Movie prime

ସଲମାନ୍ ଙ୍କୁ ଜୀବନ ରୁ ମା-ରି ଦେଇଥାନ୍ତେ ଏଇ ଦୁଇଟା ଟୋକା...ନିଜେ ମୁଖ୍ୟମନ୍ତ୍ରୀ ପୋ-ଲି-ସ କୁ ସେଟ୍ କରି କଲେ ଏମିତି ରକ୍ଷା..

 
Vv
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସଲମାନ୍ ଖାନ୍ ଙ୍କୁ ଭଲ ଭାବେ ଜାଣି ଥିବେ।ବଲିଉଡ ରେ ଜଣେ ପ୍ରସିଦ୍ଧ ସୁପରଷ୍ଟାର କହିଲେ କିଛି ଭୁଲ ହେବ ନାହିଁ।ସେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି।
ଲୋକ ମାନେ ତାଙ୍କ ଅଭିନୀତ ଫିଲ୍ମ କୁ ଖୁବ୍ ପସନ୍ଦ କରନ୍ତି।ତାଙ୍କୁ ଦେଖିବା ପାଇଁ ତାଙ୍କ ଘର ଆଗରେ ଭିଡ ଜମାଇ ଥାଆନ୍ତି।ହେଲେ ବର୍ତ୍ତମାନ ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଯାଇଛି।ଯାହାକୁ କେହି ବି ଭୁଲି ପାରିବେ ନାହିଁ।
Vg
ସୂଚନା ଅନୁସାରେ ଗତ କିଛି ଦିନ ହେବ ସଲମାନ୍ ଖାନ୍ ଙ୍କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଲୋକ ତାଙ୍କ ଘର ଉପର କୁ ଗୁଳି ଚାଳନା କରିଥିଲେ।ଏହା ପର ଠାରୁ ଚର୍ଚ୍ଚା ବଢିବାରେ ଲାଗିଛି।ତାଙ୍କ ଘର ର କାନ୍ଥ ରେ ଗୁଳି ଚାଳନା କରିଥିଲେ।
ତେବେ ସେହି ଅଭିଯୁକ୍ତ ମାନଙ୍କ ବିଷୟ ରେ ଏକ ବଡ ଖବର ସାମ୍ନା କୁ ଆସିଛି।ସେହି ଅଭିଯୁକ୍ତ ମାନଙ୍କୁ ପୋଲିସ ଦିନ ରାତି ଏକ କରି ଖୋଜି ଚାଲି ଥିଲା।ଏବେ ସେହି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଛି।
ସେମାନେ ଭୋର ସମୟ ରେ ସଲମାନ୍ ଖାନ୍ ଙ୍କ ଘର ଉପରକୁ ଗୁଳି ଚାଳନା କରି ସେଠାରୁ ଫେରାର ହୋଇ ଯାଇ ଥିଲେ।ଏହା ପରେ ପୋଲିସ ସେମାନଙ୍କୁ ଗୁଜୁରାଟ ରାଜ୍ୟ ରୁ ଗିରଫ କରି ଥିଲା।ମୁମ୍ବାଇ ପୋଲିସ ମାନେ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ବହୁ ପରିଶ୍ରମ କରିଛନ୍ତି।
Fg
ଶେଷ ରେ ସେମାନେ ସଫଳ ହୋଇଛନ୍ତି।ତେବେ ଏ ନେଇ ଗତ କାଲି ମୁମ୍ବାଇ ମୁଖ୍ୟ ମନ୍ତ୍ରୀ ସଲମାନ୍ ଖାନ୍ ଙ୍କ ଘର କୁ ତାଙ୍କୁ ଦେଖା କରିବା ପାଇଁ ଆସି ଥିଲେ।ଏବଂ ତାଙ୍କୁ କହିଥିଲେ କି ମୁମ୍ବାଇ ରେ ଏଭଳି ଅନ୍ୟାୟ କୁ କେବେ ବି ସହ୍ୟ କରା ଯିବ ନାହିଁ।
ସେହି ଅଭିଯୁକ୍ତ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯିବ।ତେବେ ସେହି ଅଭିଯୁକ୍ତ ମାନେ ବିହାର ର ବୋଲି ଏବେ ଶୁଣା ଯାଉଚି।ସେମାନେ ସଲମାନ୍ ଖାନ୍ ଙ୍କ ଘର ଉପରୁ ବୋମା ମାଡ଼ କରି ଫେରାର ହୋଇ ଯାଇ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.