Movie prime

ଜାଡେଜା ଙ୍କ ବାପା କଲେ ସାଙ୍ଘାତିକ ଅଭିଯୋଗ : ସେ ସ୍ତ୍ରୀ ଚକ୍କର ରେ ପଡ଼ି ମୋ ପୁଅ ଆମକୁ ପର କରିଦେଲା....

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଦଳ ର ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଏପରି ଜଣେ ଖେଳାଳି ଯାହାକୁ ଦେଖିବା ପାଇଁ ଲୋକ ଙ୍କ ଭିତରେ ଭିଡ ଜମି ଥାଏ।
ଆଜି ଆମେ ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ହେଉଛନ୍ତି ଜଣେ ଅଲ୍ ରାଉଣ୍ଡର।ସେ ବହୁତ ପରିଶ୍ରମ କରି ଆଜି ଏହି ସ୍ଥାନ ରେ ପହଞ୍ଚି ଛନ୍ତି।ନିଜର କଠିନ ପରିଶ୍ରମ ବଳ ରେ ସେ ଆଜି ଭାରତ ର ଜଣେ ଭଲ ଖେଳାଳି ରୂପେ ପରିଚିତ ହୋଇଛନ୍ତି।
Special report
ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ ନେଇ ଅନେକ କଥା ସୋସିଆଲ ମିଡ଼ିଆ ରେ କୁହା ଯାଉଚି।ତାଙ୍କର କିଛି ପ୍ରଶଂସକ ମାନେ କହିଛନ୍ତି କି ରବୀନ୍ଦ୍ର ଜଣେ ଭଲ ଖେଳାଳି ହୋଇ ଥାଇ ପାରନ୍ତି।କିନ୍ତୁ ଜଣେ ଭଲ ପୁଅ ହୋଇ ପାରିଲେ ନାହିଁ।
ନିଜ ସ୍ତ୍ରୀ କୁ ନେଇ ସବୁ ଆଡେ ଘୁରି ବୁଲି ଥାଆନ୍ତି।ହେଲେ ନିଜ ବାପା ମା ଙ୍କୁ କେବେ ସାଙ୍ଗ ରେ ନିଅନ୍ତି ନାହିଁ।ତେବେ ବର୍ତ୍ତମାନ ସମୟ ରେ ତାଙ୍କ ବାପା ତାଙ୍କ ନାମ ରେ ଏଭଳି କିଛି କହି ଦେଇଛନ୍ତି କି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ରବୀନ୍ଦ୍ର ଜାଡେଜା ଏତେ ବର୍ଷ ଭିତରେ ଯେଉଁ ଗୌରବ ଅର୍ଜନ କରି ଥିଲେ।ତାହା ଖୁବ୍ କମ୍ ସମୟ ମଧ୍ୟରେ ନଷ୍ଟ ହୋଇ ଯାଇଚି।ତାଙ୍କ ବାପା କହିଛନ୍ତି କି ରବୀନ୍ଦ୍ର ଙ୍କ ସହିତ ସେ ଅନେକ ବର୍ଷ ହେଲାଣି ଦେଖା କରି ନାହାନ୍ତି।ବିବାହ ପରେ ସେ ତାର ପରିବାର ସହିତ ଅନ୍ୟ ସ୍ଥାନ ରେ ରହୁଚି।
Special report
ଥରେ ହେଲେ ବି ସେ ସେଦିନ ଠୁ ଘର କୁ ଆସି ନାହିଁ।କି ମୋତେ କେବେ ଫୋନ୍ କରି ନାହିଁ।ଏଭଳି କଥା ରବୀନ୍ଦ୍ର ଙ୍କ ବାପା ଗଣ ମାଧ୍ୟମ ଆଗରେ ପ୍ରକାଶ କରି ଥିଲେ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉଛି।
ତେବେ ଏ ନେଇ ରବୀନ୍ଦ୍ର ଜାଡେଜା ମୁହଁ ଖୋଲିଛନ୍ତି।ସେ କହିଛନ୍ତି କି ଏ ସବୁ କିଛି ହେଉଚି ମିଛ।ମୁଁ ମୋ ପରିବାର ସହିତ ରହୁଛି।ତେବେ ଏଭଳି କିଛି କଥାକୁ ନେଇ ଏବେ ସବୁ ଆଡ ଚର୍ଚ୍ଚା କରା ଯାଉଚି।
ତାଙ୍କ ପ୍ରଶଂସକ ମାନେ କହିଛନ୍ତି କି ସେ କିଭଳି ନିଜ ପିତା ମାତା ଙ୍କ ସହିତ ଏଭଳି କରି ପାରୁ ଛନ୍ତି।ରବୀନ୍ଦ୍ର ଙ୍କ ଏଭଳି କାମ ସମସ୍ତେ ତାଙ୍କ ର ନିନ୍ଦା କରିଛନ୍ତି।