Movie prime

ପାପ କରି ଜେ-ଲ୍ ଯାଇଥିଲେ, ଏବେ ଦୁନିଆ ରୁ ଗଲେ..ବିଚାରାଧୀନ କଏଦୀ ର ସନ୍ଦେହ ଜନକ ମୃ-ତ୍ଯୁ..

 
Yu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମୃ-ତ-କ ଅଜୟ ଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ରାତି ରେ ତାଙ୍କ ପାଖକୁ ସାନ ଭଉଣୀ କଲ କରି ଭାଇ ଙ୍କ ବିଷୟରେ କହିଥିଲେ।ଯୁବକ ଜଣଙ୍କ ଡିୟୁଟି ରେ ଯାଇଥିଲେ,ସେ ସକାଳେ ଆସି ପହଁଚିଲେ।
ସକାଳ ୬ ଟା ଭିତରେ କାମ ହୋଇଯିବ ବୋଲି ତାଙ୍କୁ କହିଥିଲେ।ଏହା ଶୁଣିବା ପରେ ଯୁବକ ଜଣଙ୍କ ପହଞ୍ଚି ଯିବେ ବୋଲି କହିଥିଲେ।କିନ୍ତୁ ଦିନ ୧୦ ଟା ୪୦ ହେଲାଣି ମୃ-ତ-ଦେ-ହ ପାଖକୁ କାହାକୁ ଛାଡ଼ୁ ନାହାଁନ୍ତି।ସେଠାରେ ଦୁଇ ଜଣ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି।
Hh
ସେମାନଙ୍କୁ ଯେତେବେଳେ ପଚରା ଯାଉଛି ସାଇନ୍ ଦରକାର ବୋଲି କହୁଛନ୍ତି।କାହା ସାଇନ୍ ଦରକାର ବୋଲି ପଚାରିଲେ କିଛି କହୁ ନାହାଁନ୍ତି ବୋଲି ଅଜୟ ଙ୍କ ଭାଇ କହିଛନ୍ତି। ଏ ପର୍ଯ୍ୟନ୍ତ ସ-ବ ରହିଛି,ତାଙ୍କ ପାଖକୁ କେହି ଯାଇ ପାରୁ ନାହାଁନ୍ତି।
ଏସବୁ ଦେଖି ଅଜୟ ଙ୍କ ପରିବାର ଲୋକଙ୍କୁ ବହୁତ ଦୁଃଖ ଲାଗୁଛି।ଅଜୟ ଙ୍କ ବଡ଼ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଗୋଟିଏ ରେପ୍ କେଶ ହୋଇଥିଲା।ସେଥିପାଇଁ ସେ ଜେଲ ଯାଇଥିଲେ।
Hh
କାଲି ହଠାତ୍ ତାଙ୍କ ପାଖକୁ ଦିନ ୧ ଟା ୩୦ ମିନିଟ ରେ କଲ ଆସିଥିଲା।ଯିଏ କଲ କରିଥିଲେ ସେ ତାଙ୍କ ପରିଚୟ ଜେଲର ବାବୁ ବୋଲି କହିଥିଲେ।ଏହାପରେ ଅଜୟ ଙ୍କ ଦେହ ବହୁତ ଗୁରୁତର ହୋଇ ପଡ଼ିଛି ବୋଲି ଜଣାଇଥିଲେ।
କେନ୍ଦୁଝର ମେଡ଼ିକାଲ ରେ ଦେଖା କରନ୍ତୁ ବୋଲି କହିଥିଲେ।ବଡ଼ ଭାଇ କାମ ବ୍ୟସ୍ତତା ରେ ଥିଲେ ବୋଲି ତାଙ୍କ ବାପା ମା ଙ୍କୁ ପଠାଇ ଥିଲେ।ତାଙ୍କ ବାପା ମା ଯେତେବେଳେ ପହଞ୍ଚିଲେ ଅଜୟ ଙ୍କ ହୋଷ ନଥିଲା।ପୋଲିସ କହିଛନ୍ତି ଯେ ଅଜୟ ଫାଶୀ ଲଗାଇ ଦେଇଥିଲେ।
କଣ ପାଇଁ ଏପରି କରିଲେ ପୋଲିସ ଜାଣି ନଥିଲେ।ଏହାପରେ ଅଜୟ ଙ୍କୁ କଟକ କୁ ସ୍ଥାନାନ୍ତର କରିଥିଲେ।କିନ୍ତୁ ଡାକ୍ତର କହିଲେ ଯେ ଅଜୟ ଙ୍କ ମୃ-ତ୍ୟୁ ହୋଇ ସାରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.