Movie prime

ଯଦି ଆପଣ ପ୍ରତିଦିନ ଖାଆନ୍ତି ଗୋଟିଏ ଆଲମଣ୍ଡ ତେବେ ପାଇ ପାରିବେ ଏହିସବୁ ଲାଭ ଦେଖନ୍ତୁ ଏହି ଚମତ୍କାରୀ ଲାଭ ଗୁଡ଼ିକ କଣ କଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଦାମ ସବୁଠାରୁ ଲାଭକାରୀ ଜିନିଷ ଅଟେ। ଏହାକୁ ଖାଇବାର ସବୁଠାରୁ ଉଚିତ ନିୟମ ଏହା ଯେ ବାଦାମ କୁ ରାତିରେ ପାଣିରେ ଭିଯାଇ ଦିଅନ୍ତୁ। ଏବଂ ସକାଳେ ତାହାର ଚୋପା ଛଡାଇ ତାହାକୁ ଖାଇନେବେ।
Special Report
ତେବେ ପ୍ରତେକ ଦିନ ଗୋଟେ ଲେଖାଏଁ ଭିଜା ଯାଇଥିବା ଆଲମଣ୍ଡ ଖାଇଲେ ହଜମ କ୍ରିୟା ଭଲ ରହିଥାଏ। ଏହାକୁ ସେବନ କରିଲେ ହାଡ ମଧ୍ୟ ମଜବୁତ ହୋଇଥାଏ। ରକ୍ତଚାପ କୁ ସଠିକ ରଖିଥାଏ। ତେବେ ଆମ ସୈର ପାଇନ ଆଲମଣ୍ଡ ବହୁତ ଭଲ ହୋଇଥାଏ। ହେଲେ ଏହାକୁ କିଭଳି ଖାଇବା ଦରକାର ଆସନ୍ତୁ ଜାଣିବା। 
ଆଲମଣ୍ଡ କୁ ଖାଇବା ପୂର୍ବରୁ ଏହାକୁ ରାତି ରେ ପାଣି ରେ ଭିଯାଇ ଦିଅନ୍ତୁ। ସକାଳୁ ଏହାର ଚୋପା ଛଡାଇ ଦେଇ ସେବନ କରି ପାରିବେ। ଏହାର ଫାଇଦା ଆମ ଶରୀରକୁ ମିଳିଥାଏ। ଆଲମଣ୍ଡ ର ଉପକାରିତା ହେଉଛି ଏହା ଖାଇବା ଦ୍ଵାରା କୋଲେଷ୍ଟ୍ରୋଲ କୁ କମାଇଥାଏ।
Special Report
ହାର୍ଟ ସୁସ୍ଥ ରଖିଥାଏ, ବ୍ଲଡ଼ ସୁଗାର କୁ ନିୟନ୍ତ୍ରିତ କରିଥାଏ। ଏବଂ ଓଜନ କମାଇବାରେ ସାହାର୍ଯ୍ୟ କରେ, ଦ୍ରୁଷ୍ଟି ଶକ୍ତି ପାଇଁ ମଧ୍ୟ ଭଲ ହୋଇଥାଏ। ଆଲମଣ୍ଡ ରେ ଭିଟାମିନ-ଏ ଭଳି ପୋଷାକ ତତ୍ତ୍ଵ ରହିଥାଏ। 
ଯାହା କେଶ ପାଇଁ ବହୁତ ଭଲ ହୋଇଥାଏ। ଏହା ଖାଇବା ଦ୍ଵାରା କେଶ ଝଡିବା ବନ୍ଦ ହେବ ସହ ହେୟାର ଗ୍ରୋଥ ମଧ୍ୟ ହୋଇଥାଏ। ଏମିତି କି ସ୍କିନ ପାଇଁ ଆଲମଣ୍ଡ ଖାଇବା ବେଶ ଲାଭଦାୟକ ହୋଇଥାଏ।
Special Report
ତ୍ଵଚା ରେ ଥିବା ଡେଡ ସ୍କିନ କୁ ବାହାର କରିବାରେ ଏହା ସାହାର୍ଯ୍ୟ କରେ। ଆଲମଣ୍ଡ ବାଦାମ ଖାଇବା ସହ ଏହାର ତେଲ କୁ ମଧ୍ୟ ପ୍ରତିଦିନ ଖାଇବାରେ ସାମିଲ କରି ହେବ। ଏହା ଆମ ଶରୀରକୁ ଗରମ ରଖିଥାଏ। ଖରା ଦିନରେ ଆଲମଣ୍ଡ କମ ଖାଇବା ଉଚିତ। 
Special Report
ଏହା ଖାଇବା ଦ୍ଵାରା ନଖ, ହେୟାର, କେଶ ଗ୍ରୋଥ ହୋଇଥାଏ। ସ୍କିନ ଡ୍ରାଏ ଥିଲେ ଆଲମଣ୍ଡ ତେଲ କୁ ମୁହଁ ରେ ଲଗାଇଲେ ସୁଫଳ ମିଳିଥାଏ। ବ୍ରଣ, ପିମ୍ପଲସ ପାଇଁ ମଧ୍ୟ ଆଲମଣ୍ଡ ଖାଇବା ଉଚିତ। ଏହା ଦ୍ଵାରା ଧୀରେ ଧୀରେ ଦାଗ କମି ଯାଇଥାଏ।
ଆଲମଣ୍ଡ ସହ କିସ୍ମିସ ମଧ୍ୟ ଖାଇବା ଉଚିତ। ଏହାକୁ ପାଣି ରେ ଭିଯାଇ ଖାଇଲେ ଝିଅ ମାନଙ୍କ ପାଇଁ ବେସ ଜରୁରୀ ହୋଇଥାଏ। କିସମିସ କୁ ପାଣି ର ମଧ୍ୟ ସେବନ କରିଲେ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ।