Movie prime

ଯଦି କେବେ କୁମ୍ଭୀର ଆକ୍ରମଣ କରେ ତେବେ ନିଜକୁ ରକ୍ଷା କରିବେ କେମିତି ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଚାରିଆଡ଼େ ମଣିଷଖିଆ କୁମ୍ଭୀରର ଆତଙ୍କ ଲାଗି ରହିଛି। କୁମ୍ଭୀର କୁଆଡେ ମଣିଷ ମାନଙ୍କୁ ଖାଇ ଦେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଉ ଏହି କଥା ମଧ୍ୟ ସତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Special report
ଆଗରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ମଣିଷକୁ କୁମ୍ଭୀର ଖାଇ ଦେଇଥିବା ବେଳେ ବର୍ତ୍ତମାନ ସମୟରେ ଯାଜପୁରରେ କୁମ୍ଭୀର ଜଣେ ମହିଳାଙ୍କୁ ଖାଇ ଦେଇଥିବାର ଭିଡିଓ ଆପଣ ସମସ୍ତେ ଦେଖି ସାରିଥିବେ। 
କିନ୍ତୁ କୁମ୍ଭୀର ଆ-କ୍ର-ମ-ଣ କଲେ ନିଜକୁ କିପରି ରକ୍ଷା କରିବେ ସେହି ବିଷୟରେ ଆସନ୍ତୁ ଜାଣିବା। ତେବେ ବନ୍ଧୁଗଣ କୁମ୍ଭୀର ସବୁବେଳେ ପାଣିରେ ଶକ୍ତିଶାଳୀ ହୋଇଥାଏ, କିନ୍ତୁ ମାଟି ରେ ନୁହେଁ।
Special report
ଅଚାନକ ଯଦି କୁମ୍ଭୀର ଆ-କ୍ର-ମ-ଣ କରିଛି ତେବେ କିପରି ନିଜକୁ ରକ୍ଷା କରିବେ। ବନ୍ଧୁଗଣ ଯେତେବେଳେ କୁମ୍ଭୀର ଆଖି ଆଗକୁ ଆସେ ସେ ଶୀଘ୍ର ଆକ୍ରମଣ କରିବାକୁ ଦୌଡ଼ି ଆସିଥାଏ। 
ସେତେବେଳେ ସେହି ଜାଗାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତୁ। ଆଉ ସିଧା ନଯାଇ ଅଙ୍କାବଙ୍କା ଯାଆନ୍ତୁ। ଯାହାଫଳରେ କୁମ୍ଭୀର ଶିକାର କରିପାରିନଥାଏ। କାରଣ କୁମ୍ଭୀରର ଶରୀର ଓଜନ ହୋଇଥିବାରୁ ସେ ମଣିଷ ଭଳି ଶୀଘ୍ର ଦୌଡ଼ି ପରେ ନାହିଁ।
Special report
ଖାଲି ସେତିକି ନୁହେଁ ଘଣ୍ଟା ପ୍ରତି କୁମ୍ଭୀର ୪୦ କିଲୋମିଟର ବେଗରେ ଦୌଡ଼ି ଥାଏ। ଆଉ କୁମ୍ଭୀର ଯଦି କୌଣସି ମଣିଷକୁ ପାଣି ଭିତରେ ଧରି ନେଇଥାଏ ତାହାଲେ ସେଠାରେ ସେ ତାକୁ ମାରି ଖାଇଥାଏ। 
କୁମ୍ଭୀରର ସବୁଠୁ ଦୁର୍ବଳତା ହେଉଛି ତାହାର ନାକ। କୁମ୍ଭୀର ନାକରେ ପ୍ରହାର କଲେ ସେ ଶିକାରକୁ ଛାଡ଼ି ଦେଇଥାଏ। ଆଉ କୁମ୍ଭୀର ଆଖିକୁ ମଧ୍ୟ ପ୍ରହାର କଲେ ସେ ଶିକାରକୁ ଛାଡ଼ି ଦେଇଥାଏ।
ଯଦି ଏହା ନକରି ପାରୁଛନ୍ତି ତେବେ ତାହାର ବେକକୁ ଆଘାତ କଲେ ସେ ତାର ଜୀବନ ବିକଳରେ ପାଣି ଭିତରକୁ ପକେଇବ। ଯଦି ଏହା ନକରି କୁମ୍ଭୀର ଶରୀରକୁ ଆକ୍ରମଣ କରୁଛନ୍ତି ତାହାଲେ ବଞ୍ଚିବା ବଦଳରେ ଆପଣଙ୍କ ଜୀବନ ଚାଲିଯାଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.