Movie prime

ଯାହାକୁ ପ୍ରେମ କରି ବାହା ହେଇଥିଲା ସେଇ ଝିଅ ପର ପୁରୁଷ ଙ୍କ ପାଇଁ ସ୍ଵାମୀ କୁ ଶେଷ କରିଦେଲା..

 
Special report
ନମସ୍କାର ପାଠକ ବନ୍ଧୁ।ପର ପୁରୁଷ ପାଇଁ ନିଜ ସ୍ଵାମୀ କୁ ହତ୍ୟା କଲା ସ୍ତ୍ରୀ।ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଚି ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳ ରେ।ଯାହାକୁ ପ୍ରେମ କରି ବିବାହ କରି ଥିଲେ ଶେଷ ରେ ସେ ହିଁ ତାଙ୍କ ମୃତ୍ୟୁ ର କାରଣ ସାଜିଲା।ଚାପ ରେ ପଡ଼ି ଶେଷ ରେ ସ୍ଵାମୀ ଜଣକ ଆତ୍ମହତ୍ୟା କରିଛନ୍ତି।
Special report
ଆମେ ଆଜି ସେହି ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସ୍ଵାମୀ ଙ୍କ ନାମ ହେଉଚି ଦିବ୍ୟଜିତ।ଯିଏ କି ଆ-ତ୍ମ-ହ-ତ୍ୟା କରିବା ପୂର୍ବ ରୁ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ଼ କରିଥିଲେ।ଓ ଗୋଟିଏ ସୁ-ଇ-ସା-ଇ-ଡ ନୋଟ ଲେଖିଥିଲେ।
ସୂଚନା ଅନୁସାରେ ଗତ ଚାରି ବର୍ଷ ତଳେ ଦିବ୍ୟଜିତ ଙ୍କ ସହିତ ପ୍ରିୟଙ୍କା ଙ୍କ ର ଦେଖା ହୋଇ ଥିଲା।ଉଭୟ ଏକ ମଦ କାରଖାନା ରେ କାମ କରୁଥିଲେ।ଧୀରେ ଧୀରେ ଉଭୟ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।
ପରିବାର ର ଅନିଚ୍ଛା ସତ୍ତ୍ବେ ଦିବ୍ୟ ପ୍ରିୟଙ୍କା ଙ୍କୁ ବିବାହ କଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି।ହେଲେ ଏହି ସମୟ ରେ ଉଭୟ ଙ୍କ ମଧ୍ୟରେ ବିବାଦ ଦେଖା ଦେଲା।ପ୍ରିୟଙ୍କା ସ୍ଵାମୀ ଙ୍କ ସହିତ ସବୁବେଳେ ଝଗଡ଼ା କଲା।ରାଗ ରେ ନିଜ ଶାଶୁ ଘରୁ ଚାଲି ଗଲା।
Special report
ପଢ଼ୋଷୀ ଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ଅନ୍ୟ ଜଣେ ଯୁବକ ଙ୍କୁ ପ୍ରେମ କରୁ ଥିଲେ।ସେଥିପାଇଁ ସେ ଆଉ ଦିବ୍ୟ ଙ୍କ ସହିତ ରହିବା ପାଇଁ ଚାହୁଁ ନ ଥିଲେ।ଅନ୍ୟ ପଟେ ଦିବ୍ୟ ଙ୍କ ନାମ ରେ ସେ ଥାନା ରେ ଅଭିଯୋଗ କରି ଥିଲେ।
ପୋଲିସ ବାବୁ ମାନେ ପ୍ରିୟଙ୍କା ଙ୍କୁ ସମର୍ଥନ କରୁଥିଲେ।ଆଉ କହିଥିଲେ ତମେ ଯଦି ୫୦୦୦୦ ଟଙ୍କା ଦେବ ତାହାଲେ ଆମେ ଆଉ କେସ କରିବୁ ନାହିଁ।ଏଥିରେ ଦିବ୍ୟ ଅତିଷ୍ଠ ହୋଇ ଯାଇ ଥିଲେ।ଶେଷ ରେ ସେ ଆ-ତ୍ମ-ହ-ତ୍ୟା କରିବାକୁ ନିଷ୍ପତି ନେଲେ।ଆ-ତ୍ମ-ହ-ତ୍ୟା ପୂର୍ବ ରୁ ସେ ଏକ ଭିଡିଓ କରିଥିଲେ।
ଏଥିରେ ସେ ତାଙ୍କ ମୃ-ତ୍ୟୁ ପାଇଁ ପ୍ରିୟଙ୍କା,ଓ ତାଙ୍କ ଭାଇ ଙ୍କୁ ଦୋଷ ଦେଇଛନ୍ତି।ସେ କହିଛନ୍ତି କି ଆପଣ ମାନେ କେବେ ବି ଭଲ ପାଇ ବାହା ହେବେ ନାହି।ନ ହେଲେ ମୋରି ଭଳି ଦଶା ଭୋଗ କରିବା ପାଇଁ ପଡିବ।
ସମସ୍ତ ଙ୍କ ବାରଣ ସତ୍ତ୍ବେ ମୁଁ ପ୍ରିୟଙ୍କା କୁ ବାହା ହେଲି।ଶେଷ ରେ ସେ ହିଁ ମୋତେ ଧୋକା ଦେଇ ଚାଲି ଗଲା।ମୁଁ ଆଉ ସହି ପାରୁନି।ସେଥିପାଇଁ ଆ-ତ୍ମ-ହ-ତ୍ୟା କରୁଚି ବୋଲି କହି ଥିଲେ।