Movie prime

ପିଲାଟି ଉପରେ କଲେ ଜଗନ୍ନାଥ କୃପା..୨୦୦ ଫୁଟ ତଳୁ ବାହାରିଲା ଛୁଆ...

 
Yu
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବୋରୱେଲ ଭିତରୁ ଉଦ୍ଧାର କରା ଯାଇଚି ଜୀବନ୍ତ ଶିଶୁ।ଏଭଳି ଅନେକ ଘଟଣା ଆପଣ ମାନେ ଆଗରୁ ଶୁଣି ଥିବେ।ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
ଛୋଟ ପିଲା ଟି ଖେଳୁ ଥିବା ସମୟରେ ନିକଟରେ ଥିବା ବୋର୍ ୱେଲ ଭିତରେ ପଡ଼ି ଯାଇ ଥିଲା।ଏବେ ତାକୁ ଉଦ୍ଧାର କରା ଯାଇ ମେଡିକାଲ ରେ ଭର୍ତି କରା ଯାଇଚି।ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ଠାରେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Bb
ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ସେହି ଅଞ୍ଚଳ ର ଛୋଟ ପିଲା ଟି ଏକୁଟିଆ ବାହାରେ ଖେଳୁ ଥିଲା।ତାର ମା ନିକଟରେ ବସି କୌଣସି ଏକ କାମ କରୁ ଥିଲେ।ପୁଅ କୁ ଖେଳୁ ଥିବା ଦେଖି ସେ କିଛି କହି ନ ଥିଲେ।
ହେଲେ ହଟାତ ଏଭଳି କିଛି ଘଟଣା ଘଟିବ ବୋଲି କେହି ବିଶ୍ବାସ କରି ନ ଥିଲେ।ପିଲା ଟି ନିକଟରେ ଥିବା ବୋର୍ ୱେଲ୍ ଭିତରକୁ ଖସି ଯାଇ ଥିଲା।ତାର ମା ତାକୁ ବାହାରକୁ ଆଣିବା ପାଇଁ ସବୁପ୍ରକାର ଚେଷ୍ଟା କରି ଥିଲା।ହେଲେ ସଫଳ ହୋଇ ନ ଥିଲେ।
Hh
ଘଟଣା ର ୨୦ ଘଣ୍ଟା ପରେ ସାଇଁଟିଫିକ ଟିମ୍ ପିଲା ଟି କୁ ଉଦ୍ଧାର କରି ଥିଲା।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଶିଶୁ ଟି କୁ ମେଡିକାଲ କୁ ପଠାଇ ଥିଲେ।ପିଲା ଟି ର ସ୍ବାସ୍ଥ୍ୟ ବସ୍ଥା କିଭଳି ଅଛି ତାହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆ ଯାଇ ନାହିଁ।
ବୋର୍ ୱେଲ ଭିତରୁ ପିଲା ଟି କୁ ଜୀବନ୍ତ ରୂପେ ଗତ କାଲି ଉଦ୍ଧାର କରା ଯାଇଚି।ଏହା ଶୁଣିବା ପରେ ତାଙ୍କ ପରିବାର ରେ ଖୁସି ର ଛାୟା ଖେଳି ଯାଇଛି ସମସ୍ତେ ଖୁବ୍ ଖୁସି ଅଛନ୍ତି।ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
୨୦ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଶିଶୁ ଟି କୁ ଜୀବନ୍ତ ରୂପେ ବାହାର କୁ ଆଣି ଥିଲେ।ଶିଶୁ ଟି ଏବେ ମେଡିକାଲ ରେ ରହି ଚିକିତ୍ସିତ ହେଉଛନ୍ତି।ଭଗବାନ ଙ୍କ କୃପା ରୁ ଶିଶୁ ର ଜୀବନ ବଞ୍ଚି ଯାଇଛି ବୋଲି କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.