Movie prime

ସେ ରାଜେଶ ମୋ ଭଉଣୀ କୁ ଜବରଦସ୍ତି ଟେକି ନେଇଗଲା।ସେ ଟୋକା କୁ ମୁ ଜମାରୁ ଛାଡିବିନି...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଝିଅ ମାନେ ଘରୁ ବାହାରକୁ ବାହାରିବା ମଧ୍ୟ ସବୁଠାରୁ ବଡ ବିପଦ।ସେଭଳି ଏକ ଘଟଣା ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ସାଙ୍ଗ ମାନଙ୍କ ସହିତ ଅଗ୍ନି ଉତ୍ସବ ଦେଖିବାକୁ ଯାଇ ଆଉ ଫେରି ନାହାନ୍ତି ଝିଅ।ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ର ବିଞ୍ଝାରପୁର ଥାନା ଅଞ୍ଚଳ ରେ।ସେଠାରେ ସଂଘମିତ୍ରା ନାମକ ଝିଅ ଟି ତାର ସାଙ୍ଗ ମାନଙ୍କ ସହିତ ଅଗ୍ନି ଉତ୍ସବ ଦେଖିବା ପାଇଁ ଯାଇ ଥିଲା।କିନ୍ତୁ ସେ ଆଉ ଫେରି ନ ଥିଲ।
ଏ ବିଷୟ ରେ ତାର ସାଙ୍ଗ ମାନଙ୍କ କହିବା ଅନୁଯାୟୀ କିଛି ଲୋକ କାର ଆସି ସଂଘମିତ୍ରା ଙ୍କୁ ଟେକି ନେଇ ଗଲେ।ସେହି ଯୁବକ ଙ୍କ ନାମ ହେଉଚି ରାଜେଶ।ସେ ତାର ସାଙ୍ଗ ମାନଙ୍କ ସହିତ ସେହି କାର ରେ ଥିଲା।ଏହା ପରେ ସେମାନେ ସମସ୍ତେ ସଂଘମିତ୍ରା ଙ୍କୁ କାର ଭିତରକୁ ନେଇ ଯାଇ ଥିଲେ।
Special report
ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ସଂଘମିତ୍ରା ଏ ପର୍ଯ୍ୟନ୍ତ ଘର କୁ ଆସି ନାହାନ୍ତି।ସେଥିପାଇଁ ଏବେ ସଂଘମିତ୍ରା ଙ୍କ ଭଉଣୀ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ତାଙ୍କ ଭଉଣୀ କହିଛନ୍ତି କି ସଂଘମିତ୍ରା ଙ୍କୁ ସେହି ରାଜେଶ ହିଁ ଅପହରଣ କରି ନେଇଛି।
ହେଲେ ଆମେ ଅନେକ ଥର ଥାନା ବାବୁ ମାନଙ୍କୁ ଏ ବିଷୟ ରେ ଜଣାଇ ସାରୁଚୁ। ଥାନା ବାବୁ ମାନେ କୌଣସି ପଦକ୍ଷେପ ନେଇ ନାହାନ୍ତି।ଆମ ଭଉଣୀ କୁ ଆମକୁ ଫେରେଇ ଦିଅନ୍ତୁ।ଏତେ ଦିନ ବିତି ଯାଇ ଥିଲେ ସୁଦ୍ଧା ତାଙ୍କ ଭଉଣୀ ର କିଛି ଖବର ମିଳି ପାରି ନାହିଁ।
କିଛି ଲୋକ ମାନେ ଏବେ ଥାନା କୁ ସେଠାରେ ଏ ବିଷୟ ରେ ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।ରାଜେଶ ନାମକ ଯୁବକ ସଂଘମିତ୍ରା ଙ୍କୁ ଭଲ ପାଉ ଥିଲେ।
ହେଲେ ତାଙ୍କୁ ରାସ୍ତା ମଝିରୁ କିଡନାପ କରି ନେଇଯାଇଛନ୍ତି।ଏବେ ଦେଖିବାକୁ ବାକି ରହିଲା କେତେବେଳେ ସଂଘମିତ୍ରା ଙ୍କ ଖବର ମିଳୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.