Movie prime

ଇରାନୀଙ୍କ ପାଖରେ ରାତି କାଟୁଥିଲେ ଏହି ନେତା ! ଦେଖନ୍ତୁ ଏବେ ଏବେ ଆସିଲା ଚାଞ୍ଚଲ୍ୟକର ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଇରାନୀ ପାତ୍ର ନାମଟି ଏବେ ବହୁତ ଚର୍ଚ୍ଚାରେ ଆସିଲାଣି। ଅର୍ଚ୍ଚନାର ନାଗଫାସ ପରେ ବହୁରୁପୀ ଇରାନୀ କୁ ନେଇ ଚାରିଆଡେ ଏବେ ଚର୍ଚ୍ଚା।
Special report
ନୀରିହ ଚେହେରାର ମୁଖା ପିନ୍ଧି ସୋସିଆଲ ମିଡିଆରେ ରୁପ ବଦଳାଉଥିବା ଇରାନୀର ଅସଲ ଚେହେରା ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ହନିଟ୍ରାପ କୁଇନ ଇରାନୀଙ୍କ ଚେର ଲମ୍ବିବାରେ ଲାଗିଛି। ଯାହାକି ନେତା ମନ୍ତ୍ରୀ ଆଡ଼କୁ ମଧ୍ୟ କଥା ଗଲାଣି। 
ଅର୍ଚ୍ଚନା ଙ୍କ ଭଳି ଇରାନୀ ମଧ୍ୟ ନେତା ମନ୍ତ୍ରୀ ଙ୍କୁ ହାତରେ ରଖିଥିଲେ। ରାତିକୁ ରଙ୍ଗିନ କରୁଥିଲେ ଇରାନୀଙ୍କ ପାଖରେ ଆସି ଏହି ନେତା। ଆଉ ଅସୁବିଧାରେ ସାହାଯ୍ୟ କରୁଥିଲେ ଏହି ନେତା ଜଣକ। ଲୋକଙ୍କୁ ନେତାଙ୍କ ନାମ କହି ଲୋକଙ୍କୁ ଡରାଉ ଥିଲେ ଇରାନି।
Special report
ତେବେ ବନ୍ଧୁଗଣ ହନିଟ୍ରାପ ଇରାନି ଙ୍କ ସାମ୍ରାଜ୍ୟ କେମିତି ଥିଲା ତାହା ଏବେ ସାମ୍ନାକୁ ଆସୁଛି। ପ୍ରଥମେ ବିଜନେସ ମ୍ୟାନ ଆଉ ଏବେ ନେତାଙ୍କ ସହ ଲିଙ୍କ୍ ଥିବା ଜାଣିବାକୁ ମିଳିଛି। 
ତେବେ ସେହି ନେତା ଜଣକ କିଏ? ଯିଏ ରାତିରେ ଇରାନିଙ୍କ ପାଖକୁ ଆସିଛନ୍ତି। ଯାହାଙ୍କ ନାମ ନେଇ ଇରାନୀ ଲୋକଙ୍କୁ ଡରାଉଥିଲେ। ଯାହାକୁ ଖୋଜିବା ପାଇଁ ତଦନ୍ତ ଚଳାଇଛି ପୋଲିସ।
Special report
ସେପଟେ ଦେଖିବାକୁ ଗଲେ ଇରାନୀଙ୍କ ଆଉ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଉକ୍ତ ଅଭିଯୁକ୍ତ ର ନାମ ହେଉଛି ଦେବାନନ୍ଦ ଜେନା। ଜଣେ ଠିକାଦାର ସୌଭାଗ୍ୟଙ୍କ ଅଭିଯୋଗ କ୍ରମେ ତମାଣ୍ଡୋ ପୋଲିସ ଦେବନନ୍ଦଙ୍କୁ ଉଠାଇ ନେଇଛି। 
ସୌଭାଗ୍ୟଙ୍କ ସ୍ତ୍ରୀଙ୍କୁ ଏମ୍ସ ରେ ଚାକିରୀ ଦେବେ କହି ଇରାନୀ ଗ୍ୟାଙ୍ଗ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ହେଲେ ଚାକିରି କଥା କହିବାରୁ ମିଛ ମାମଲାରେ ଥାନାରେ ପୁରାଇଦେବେ ବୋଲି କହି ଧମକ ମଧ୍ୟ ଦେଇଥିଲେ।
ତେବେ ଏହି ଠକେଇ ର ସମୃକ୍ତ ଦେବାନନ୍ଦ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।ତେବେ ଇରାନୀର ହନିଟ୍ରାପରେ ଫସି ଲୋକଲଜ୍ଜା ଭୟରେ ଥାନାକୁ ଆସିପାରୁନଥିବା ଲୋକମାନେ ଏବେ ଧିରେ ଧିରେ ଥାନାକୁ ଆସିଲେଣି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.