Movie prime

ଆସନ୍ତା କିଛି ଦିନ ଭିତରେ ଓଡ଼ିଶା ରେ ହେବ ପ୍ରବଳ ତାତି..୪୭ ରୁ ୫୦ ଡିଗ୍ରୀ ତାପ ରେ ଶିଝିବେ ଓଡ଼ିଶା ବାସୀ..

 
Nn
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ରାଜ୍ୟ ରେ ଖରା କିଭଳି ଭାବେ ବଢି ଚାଲିଛି।ଲୋକ ମାନେ ଗରମ ରୁ ନିଜକୁ ରକ୍ଷା କରିବା ପାଇଁ ଏବେ ଘରେ ଘରେ ଏସି ଫ୍ୟାନ ଲଗାଇ ଛନ୍ତି।
ଦିନ ୮ ଟା ପରେ ରାସ୍ତା ରେ ଲୋକ ଙ୍କ ସଂଖ୍ୟା କମିବା ରେ ଲାଗୁଚି।ଧୀରେ ଧୀରେ ଲୋକ ଦେଖା ଯାଉ ନାହାଁନ୍ତି।ଯେଉଁ ମାନେ ବାହାରକୁ ଆସୁଛନ୍ତି ସେମାନେ ଜଲଦି ରେ ନିଜ କାମ ସାରି ଗଛ ଛାଇ ର ଆଶ୍ରୟ ନେଉଛନ୍ତି।
Mm
ସୂଚନା ଅନୁସାରେ ଆସନ୍ତା ୨୭,୨୮,୨୯ ତାରିଖ ରେ ରାଜ୍ୟ ରେ ଖରା ର ପରିମାଣ ବଢିବ ବୋଲି କୁହା ଯାଉଚି।ଆଜି ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ରୁ ଅଧିକ ଥିବାର ସୂଚନା ରହିଛି।
ଏହାକୁ ଦୃଷ୍ଟି ରେ ରଖି ସରକାର ସମସ୍ତ ସରକାରୀ ବିଦ୍ୟାଳୟ କୁ ଛୁଟି ଘୋଷଣା କରି ଦେଇଛନ୍ତି।ତେବେ ଆଜି ସକାଳ ସମୟ ରେ ତାତି ଅଧିକ ମାତ୍ରା ରେ ଥିବା ସୂଚନା ରହିଛି।ଆସନ୍ତା ତିନି ଦିନ ଓଡ଼ିଶା ରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି କୁହା ଯାଇଛି।
ଯଦି ଆପଣ ମାନେ ବାହାର କୁ ଯାଉଛନ୍ତି ସାଙ୍ଗ ରେ ପାଣି ବୋତଲ ସହ ଓଦା ଗାମୁଛା ଓ କଳା ଚଷମା ନେଇ କରି ଯାଆନ୍ତୁ।ଲୋକ ମାନେ ଗଛ ଛାଇ ର ଆଶ୍ରୟ ନେଉ ଥିବାର ଦେଖା ଯାଇ ଥିଲା।
Jj
ଏହା ଛଡ଼ା ଆଖୁ ରସ ଓ ବିଭିନ୍ନ ସର୍ବତ ରାସ୍ତା ରେ ବିକ୍ରୀ ହେଉଚି।ଲୋକ ମାନେ ସେହି ଦୋକାନ ସାମ୍ନା ରେ ଭିଡ ଜମାଉ ଛନ୍ତି। ଖରାରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଗଛ ଛାଇ ତଳେ ବସି ପଡ଼ୁଛନ୍ତି।
ଏ ନେଇ ଜଣେ ବ୍ୟକ୍ତି ଙ୍କୁ ପଚରା ଯାଇ ଥିଲା।ସେ କହି ଥିଲେ କି ମୁଁ ଗଛ ଛାଇ ତଳେ ମୋ ପିଲା ମାନଙ୍କ ସହିତ ଠିଆ ହୋଇଛି।ଓ ସେମାନଙ୍କୁ ବୁଝାଉଚି ଆମ ଜୀବନ ରେ ଗଛ ର ଆବଶ୍ୟକତା କେତେ।
ଆମେ ଗଛ ଲଗାଇଲେ ଭବିଷ୍ୟତ ରେ ଆମର ଭଲ ହେବ।ଆମେ ପ୍ରତିଦିନ ଗଛ ଲଗାଇବା ଉଚିତ।ତେବେ ଆପଣ ମାନେ ମଧ୍ୟ ଏ ନେଇ ସଚେତନ ରୁହନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.