Movie prime

Instagram ରୁ ଆରମ୍ଭ ହୋଇଥିଲା ଏମିତି ପ୍ରେମ ଶେଷରେ ଶେଷ ହେଲା ହ-ତ୍ୟାରେ ଦେଖନ୍ତୁ ଏମିତି କଣ ହେଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଯାହା ସବୁ ଘଟଣା ଘଟୁଛି ତାହା ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
Special Report
ଏହି ଘଟଣା ହେଉଛି ପ୍ରେମ ବିବାହ କରିଥିଲେ ଯୁବକ ଆଉ ଯୁବତୀ କିନ୍ତୁ ଏଭଳି କିଛି ଘଟଣା ଘଟିଲା । ପ୍ରେମିକ ସ୍ବାମୀ ଜଣଙ୍କୁ ପ୍ରେମିକା ଜୀବନରୁ ମାରିଦେଲା । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । 
ଏବେ ତ ଅନଲାଇନ୍ ଯୁଗ ଆଉ ଏହି ଅନଲାଇନ୍ ଯୁଗରେ ଲୋକମାନେ ଅନଲାଇନ୍ ଜରିଆରେ ପ୍ରେମ କରି ବିବାହ କରିଛନ୍ତି । କିଛି ବିବାହ ସବୁଦିନ ପାଇଁ ତିଷ୍ଠି ରହୁଛି ତ ଆଉ କିଛି ପ୍ରେମ ଅଳ୍ପଦିନ ପାରେ ଭାଙ୍ଗି ଯାଉଛି । ଆଉ କେହି କେହି ଭଲପାଇ ବିବାହ କରି ହ-ତ୍ୟା ମଧ୍ୟ କରୁଛନ୍ତି ।
ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରୁ ଭଲପାଇ ବିବାହ କରିଥିଲେ ଆଉ ପରେ ପ୍ରେମିକ ଜଣଙ୍କୁ ହ-ତ୍ୟା କରିଲା ପ୍ରେମିକା । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । 
Special Report
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅନ୍ତର୍ଗତ ରୂପାଲି ଗାଁରେ । ଏହି ଗାଁର ବିଜୟ ନାୟକଙ୍କ ଝିଅ ଦେବସ୍ମିତା ନାୟକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅର୍ନ୍ତଗତ ଡୋବଳ ଗାଁର ସାଗର ବାରିକଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରିଥିଲେ । ସେମାନେ ଗତ ୪ ମାସ ତଳେ ବିବାହ କରିଥିଲେ ।
ସେମାନେ କିଛିଦିନ ବାଲେଶ୍ଵରରେ ରହୁଥିଲେ । ଆଉ ଏହାପରେ ସେମାନେ ସେଠାରୁ ଆସି ଦେବସ୍ମିତାଙ୍କ ଗାଁ ରୂପାଲିରେ ରହୁଥିଲେ । ଏବେ ଖବର ଆସିଛି କି ସାଗର ବାରିକଙ୍କୁ ହ-ତ୍ୟା କରି ପୋଡ଼ି ଦିଆଯାଇଛି । ଏବେ ଏନେଇ ତଦନ୍ତ କରାଯାଉଛି ।
ପୋଲିସ ଥାନାରେ ସାଗରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହିନ୍ଦୋଳ ଥାନାରେ ଅଭିଯୋଗ କରିବା ପରେ ଏବେ ପୋଲିସ ଏହି ଘଟଣାର ତଦନ୍ତ କରି ବିଜୟ ନାୟକ ଏବଂ ତାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଆଉ ଦେବସ୍ମିତାଙ୍କର କିଛି ଖବର ମିଳିନାହିଁ । ସେ ଫେରାର ଅଛନ୍ତି ବୋଲି ଜଣାପଡିଛି ।
ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଦୋଷୀକୁ ଦଣ୍ଡ ଦେବା ପାଇଁ ସାଗରଙ୍କ ପରିବାର ଲୋକେ ଦାବି କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତଦନ୍ତ ପରେ ହ-ତ୍ୟାର କାରଣ କଣ ଜଣାପଡ଼ିବ ।