Movie prime

ଦେଖନ୍ତୁ ଇତିହାସରେ ପ୍ରଥମ ଏକାଥରେ ଜଳିଲା ୨୪ ଲକ୍ଷ ଦୀପ ଧରିଲେ ଗିନିଜ ବୁକ୍ ରେକର୍ଡ ଇତିହାସ ରଚିଲା ଅଯୋଧ୍ୟା ଧାମ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଦେଶ, ବିଦେଶ ଏବଂ ସବୁ ଅଞ୍ଚଳର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଯୋଧ୍ୟା ବିଷୟରେ ଜାଣିପାରିବେ ।
Special report
ଅଯୋଧ୍ୟା ଅଞ୍ଚଳର ଘଟଣାକୁ ନେଇ ଏବେ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।ଅଯୋଧ୍ୟାର ଏକାବନ ଘାଟରେ ଦୀପ ଲାଗିବାକୁ ନେଇ ଖବର ଆସିଛି । 
ଅଯୋଧ୍ୟାର ଏକାବନ ଘାଟରେ ୨୪ ଲକ୍ଷ ଦୀପ ଲାଗିଛି । ଆଉ ଏବେ ଏହି ଖବରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ସହ ଏହି ଖବର ଏବେ ଗିନିଜ ବୁକ୍ ରେକର୍ଡ ହୋଇଛି । ଏବେ ଏହି ଖବରକୁ ନେଇ ଉତ୍ତରପ୍ରଦେଶ ସରକାର ସାମ୍ନାକୁ ଆସିବା ସହ ଚର୍ଚ୍ଚାରେ ଅଛନ୍ତି ।
Special report
ପୂର୍ବ ବର୍ଷ ଏକାବନ ଘାଟରେ ୧୫ ଲକ୍ଷ ୭୬ ହଜାର ଦୀପ ଲାଗିଥିଲା ଆଉ ଚଳିତ ବର୍ଷ ୨୪ ଲକ୍ଷ ଦୀପ ଜଳିଛି ।ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମି ହେଉଛି ଅଯୋଧ୍ୟା । ସେଠାରେ ଆୟୋଜିତ ହୋଇଛି ଭବ୍ୟ ଦୀପ ଉତ୍ସବ କାର୍ଯ୍ୟକ୍ରମ ।
ମନରୁ ନ ଲିଭିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଯୋଧ୍ୟା ନଗରୀ ଉଠୁଛି ପଡୁଛି । ଏଠାରେ ଜଳୁଛି ୨୪ ଲକ୍ଷ ଦୀପ । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଦୀପ ଉତ୍ସବକୁ ଅଧିକ ମନୋରମ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।
Special report
ଏଠାରେ ସ୍ଵତନ୍ତ୍ର କାର୍ଯ୍ୟର ପରିବେଷଣ କରାଯାଉଛି । ରାଜ୍ୟର ଅନେକ ଲୋକ ଏଠାକୁ ଆସିଥାନ୍ତି । ଆଉ ଏବେ ଏହି ଦୀପ ଉତ୍ସବ ପାଇଁ ଉତ୍ତରପ୍ରଦେଶ ସରକାର ଗିନିଜ ବୁକରେ ସ୍ଥାନ ପାଇଛନ୍ତି । ଏଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ବିଷୟରେ ଅନେକ କଥା ଜାଣିବାକୁ ମିଳିଥାଏ ।
ପ୍ରଭୁ ରାମଚନ୍ଦ୍ରଙ୍କ ବାଲ୍ୟ ଅବସ୍ଥାରୁ ବନବାସ , ବନବାସ ରୁ ଲେଉଟାଣି ପର୍ଯ୍ୟନ୍ତର କଥାକୁ ପ୍ରଜ୍ଞାପନ ମେଢ଼ ଏବଂ ରାମଲୀଳାରେ ଉପସ୍ଥାପନ କରାଯାଇଛି । ଏହାସହ ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ବାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଉତ୍ତରପ୍ରଦେଶ ରାଜ୍ୟର ଅଯୋଧ୍ୟାରେ ଦୀପ ଉତ୍ସବକୁ ନେଇ ଏବେ ଗିନିଜ ବୁକରେ ସ୍ଥାନ ପାଇବା ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିଲେ ।