Movie prime

ଏବେବି ସୁରକ୍ଷିତ ଅଛି ମହିୟସୀ ମହିଳା ଇନ୍ଦିରା ଗାନ୍ଧୀଙ୍କ ଶେଷ ସ୍ମୃତି ଦେଖନ୍ତୁ କେମିତି ଥିଲା ସେବେର ମୁହୂର୍ତ୍ତ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଇନ୍ଦିରାଙ୍କର ସକ୍ୟୁରିଟି ଗାର୍ଡ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।
ଯାହା ପରେ ତାଙ୍କର ଘରର ରାସ୍ତା ଉପରେ ହିଁ ସେ ଟଳି ପଡ଼ିଥିଲେ। ଇନ୍ଦିରା ଗାନ୍ଧିଙ୍କ ସାଢ଼ି ଏବେ ବି କଥା କହୁଛି। ସେ ସମୟରେ ଇନ୍ଦିରାଙ୍କ ଦେହରେ ଥିବା ଏ ସାଢ଼ି ଏବେବି ଅନେକ କଥା କହିଦିଏ।
Hh
ଯଦି କେହି ଏହି ସାଢ଼ିକୁ ଟିକେ ନିରିଖି କରି ଦେଖିବେ ତେବେ ଜାଣି ପାରିବେ ଇନ୍ଦିରାଙ୍କ ଦେହର ସବୁ ରକ୍ତ ଏହି ସାଢ଼ିରେ ଲାଗିଛି। ଅବଶ୍ୟ ସମୟର ଅନୁସାରେ ରକ୍ତର ଗାଢ଼ପଣ ଫିକା ପଡିଯାଇଛି।
ହେଲେ ରକ୍ତର ସେହି କସ ଏବେବି ରହିଯାଇଛି। ତେବେ ବନ୍ଧୁଗଣ ୧୯୮୪ ଅକ୍ଟୋବର ୩୧ ଦିନ ସକାଳେ ଯେତେବେଳେ କଂଗ୍ରେସର ର ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଗୁଳି ଚଳାଇବାର ଶବ୍ଦ ଶୁଣିଥିଲେ।
Yy
ତେଣୁ ସେମାନେ ଅନୁଭବ କଲେ ଯେ ନିକଟସ୍ଥ କେହି କେହି ଦୀପାବଳି ଅବସରରେ ବାଣ ଫୁଟାଉଛନ୍ତି। ହେଲେ ସଙ୍ଗେ ସଙ୍ଗେ ସେ ହୃଦୟଙ୍ଗମ କଲେ ଯେ ଏହି ଧ୍ୱନି ବାଣ ଫିଟିବା ଠାରୁ ଭିନ୍ନ ଥିଲା। ବାହାରେ ଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା।
ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧି ଗୁରୁତର ଆହତ ଅବସ୍ଥାରେ ତଳେ ପଡ଼ି ରହିଥିଲେ। ସେ ତୁରନ୍ତ ଏକ ଧଳା ଆମ୍ବାସଡର କାରରେ ଇନ୍ଦିରା ଗାନ୍ଧିଙ୍କୁ ନେଇ ତିନି କିଲୋମିଟର ଦୂରରେ ଥିବା AIIMS ଆଡ଼କୁ ଯାଇଥିଲେ।
Hh
ଏପରିକି AIIMSରେ ପହଞ୍ଚିବା ପୂର୍ବରୁ ଇନ୍ଦିରା ଗାନ୍ଧୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଇନ୍ଦିରା ଶେଷ ମୁହୂର୍ତ୍ତକୁ ଅନୁଭବ କଲା ପରି ଲାଗିଲା। ଘଟଣାର ସକାଳେ ଇନ୍ଦିରା ଗାନ୍ଧି ସ୍କୁଲ ଯିବା ପୂର୍ବରୁ ରାହୁଲ ଓ ପ୍ରିୟଙ୍କାଙ୍କୁ ଚୁମ୍ବନ ଦେଇଥିଲେ।
ପ୍ରିୟଙ୍କା ଅନୁଭବ କଲେ ଯେ ଦାଦି ଆଜି ତାଙ୍କୁ ଅଧିକ କଠିନ ଆଲିଙ୍ଗନ କରିଛନ୍ତି। ଏହା ପରେ ସେ ୧୪ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ କହିଥିଲେ ଯେ ସେ ତାଙ୍କ ମୃତ୍ୟୁରେ କାନ୍ଦିବେ ନାହିଁ କିନ୍ତୁ ଆଗକୁ ଯାଇ ସମସ୍ତଙ୍କ ଯତ୍ନ ନେବେ।