Movie prime

ଇରାନୀ ଙ୍କ ମୋବାଇଲ ରେ ଅଛି ବହୁତ୍ ନାମୀ ଦାମୀ ଲୋକ ଙ୍କ ସହ କରିଥିବା ସମ୍ପର୍କ ର ଭିଡିଓ, ସତ ବାହାରକୁ ଆସିଲେ ଫସିବେ ବଡ଼ ବଡ଼ ନେତା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ହନି ଟ୍ରାପ ର ମୁଖ୍ୟ ନାୟିକା ଇରାନୀ ଙ୍କ ଦିନକ ପରେ ଦିନେ ଗୁମର ଖୋଲିବାକୁ ଲାଗିଛି। ଆଉ ଏବେ ତାଙ୍କ ସମ୍ପର୍କରେ ଚାରିଆଡ଼େ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
Special report
ଆଉ ତାଙ୍କର ସ୍ୱାମୀ ଏବେ ସବୁ ସତର ଖୁଲାସା କରିବେ। ଏବେ ପୋଲିସ ଙ୍କ ଆଖି ସାମ୍ନାରୁ ବର୍ତ୍ତି ପାରିବେ ନାହିଁ ଏହି ବ୍ଲାକ ମେଲର ଦମ୍ପତି। ଅର୍ଚ୍ଚନା ଙ୍କ ପରେ ଏବେ ଚାରିଆଡ଼େ ଇରାନୀ ଙ୍କ ସମ୍ପର୍କରେ ଚର୍ଚ୍ଚା ହେଉଛି।
ବଡ ବଡ ଡ଼ାକ୍ତର ଙ୍କ ଠାରୁ ଆରମ୍ଭ କରି ଇଞ୍ଜିନିୟର, ବ୍ୟବସାୟୀ ନିଜ ପ୍ରେମ ଜଳରେ ଫସାଇ ଦେଉଥିଲେ। ଆଉ ଏହାପରେ ସେ ଏଥିରେ ମାଲେମାଲ ହୋଇ ଯାଉଥିଲେ।
ଏହାପରେ ସେ ଫେସବୁକ୍ ରୁ ବନ୍ଧୁତା କରି ବେଡ ରୁମ୍ କୁ ନିମନ୍ତ୍ରଣ କରୁଥିଲେ ଇରାନୀ। ସେମାନଙ୍କୁ ନିଜ ବେଡ଼ରୁମ କୁ ଡାକିବା ପରେ ସେମାନଙ୍କ ଭିଡିଓ ମଧ୍ଯ ସୁଟିଂ କରୁଥିଲେ। ଆଉ ସେହି ଭିଡିଓ କୁ ଦେଖାଇ ସେ ଲୋକ ମାନଙ୍କୁ କରୁଥିଲେ ବ୍ଲାକ ମେଲିଂ।
Special report
ମାତ୍ର ଏବେ ତାଙ୍କର ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି। ଆଉ ଏବେ ତାଙ୍କର ଅଭିଯୋଗ ର ତାଲିକା ମଧ୍ୟ ଲମ୍ବିବା ରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ରିମାଣ୍ଡ ରେ ଯାଇ ପାରନ୍ତି ଇରାନୀ ପାତ୍ର ଓ ତାଙ୍କର ସ୍ଵାମୀ ନିଶିକାନ୍ତ ପାତ୍ର।
ଆଜି ତାଙ୍କର ଏହି ଚାରି ଦିନିଆ ରିମାଣ୍ଡ ପାଇଁ କୋର୍ଟ ରେ ମଧ୍ୟ ଆବେଦନ କରିବ ପୋଲିସ୍। ଅଧିକ ଅନୁସନ୍ଧାନ ପାଇଁ ଦୁହିଁଙ୍କ ମୋବାଇଲ କୁ ମଧ୍ୟ ଫରେନ୍ସିଂ ଲ୍ୟାବ କୁ ପଠା ଯିବ।
ଇରାନୀ ତାଙ୍କ ମୋବାଇଲ ରେ ଥିବା ସବୁ ଚାର୍ଟ ଓ ତଥ୍ଯ କୁ ମଧ୍ଯ ଡିଲେଟ କରି ଦେଇଛି। ଆଉ ସେ ସବୁ କୁ ଏବେ ରିକଭରୀ କରିବା ପାଇଁ ମଧ୍ୟ ପ୍ରୟାସ ଚାଲିଛି। ସେପଟେ ଇରାନୀ ଙ୍କ ଗାଙ୍ଗ ରେ ମଧ୍ଯ ଗୋଟେ ପରେ ଗୋଟେ ଅଭିଯୋଗ ବଢ଼ିବାକୁ ଲାଗିଛି।
ଜଣକ ପରେ ଜଣେ ଆସି ଏବେ ତାଙ୍କ ନାମରେ ଅଭିଯୋଗ କରୁଛନ୍ତି। ଏବେ ଦେଖିବା ବାକି ରହିଲା କି ତାଙ୍କ ନେଇ କେଉଁ ନୁଆ ନୁଆ ତଥ୍ୟ ସାମ୍ନା କୁ ଆସୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.