Movie prime

ନବୀନ ବାବୁ ଙ୍କ ବ୍ରେନ୍ କୁ ବୁଝିବା ଅସମ୍ଭବ..ଦେଖନ୍ତୁ କଣ ପାଇଁ ଏମିତି କହିଲେ ଯୁବକ..

 
Yu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଭାରତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ବ୍ୟକ୍ତିତ୍ଵ ତାଙ୍କର ବ୍ରେନ୍ ଷ୍ଟଡି କରିବା ଅସମ୍ଭବ ବୋଲି ବିଜେଡି ଦଳ ର ପୂର୍ବ spokes person ସତ୍ୟଜିତ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ କାହାର ବ୍ରେନ୍ ରେ କଣ ଅଛି ତାହା ଗୋଟିଏ ଧାଡ଼ି ରେ କହି ହୋଇଯିବ।ରାଜନେତା ମାନେ କଣ ଭାବୁଛନ୍ତି,ଆଉ କଣ ଚାହୁଁଛନ୍ତି ତାହା ମଧ୍ୟ କହି ହୋଇଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଣ ଭାବୁଛନ୍ତି ତାହା ମଧ୍ୟ କହି ହୋଇଯିବ।
Bb
କାରଣ ସବୁଠାରୁ ସରଳ ଉପାୟ ଟି ହେଉଛି ତାଙ୍କ ପରି କିଛି ଲୋକମାନେ ଅଛନ୍ତି।ପୂର୍ବରୁ ମଧ୍ୟ ଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ସରଳ।କିନ୍ତୁ ଯେତେବେଳେ ରାଜନୀତିକ ଲୋକମାନଙ୍କ ସହିତ ଡିଲ କରନ୍ତି ସେତେବେଳେ ତାଙ୍କ ବ୍ରେନ୍ କୁ ଷ୍ଟଡି କରିବା ଭାରି କଷ୍ଟ।
ଦୀର୍ଘ ୨୫ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କାମ କରିଛନ୍ତି।ସବୁ ମିଟିଂ ରେ ସମସ୍ତେ ଭାଷଣ ଦେଉଥିବେ ମାଇକ ଠିକ୍ ଥିବ କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେବେ ମାଇକ ରେ ଠିକ୍ ଶୁଣା ଯାଇ ନଥାଏ ବୋଲି ସେ କହିଛନ୍ତି।ଏହା ଦେଖି ମାଇକ ବାଲା ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।
Bn
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କେୟାର କରନ୍ତି ନାହିଁ।ନବୀନ ପଟ୍ଟନାୟକ ତାଙ୍କ ଚାରିପଟେ ପଜିଟିଭ ଚିନ୍ତାଧାରା ସୃଷ୍ଟି କରିଛନ୍ତି ସେଥିପାଇଁ ସେ ନିରବ ରହିଲେ ମଧ୍ୟ ବହୁତ କିଛି କଥା କହି ହୋଇଯାଏ।
ତେଣୁ ସେ କାହାକୁ ଗୁଜବ କହୁଛନ୍ତି,କାହାକୁ ମିଛ କଥା କହୁଛନ୍ତି ତାହା ବର୍ତମାନ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.