Movie prime

ସାମାନ୍ୟ ଟିକେ ଘଟଣା ଲାଗୁ ଜେଲ ଗଲେ ଓଡ଼ିଆ ଅଭିନେତ୍ରୀ, ଦେଖନ୍ତୁ କଣ କହିଲେ ପୋଲିସ

 
Special report
ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଓଡ଼ିଆ ସିନେ ଜଗତ ରୁ ଆସିଛି ଏକ ବଡ ଖବର।ଓଡ଼ିଆ ଅଭିନେତ୍ରୀ ଙ୍କୁ କରା ଯାଇଛି ଗିରଫ।ସକାଳୁ ସକାଳୁ ପୋଲିସ ତାଙ୍କ ବାସ ଭବନ ରୁ ଉଠାଇ ନେଲା।
Special report
ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଓଡ଼ିଆ ଫିଲ୍ମ ଜଗତ ର ଜଣା ଶୁଣା ଅଭିନେତ୍ରୀ ମୌସୁମୀ ନାୟକ।ସେ ଓଡ଼ିଆ ରେ ଅନେକ ଫିଲ୍ମ ଓ ଯାତ୍ରା କରିଛନ୍ତି।ତାଙ୍କ ଅଭିନୀତ ପ୍ରତ୍ୟେକ ଟି ଫିଲ୍ମ ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁ ଥିଲା।ହେଲେ ଆଜି ସେ ଗିରଫ ହୋଇ ଜେଲ ରେ ଅଛନ୍ତି।
ସୂଚନା ଅନୁସାରେ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ ଙ୍କୁ ଗତ କାଲି ଗିରଫ କରା ଯାଇଛି।ଆପଣ ମାନେ ଜାଣି ଥିବେ ଯେ କିଛି ଦିନ ତଳେ ଲେଖିକା ବନସ୍ପତି ପତି ଙ୍କ ବିରୋଧ ରେ ମୌସୁମୀ ଅଭିଯୋଗ କରିଥିଲେ।
ମୌସୁମୀ ଙ୍କ ଅଭିଯୋଗ ଥିଲା କି ବନସ୍ପତି ତାଙ୍କ ଠାରୁ ଟଙ୍କା ନେଇଛନ୍ତି।ହେଲେ ଆଉ ଫେରାଇ ନାହାନ୍ତି।ଏହା ବଦଳ ରେ ତାଙ୍କୁ ଅନ୍ୟ ପୁରୁଷ ମାନଙ୍କ ସହିତ ଖରାପ କାମ କରିବା ପାଇଁ ବାଧ୍ୟ କରୁଛନ୍ତି।ଏହି ବିବାଦ ସେ ସମୟ ରେ ବହୁତ ପ୍ରଚାର ହୋଇ ଥିଲା।
Special report
ଏବେ ପୁଣି ଥରେ ସେହି ବିବାଦ ଦେଖା ଦେଇଛି।ବନସ୍ପତି ପତି ଏଥର ମୌସୁମୀ ନାୟକ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ ମୌସୁମୀ ତାଙ୍କୁ ସୋସିଆଲ ମିଡ଼ିଆ ରେ ଖରାପ ଭାଷା ରେ ଗାଳି ଗୁଲଜ କରୁଛନ୍ତି।ତାଙ୍କ ଚରିତ୍ର ସଂହାର କରୁଛନ୍ତି।
ଏହା ତାଙ୍କୁ ବହୁତ କଷ୍ଟ ଦେଇଛି। ଯାହାକୁ ନେଇ ଇନଫୋସିଟି ଥାନା ଏହାକୁ ଗୁରୁତର ସହିତ ବିଚାର କରିଥିଲା।ଓ ସକାଳୁ ସକାଳୁ ମୌସୁମୀ ନାୟକ ଙ୍କୁ ତାଙ୍କ ଘରୁ ଗିରଫ କରିଥିଲା।
ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନଙ୍କ ବିବାଦ ଆଉ କମ ହେବ ନାହିଁ।ମୌସୁମୀ ନାୟକ ଏବେ ଜେଲ ରେ ଅଛନ୍ତି।ଏବେ ଦେଖିବାକୁ ବାକି ରହିଲା ସେ କେବେ ଜେଲ ବାହାରକୁ ଆସୁଛନ୍ତି।ଓ ଏହାର ସମାଧାନ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.