Movie prime

ଓଡ଼ିଶାରେ ମେଣ୍ଟକୁ ନେଇ ମୁଁହ ଖୋଲିଲେ ଅମିତ୍ ଶାହା ଦେଖନ୍ତୁ କହିଲେ ବଡ କଥା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସିଥିବା ଖବର ଏବେ ଜାଣିପାରିବେ ।
ଏବେ ପୁଣି ରାଜନୀତିକୁ ନେଇ କିଛି ଖବର ଆସିଛି । ଏବେ ମେଣ୍ଟକୁ ନେଇ ପୁଣି କିଛି ଖବର ଆସିଛି । ମେଣ୍ଟକୁ ନେଇ ବଡ ଖୁଲାସା କରିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ସେ କହିଲେ ବହୁତ ଶୀଘ୍ର ଓଡିଶା ଦେଖିବ ବଡ ଶକ୍ତି ।
Bb
ମେଣ୍ଟ ନେଇ ଏବେବି ଜାରି ରହିଛି ଆଲୋଚନା । ବିଜେଡି ଦଳ ଆଉ ବିଜେପି ଦଳ ମଧ୍ୟରେ ମେଣ୍ଟ ହେବ କି ନାହିଁ ସେନେଇ ବଡ ଖୁଲାସା କରିଛନ୍ତି ବିଜେପିର ବରିଷ୍ଠ ନେତା ବା ଗୃହମନ୍ତ୍ରୀ ଅମିତ୍ ଶାହା । ମେଣ୍ଟ ପ୍ରସଙ୍ଗ ଅନେକ ଦିନ ଧରି ଚାଲୁଥିଲେ ମଧ୍ଯ ଏବେବି ମେଣ୍ଟ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି ।
ଗତ କିଛିଦିନ ପୂର୍ବରୁ ବିଜେଡି ଆଉ ବିଜେପି ମିଶିଯିବେ ବୋଲି ହଇଚଇ ସୃଷ୍ଟି ହୋଇଥିଲା । ଆଉ ସେଥିପାଇଁ ଅନେକ ବଡ ନେତା ଭୁବନେଶ୍ୱରରୁ ଦିଲ୍ଲୀ ଆଉ ଦିଲ୍ଲୀରୁ ଭୁବନେଶ୍ୱର ଯାଇଥିଲେ ।
କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଖବର ଆସିନାହିଁ । କେବଳ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଛି । ଏବେ ମେଣ୍ଟକୁ ନେଇ ଚର୍ଚ୍ଚା କମି ଯାଇଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହା ଏହାକୁ ନେଇ ପୁଣି କିଛି କଥା କହିଛନ୍ତି ।
Yy
ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ଏଭଳି କିଛି କହିଛନ୍ତି ବିଜେପି ବରିଷ୍ଠ ନେତା ଅମିତ୍ ଶାହା । ବିଜେଡି ଦଳ ଆଉ ବିଜେପି ଦଳ ମେଣ୍ଟ ହେବାକୁ ନେଇ ସେ ନିଜର ମତ ରଖିଛନ୍ତି । ଜାତୀୟସ୍ତରରେ ମେଣ୍ଟକୁ ନେଇ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।
ଏପର୍ଯ୍ୟନ୍ତ ବିଜେଡି ସହିତ ମେଣ୍ଟ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ । କିନ୍ତୁ ଏହା ନିଶ୍ଚିତ ଯେ ଓଡ଼ିଶାରେ ବିଜେପି ମଜବୁତ ହୋଇ ନିଜ ଶକ୍ତି ବୃଦ୍ଧି କରିବାକୁ ଯାଉଛି । ରାଜ୍ୟରେ ବିଜେପିର ବିଧାନସଭା ଆଉ ଲୋକସଭା ଆସନ ବୃଦ୍ଧି ପାଇବ ।
ଓଡ଼ିଶାରେ ମୋଦିଙ୍କୁ ସମସ୍ତେ ଭଲପାଆନ୍ତି । ଏହିସବୁ କଥା ଅମିତ୍ ଶାହା କହିଛନ୍ତି । ଓଡ଼ିଶାରେ ଏକା ଲଢ଼ିବେ ନା ସାଥୀ ହୋଇ ତାହା ସେ କହି ନାହାଁନ୍ତି । ସେ କହିଛନ୍ତି କିଛି ବି ହୋଇପାରେ । ଏବେ ଏହି କଥାକୁ ନେଇ ପୁଣି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଛି ।