Movie prime

କହୁଥିଲା ସଲମାନ୍ ଙ୍କୁ ଜୀବନରୁ ମା-ରି-ଦେବି..ଆଜି ତାକୁ କିଏ ଗୁ-ଳି କରି ମା-ରି-ଦେଲା..

 
Hy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଏଭଳି ଖବର ସମ୍ପର୍କରେ ଚର୍ଚ୍ଚା ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ସଲମାନ୍ ଖାନ ଙ୍କ ଘର ବାହାରେ ଫାୟାରିଂ ର ଆରୋପି ମାନଙ୍କ ମଧ୍ୟରୁ ଜଣେ ଆ-ତ୍ମ-ହ-ତ୍ୟା କରି ଦେଇଛି।
ପୋଲିସ ମଧ୍ୟ ଏହା କହିଛି କି ଡାକ୍ତରଖାନା ରେ ପୋଲିସ ତାକୁ ମୃ-ତ ବୋଲି ମଧ୍ୟ ଘୋଷଣା କରି ସାରିଛି। ତାଙ୍କ ନାଁ ମଧ୍ଯ ଆଉ ଏକ ସେଲିବ୍ରିଟି ଙ୍କୁ ମାରିବା ସହ ଜଡ଼ିତ,
Bh
ସେ ଆଉ କେହି ନୁହଁନ୍ତି ସିନ୍ଧୁ ମୁସେୱାଲା ଙ୍କ ହ-ତ୍ୟା ର ମାଷ୍ଟର ମାଇଣ୍ଡ ଭାବରେ ବେଶ ଜଣାଶୁଣା ଗୋଲ୍ଡି ବାରାଡ୍।ଗୋଲ୍ଡି ବାରାଡ୍ ମଧ୍ୟ ସଲମାନ୍ ଖାନ ଙ୍କୁ ଧମକ ଦେଇଥିଲେ। ଏବେ ତାଙ୍କର ହ-ତ୍ୟା ସମର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଏହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି କି ଆମେରିକା ରେ ଗୋଲ୍ଡି ବାରାଡ୍ ଙ୍କୁ ହ-ତ୍ୟା କରାଯାଇଅଛି ବୋଲି। ଏହା ଏକ ପୋଷ୍ଟ ଦ୍ବାରା ମଧ୍ୟ ଜଣା ପଡ଼ିଛି।
ଗୋଲ୍ଡି ବାରାଡ୍ ଙ୍କୁ ମଧ୍ୟ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଅଛି। ସିନ୍ଧୁ ମୁସେୱାଲା ହ-ତ୍ୟା-କା-ଣ୍ଡ ର ମାଷ୍ଟର ମାଇଣ୍ଡ ଥିଲେ ଗୋଲ୍ଡି ବାରାଡ୍। ଏଭଳି ସଲମାନ୍ ଖାନ ଙ୍କ ଫ୍ୟାନ ମାନେ ମଧ୍ୟ ଗୋଲ୍ଡି
Hh
ବାରାଡ୍ ଙ୍କ ହ-ତ୍ୟା ଖବର ଶୁଣିବା ପରେ ଅନେକ କିଛି କହିଥିଲେ। ସେ କହିଥିଲେ କି ସଲମାନ୍ ଖାନ ଙ୍କ ସାମ୍ନାରେ ସବୁବେଳେ ନଇଁ କି ରହିବାକୁ ପଡ଼ିବ। ଆଉ ସଲମାନ୍ ଖାନ ଙ୍କୁ ଧମକ ଦେବା ଏବେ ତାଙ୍କୁ ମହଙ୍ଗା ପଡି ଯାଇଛି।
କେହି କେହି କହିଛନ୍ତି କି ଗୋଲ୍ଡି ବାରାଡ୍ ସବୁ ଲୋକ ମାନଙ୍କ ଦାୟିତ୍ଵ ନେଉଥିଲା ଆଉ ଆଜିବି ତାର ଦାୟିତ୍ଵ କିଏ ନେଇ ଯାଇଛି। ସେଥିପାଇଁ ସମସ୍ତ କର୍ମର ଫଳ ନିଶ୍ଚିତ ଭାବରେ ମିଳିଥାଏ।
ଏଭଳି ଗୋଲ୍ଡି ବାରାଡ୍ ଙ୍କୁ ନେଇ ଏବେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.