Movie prime

ବିବାହ ବେଳେ ଜାତି ଦେଖିବା କଣ ଠିକ୍ !! ଜାଣନ୍ତୁ ଏହାର ସମ୍ପୂର୍ଣ ସତ କଣ ଅଟେ

 
Th
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ବିବାହକୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । ପିତାମାତା ତାଙ୍କ ଝିଅ ହୁଅନ୍ତୁ ବା ପୁଅକୁ ନିଜ ଜାତିରେ ବିବାହ କରାନ୍ତି ।
ନିଜ ଜାତିରେ ବିବାହ କରିବାର ଯଥାର୍ଥତା କଣ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସାଧାରଣତଃ ଆମେ ଯେତେବେଳେ ୫୦ ବର୍ଷ ତଳକୁ ଯିବା ଗୋଟିଏ ପରିବାରର ଗୋଟିଏ କାମ ହୋଇଥାଏ ଯେମିତିକି ଗୋଟିଏ ପରିବାରରେ ତେଲ ବାହାର କରା ଯାଇଥାଏ ।
Gh
ଆଉ ଝିଅଟିଏ ସେହି ପରିବାରର ସେହି କାମ ଶିଖିଥାଏ । ଆଉ ସେ ସେହି ଜାତିରେ ବିବାହ କରିଲେ ସେମାନେ ସେହି କାମ ଜାଣିଥିବେ । ଆଉ ସେହି ଘରକୁ ଯାଇ ଅତି ସହଜରେ ମ୍ୟାନେଜ କରିବା ନିଜ ଜାତିରେ ବିବାହ କରିବାର ଫାଇଦା ।
ଆଉ ଏବେ ଏହି ଜାତି ପ୍ରଥା ଦେଖି କେହି ବିବାହ କରୁନାହାନ୍ତି । ଏବେ ଲୋକମାନେ ଅନ୍ୟ ଜାତିରେ ବିବାହ କରୁଛନ୍ତି । ଏବେ ଲୋକମାନେ ଜାତି ନୁହେଁ ବରଂ ସେମାନେ ନିଜ ଯୋଗ୍ୟତା ଆଉ ଯାହାକୁ ବାହା ହେବେ ସେ କଣ କରୁଛି ଆଉ ତାର ଯୋଗ୍ୟତା ଦେଖି ଭଲ ପାଉଛନ୍ତି ।
ଆଉ ତାଙ୍କୁ ବିବାହ କରୁଛନ୍ତି । ଏବେ ସମାଜରେ ଜାତି କହିଲେ ଲୋକମାନେ ଏଇଟା ଵୁଝୁଛନ୍ତି । ଭାଗବତ ଗୀତରେ ଜାତି ପ୍ରଥାକୁ ନେଇ କିଛି ନାହିଁ । ଗୁଣ ଆଉ କର୍ମକୁ ନେଇ ଜାତି ଭେଦ କରାଯାଇଥିଲା । ଏହି ଚାରି ଜାତି ହେଉଛନ୍ତି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୁଦ୍ର ।
Hh
ବ୍ୟକ୍ତିର ବ୍ୟବହାର ଆଉ ଗୁଣ ଦେଖି ଜାତି ଭେଦ କରାଯାଇଛି । ଜାତି ଠାରୁ ପୁଅ ଝିଅଙ୍କ ବ୍ୟବହାର ଆଉ ତାଙ୍କ ଗୁଣକୁ ନେଇ ଦେଖିବା ଉଚିତ୍ । ପୁଅ ଆଉ ଝିଅ ସମାନ ହେବା ଦରକାର ତାଙ୍କର ମାଇଣ୍ଡ ମିଶିବା ଦରକାର ।
ବିବାହ ପୂର୍ବରୁ ଜାତକ ମିଶାଇବା ଉଚିତ୍ । ଏହା ନିତାନ୍ତ ଆବଶ୍ୟକ ଅଟେ । ଜାତକ ହିସାବରେ ମାଇଣ୍ଡ ସେଟ୍ କେମିତି ରହିବ ଆଉ ଆଗକୁ ନେଇ କଣ କରିବେ ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇଁ ଜାତକ ମିଶାଇବା ଉଚିତ୍ । ପିତାମାତା ଜାତିରେ ବିବାହ ଦେବାକୁ ଚାହିଁ ଥାଆନ୍ତି ।
ସମାଜରେ ଅନେକ ଜାତିଭେଦ ଏବେ ମଧ୍ୟ ଅଛି । ଜାତି ମିଶାଇବା ପୂର୍ବରୁ ପୁଅ ଆଉ ଝିଅର ମାଇଣ୍ଡ ସେଟ୍ ଗୋଟିଏ ପ୍ରକାରର ଅଛି ନା ନାହିଁ ଦେଖିବା କଥା । ଆଉ ସେମାନେ ଭଲରେ ରହିବେ କି ନାହିଁ ସେହି ସବୁ କଥା ଭାବି ବିବାହ କରିବା ଉଚିତ୍ ।