Movie prime

ବିଲେଇ ରାସ୍ତା କାଟିଲେ ଶୁଭ ନା ଅଶୁଭ ଜାଣନ୍ତୁ ସମ୍ପୁର୍ଣ୍ଣ ସତ ଅନେକ ଲୋକ ରୁହନ୍ତି ଏହି ଭୁଲ ଧାରଣାରେ

 
Cgg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନେକ ସମୟରେ ଆମେମାନେ ବିଲେଇ ରାସ୍ତା କାଟିବାକୁ ଅଶୁଭ ବୋଲି ବିବେଚନା କରିଥାଉ। କିନ୍ତୁଏହା ଶୁଭ ଏବଂ ଅଶୁଭ ଉଭୟ ସଙ୍କେତ ଦେଇଥାନ୍ତି। ତେବେ ଏହା ଉପରେ ଜ୍ୟୋତିଷ ଶାସ୍ତ୍ର ସ୍ୱତନ୍ତ୍ର ମତ ଦେଇଥାଏ।
ବିଲେଇ ରାସ୍ତା କାଟିବା ଦ୍ୱାରା ଅଶୁଭ ସଙ୍କେତ ମିଳିଥାଏ ବା ଆଗକୁ କିଛି ଖରାପ ହେବାର ଅଛି ବୋଲି ସୂଚାଇ ଥାଏ। ଯେଉଁଥିପାଇଁ ରାସ୍ତାରେ ଯାଉଥିବା ଲୋକଟି ସେଇଠି ଅଟକିଯାଏ ବା ଦି ପାଦେ ପଛକୁ ଫେରିଯାଏ। ନହେଲେ କିଛି ସମୟ ଅପେକ୍ଷା କରେ। 
Fg
ବିଲେଇମାନେ ଘରକୁ ନକାରାତ୍ମକ ଶକ୍ତି ଆଣିଥାନ୍ତି। ଏହାକୁ ଘରେ ରଖିବା ଶୁଭ ନୁହେଁ। ଯଦି ବିଲେଇ ବାମରୁ ଡାହାଣକୁ ଯାଏ, ତେବେ ଏହା ଏକ ଖରାପ ସଙ୍କେତ ଦେଇଥାଏ। ଯଦି ବିଲେଇ ଡାହାଣରୁ ବାମକୁ ଯାଏ ତେବେ ତାହାକୁ ଶୁଭ ବୋଲି ବିବେଚନା କରାଯାଏ।
ବିଲେଇର କାନ୍ଦିବା ମଧ୍ୟ ଅଶୁଭ ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଯଦି ବିଲେଇ ଘରେ ରଖାଯାଇଥିବା ଖାଦ୍ୟକୁ ନଷ୍ଟ କରେ, ତେବେ ଏହାକୁ ଫିଙ୍ଗି ଦିଆଯାଏ। 
ଏହାକୁ କିଛି ଲୋକ ଭ୍ରମ ବା ଅନ୍ଧବିଶ୍ୱାସ ବୋଲି ଭାବୁଥିବା ବେଳେ କିଛି ଲୋକ ଏହାକୁୁ ସତର୍କତା ଭାବରେ ବିଶ୍ୱାସ କରନ୍ତି। ପୁରାତନ କାଳରେ ଯେତେବେଳେ ଲୋକମାନେ ଜଙ୍ଗଲ ଦେଇ ଯାଉଥିଲେ। ସେହି ସମୟରେ ଯଦି ବିଲେଇ ତା’ର ରାସ୍ତା କାଟେ,
Gg
ତେବେ ସେଥିରୁ ଅନୁମାନ କରାଯାଏ ଯେ ଆଗକୁ ବିପଦ ରହିଛି। କେହି ହିଂସ୍ର ଜନ୍ତୁ ଜଗି ରହିଛି। ଏହି କାରଣରୁ ଲୋକମାନେ ସତର୍କ ହୋଇଯାଆନ୍ତି ଏବଂ ରାସ୍ତା ପରିବର୍ତ୍ତନ କରନ୍ତି। ବିଲେଇ ରାତିରେ ଶିକାର କରିଥାଏ। 
ତେଣୁ ସେମାନଙ୍କ ଆଖି ରାତିରେ ଭୟଭୀତ ଦେଖାଯାଏ। ତେଣୁ ରାତିରେ ବିଲେଇର ଆଖି ଦେଖି ଲୋକେ ଭୟଭୀତ ହୋଇପଡନ୍ତି। ଭୟଭୀତ ଅବସ୍ଥାରେ ଲୋକ କିଛି ଭୁଲ କାର୍ଯ୍ୟ କରି ବସେ ବା ଭୁଲ ବାଟ ବାଛିଥାଏ ।
ତେଣୁ ସେହି ସମୟରେ ଲୋକମାନେ ନିଜକୁ ଶାନ୍ତ କରିବା ପାଇଁ ବା ନିଜ ସହ ଥିବା ପଶୁକୁ ଶାନ୍ତ କରିବା ପାଇଁ କିଛି ସମୟ ପାଇଁ ଅଟକି ଯାଆନ୍ତି। ପରେ ଏହାକୁ ଅନ୍ଧବିଶ୍ୱାସ ସହିତ ସଂଯୋଗ କରି ଅଶୁଭ ବୋଲି ବିବେଚନା କରାଗଲା ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.