Movie prime

ଐତିହାସିକ ମିଶନରେ ଇତିହାସ ରଚିଲା ଭାରତ ଦେଖନ୍ତୁ ଏମିତି ଭାବରେ ସୂର୍ଯ୍ୟରେ ନାଁ ଲେଖିଲା ଭାରତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ଅନେକ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି
Special Report
ଯାହା ଆମ ଦେଶ ପାଇଁ ଗର୍ବ ଆଉ ଗୌରବର ବିଷୟ ଅଟେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ସେହି ବିଷୟରେ ଜାଣିପାରିବେ । ପୂର୍ବରୁ ଚନ୍ଦ୍ରଯାନ ଦୁଇଥର ଚନ୍ଦ୍ର ପୃଷ୍ଠକୁ ଛଡ଼ା ଯାଇଥିଲା କିନ୍ତୁ ଏହା ବିଫଳ ହୋଇଥିଲା ।
ଆଉ ଏହାପରେ ଚନ୍ଦ୍ରଯାନ ୩ ଛଡ଼ା ଯିବା ପରେ ଏହା ସଫଳତା ଲାଭ କରିଥିଲା । ଆଉ ଏଥିପାଇଁ ଅନେକ ଭଲପାଇବା ବି ମିଳିଥିଲା । ଆମ ଦେଶର ନାମ ବହୁତ ଆଗକୁ ଯାଇଥିଲା ।
Special Report
ଆଉ ଏବେ ଯେଉଁ ଖବର ଆସିଛି ତାହା ଶୁଣିଲେ ସାରା ଦେଶବାସୀ ବହୁତ ଖୁସି ହେବେ । ଆପଣମାନେ ତ ଶୁଣିଥିବେ ଚନ୍ଦ୍ର ପୃଷ୍ଠାକୁ ଚନ୍ଦ୍ରଯାନ ପଠାଯିବା ପରେ ଏଗାର ସଫଳତା ମିଳିବା ପରେ ସୂର୍ଯ୍ୟ ପୃଷ୍ଠକୁ ସୂର୍ଯ୍ୟ ମିଶନ ପଠାଯିବ ବୋଲି କୁହାଯାଉଥିଲା । 
ଆଉ ଏବେ ଆସିଥିବା ଖବର ହେଉଛି ଜହ୍ନ ପାରେ ସୂର୍ଯ୍ୟରେ ମିଳିଲା ସଫଳତା । ପୁଣି ଭାରତକୁ ମିଳିଲା ସଫଳତା । ସୂର୍ଯ୍ୟରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂର ଲକ୍ଜଜୁରିଆନ ପଏଣ୍ଟ L1 ରେ ପହଞ୍ଚି ଯାଇଛି ଆଦିତ୍ୟ L1 ।
Special Report
ଯାହାକୁ ନେଇ ଏବେ ସବୁ ଖୁସି ଅଛନ୍ତି । ଆଦିତ୍ୟ L1 ସଫଳତାର ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି । ଏହା ଆଦିତ୍ୟ L1 ପାଇଁ ସଫଳତାର ଦିନ ଅଟେ । ଲାଗରାଜ୍ ପଏଣ୍ଟରେ ପହଞ୍ଚିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ପହଞ୍ଚିଛି ଭାରତର ସେଟଲାଇଟ । 
Special Report
L1 ପଏଣ୍ଟରେ ୫ ବର୍ଷ ପର୍ଯ୍ୟନ୍ତ ଏହା କାମ କରିବ । ହେଲୋ ଅର୍ବିଟ ପ୍ରଦକ୍ଷଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଏବଂ ପୃଥିବୀ ଉପରେ ସୌର ବିକିରଣ ସମ୍ପର୍କରେ ଏହା ସହାୟକ ହେବ । ଏହି ଅଭିଯାନ ସେପ୍ଟେମ୍ବର ୨ ରେ ଲଞ୍ଚ ହୋଇଥିଲା ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳତା ପାଇଛି । ସେପ୍ଟେମ୍ବର ୯ ତାରିଖରେ ଆଦିତ୍ୟ L1କୁ ଆନ୍ଧ୍ରପ୍ରଦେଶର ଶ୍ରୀହରକୋଟରେ ଥିବା ସତୀସହ ସ୍ପେସ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । ଇସ୍ରୋର ଏହି ସଫଳତା ପାଇଁ ତାକୁ ସବୁଆଡେ ପ୍ରଶଂସା ମିଳିଛି ।