧାରୀ ମାଇକିନା କହି ଗାଳି କରିଥିଲେ ନିଶା ମହାରଣା। 
Vh
ତେବେ ସେହି ନାରୀ ନେତ୍ରୀ ବର୍ତମାନ ଗଣମାଧ୍ୟମ ନିକଟରେ କହିଛନ୍ତି ଯେ, ସେ ଜଟା କେବଳ ମହାକାକଙ୍କ ପାଇଁ ଛାଡିଛନ୍ତି। ଆଉ ଜଟାଧାରୀ ର ଅର୍ଥ ହେଉଛି ଶିବ ବୋଲି ସେ କହିଛନ୍ତି। ଏବଂ ସେ କହିଛନ୍ତି "ହଁ ମୁଁ ହେଉଛି ଜଟାଧାରୀ କର୍ମୀ ନେତ୍ରୀ ନୁହେଁ।
ଜଟାଧାରୀ ମାନେ ପ୍ରଭୁ ଶିବ ,ତାଙ୍କୁ ଅପମାନିତ କରିଛି ସେ" ବୋଲି କହିଛନ୍ତି କଂଗ୍ରେସ ମହିଳା କର୍ମୀ ଜଣକ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.