Movie prime

ମୋ ଜେଜେ ମା ଇନ୍ଦିରା ଗାନ୍ଧୀ ଙ୍କୁ ଗୁଳି ମାରିଦେଲେ, ମୁଁ ଦେବେ ଠୁ ସ୍କୁଲ ଗଲିନି, ମତେ ଏତେ ଡର ଲାଗୁଥିଲା ଯେ ମୁଁ ନା ବଦଳେଇ ପଢ଼ୁଥିଲି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୨୪ ରେ ହେବାକୁ ଥିବା ନିର୍ବାଚନ କୁ ନେଇ ଏବେ ମାହୋଲ ଖୁବ୍ ସରଗରମ ଅଛି। ବର୍ତ୍ତମାନ ଚର୍ଚ୍ଚାର ସରଗରମ ଭିତରେ ରହିଛି କଂଗ୍ରେସ ଦଳ।
Special report
ରାହୁଲ ଗାନ୍ଧୀ ଙ୍କ ସମ୍ପର୍କରେ ଏବେ ଗୋଟେ ପରେ ଗୋଟେ କଥା ଦିନକୁ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି। ମୋଦୀ ସରନେମ୍ ମାମଲାରେ ସୁପ୍ରିମ କୋର୍ଟ ର ନିର୍ଦ୍ଦେଶ ପରେ ରାହୁଲ୍ ପୁଣି ଥରେ ତାଙ୍କର ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି।
ସେ ସଂସଦ ଯାଇଥିଲେ ମାତ୍ର ସରକାରୀ ବଙ୍ଗଳା ନେବା ପାଇଁ ସେ ସିଧାସଳଖ ବାରଣ କରି ଦେଇଥିଲେ। ଏହା କହିଛନ୍ତି କି ତାଙ୍କର ସରକାରୀ ବଙ୍ଗଳା ଦରକାର୍ ନାହିଁ ବରଂ ପୂରା ଭାରତବର୍ଷ ହେଉଛି ତାଙ୍କର ଘର।
ରାହୁଲ ଗାନ୍ଧୀ ଙ୍କ ଅକ୍ଟୋବର ମାସରେ ଓଡ଼ିଶା ଗସ୍ତ କୁ ନେଇ ଏବେ ପୁଣି ଥରେ ଖୁବ୍ ଚର୍ଚ୍ଚା ମଧ୍ଯ ଚାଲିଛି। ସେପଟେ ଛତିଶଗଡ଼ ର ନିର୍ବାଚନ ରେ ବିଜେପି ହାରିବା ନେଇ ଦୃଢ଼ ଆତ୍ମବିଶ୍ବାସ ଦେଖାଇଛନ୍ତି ରାହୁଲ ଗାନ୍ଧୀ।
Special report
ରାହୁଲ ଗାନ୍ଧୀ ଙ୍କ ରାଜନୈତିକ ଜୀବନ କୁ ନେଇ ମଧ୍ଯ ଅନେଜ ଚର୍ଚ୍ଚା ହୋଇଥାଏ। ତେବେ ଆପଣ ମାନେ ଜାଣିଥିବେ କି ତାଙ୍କ ପିତା ରାଜୀବ ଗାନ୍ଧୀ ହୋଇଥିବା ବେଳେ ତାଙ୍କର ମାଆ ହେଉଛନ୍ତି ସୋନିଆ ଗାନ୍ଧୀ। ଉଭୟ ହେଉଛନ୍ତି ରାଜନୀତି ର ବିସେଶକ।
ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ଆମ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସୋନିଆ ଗାନ୍ଧୀ ବର୍ତ୍ତମାନ ସମୟରେ ଭାରତରେ ସବୁଠାରୁ ପୁରୁଣା ଦଳ ଭାରତୀୟ ଜାତୀୟ କଂଗ୍ରେସ ର ସଭାପତି।
ଅନ୍ୟପଟେ ରାହୁଲ ଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କିଛି କମ୍ ନୁହଁନ୍ତି। ଏବଂ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ବର୍ତ୍ତମାନ୍ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଖୁବ୍ ପରିଚିତ ଅଟନ୍ତି।
ଏତେ ବଡ଼ ରାଜନୈତିକ ପରିବାର ର ହୋଇ ଥିଲା ମଧ୍ଯ ପିଲା ବେଳୁ ରାଜନୈତିକ ଲୋକ ଲୋଚନ କୁ ଆସି ନଥିଲେ ରାହୁଲ୍। ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ଦିଲ୍ଲୀ ରୁ ଏହାପରେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଙ୍କ ହ-ତ୍ୟା ତାଙ୍କ ବଡି ଗାର୍ଡ ଙ୍କ ଦ୍ବାରା ହୋଇଥିଲା।
ଏହାପରେ ତାଙ୍କୁ ସ୍କୁଲ ବନ୍ଦ କରିବାକୁ ପଡିଥିଲା। ଆଉ ଯେତେବେଳେ ପୁଣି ଠାରେ ଉଚ୍ଚଶିକ୍ଷା ପାଇଁ ସେ ଆମେରିକା ଗଲେ ସେତେବେଳେ ତାଙ୍କ ପିତା ଙ୍କୁ ମଧ୍ୟ ହ-ତ୍ୟା କରାଗଲା। ଏଭଳି ତାଙ୍କର ଅନେକ ସଂଘର୍ଷ ପୂର୍ଣ୍ଣ କାହାଣୀ ଅଛି ଯାହାକି ଆପଣ ଭିଡିଓ ଦେଖିଲେ ସଂପୂର୍ଣ୍ଣ ଭାବରେ ଜାଣି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.