Movie prime

ଜଗନ୍ନାଥ ଙ୍କ ଅପମାନ ପଡ଼ିଲା ମହଙ୍ଗା , ବିଧାୟକ ଆଉ ଜିଲ୍ଲାପାଳ ଙ୍କ ନାମ ରେ ହେଲା ଏତଲା...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଜଗତ ର ନାଥ ଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କ ର ପ୍ରିୟ ଠାକୁର।ହେଲେ ବର୍ତ୍ତମାନ ସମୟ ରେ ତାଙ୍କ ପ୍ରତି ଖୁବ୍ ଅନ୍ୟାୟ କରା ଯାଉଚି।ଭଦ୍ରକ ଜିଲ୍ଲା ରେ ପ୍ରତିବର୍ଷ ଭଦ୍ରାଣି ଉତ୍ସବ ପାଳିତ ହୁଏ।ଏ ବର୍ଷ ମଧ୍ୟ ଉତ୍ସବ ପାଳିତ ହୋଇ ଥିଲା।
Special report
ହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଏଠାରେ ଅଳିଆ ଗଦା ରେ ପକା ଯାଇ ଥିଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ତିନି ଦିନ କାଳ ଖରା ବର୍ଷା ସହି ଅଳିଆ ଗଦା ରେ ପଡ଼ି ଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ।ଯାହାକି ଜଗନ୍ନାଥ ପ୍ରେମୀ ଙ୍କ ହୃଦୟ କୁ ବହୁତ ଆଘାତ ଦେଇଚି।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ରେ ପ୍ରତିବର୍ଷ ଭଦ୍ରାଣୀ ଉତ୍ସବ ପାଳିତ ହୁଏ।ଏଥିରେ ଅନେକ ଲୋକ ଅଂଶ ଗ୍ରହଣ କରି ଥାଆନ୍ତି। ଏହାର ସମସ୍ତ ଦାୟିତ୍ବ ଭଦ୍ରକ ଜିଲ୍ଲା ର ଜିଲ୍ଲାପାଳ ନେଇ ଥାଆନ୍ତି।ତେବେ ଜଗନ୍ନାଥ ଙ୍କୁ ଏଭଳି ଅଳିଆ ଗଦା ରେ ପକାଇବା କଣ ଠିକ୍ ଥିଲା।
ଏ ନେଇ କିଛି ଜଗନ୍ନାଥ ପ୍ରେମୀ ମାନେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ତାଙ୍କ କହିବା ଅନୁଯାୟୀ ଆମ ଜିଲ୍ଲାପାଳ ହେଉଛନ୍ତି ଅଣ ଓଡ଼ିଆ।ସେ ଜାଣି ନାହାନ୍ତି ଆମ ଜଗନ୍ନାଥ ଆମ ପାଇଁ କଣ।ସେ କିଭଳି ଏପରି କାମ କରି ପାରିଲେ।ତାଙ୍କୁ ଏ ନେଇ ଦଣ୍ଡ ଦିଆ ଯିବା ଉଚିତ।
Special report
ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ହେଉଛନ୍ତି ସିଦ୍ଧେଶ୍ୱର ବଳି ରାମ।ସେ ଜଣେ ଅଣ ଓଡ଼ିଆ।ତାଙ୍କୁ ଗିରଫ କରିବା ପାଇଁ ଦାବି କରା ଯାଇଛି।ଶିକ୍ଷା ର ଏତେ ଯୋଗ୍ୟତା ଥାଇ ମଧ୍ୟ ଜିଲ୍ଲାପାଳ ଏଭଳି କିଛି ଅଭଦ୍ରାମି କରିଛନ୍ତି।ଜଗନ୍ନାଥ ଙ୍କୁ ନେଇ ଅଳିଆ ଗଦା ରେ ପକା ଯାଉଛି।
୨୫ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଟି ଷ୍ଟାଡିୟମ୍ ରେ କରା ଯାଇ ଥିଲା।ଲୋକ ମାନେ ଅନେକ ଏଠାକୁ ଆସି ଥିଲେ।ହେଲେ ଯେପରି ଉତ୍ସବ ସରି ଗଲା।ଜଗନ୍ନାଥ ମହା ପ୍ରଭୁ ଙ୍କୁ ଅଳିଆ ଗଦା ରେ ପକାଇ ଦିଆ ଗଲା।ଖରା ବର୍ଷା ଶୀତ ସହି ସେ ତିନି ଦିନ କାଳ ପଡ଼ି ରହିଲେ।
ଏହା ଜଗନ୍ନାଥ ପ୍ରେମୀ ଙ୍କ ହୃଦୟ ରେ ଏକ ଗଭୀର ଆଘାତ ଦେଇଚି।ଏ କଥା କୁ ଜିଲ୍ଲାପାଳ କେବେ ବି ବୁଝି ପାରିବେ ନାହିଁ।କାରଣ ସେ ହେଉଛନ୍ତି ଜଣେ ଅଣ ଓଡ଼ିଆ।
ତାଙ୍କର ଏଭଳି କାମ ପାଇଁ ତାଙ୍କୁ ଦଣ୍ଡ ଦିଆ ଯିବା ଉଚିତ।ତାଙ୍କୁ ଗିରଫ କରିବା ପାଇଁ କିଛି ଜଗନ୍ନାଥ ପ୍ରେମୀ ମାନେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।