Movie prime

ଜେଲ ଯିବା ଆଗରୁ ଦେଇଥିଲେ ଧମକ, କାହାର ଦମ୍ ଅଛି ମୋ ପୋଷ୍ଟର ଫାଡିବ .. ଏବେ ପୁଣି ଜେଲ୍ ରେ ବାସନ ମାଜୁଛି ପ୍ରଯୋଜକ ସିତାଁଶୁ

 
Special report
ନମସ୍କାର ପାଠକ ବନ୍ଧୁ।ଜାନୁୟାରୀ ୧ ରେ ରିଲିଜ୍ ହେବାକୁ ଯାଉଛି ସୁତାଂଶୁ ମହାନ୍ତି ଙ୍କ ପ୍ରଯୋଜିତ ମାମୁଁ ଭର୍ସେସ ଭଣଜା।ଏହି ଫିଲ୍ମ କୁ ନେଇ ଏବେ ଠାରୁ ବହୁ ଚର୍ଚ୍ଚା ହେବାକୁ ଲାଗିଲାଣି।ନିକଟ ରେ ପ୍ରଯୋଜକ ସୁତାଂଶୁ ମହାନ୍ତି ଙ୍କୁ ଗିରଫ କରା ଯାଇଥିଲା।
Spe timid
ମିଷ୍ଚର ମେସିନ ଚୋରି ଅଭିଯୋଗ ରେ ସେ ଜେଲ ଯାଇଥିଲେ।ଏବେ ସେ ବାହାରକୁ ଆସି ସାରିଛନ୍ତି।ସେ ଏବେ ତାଙ୍କ ଫିଲ୍ମ କୁ ନେଇ ବହୁ ଆଶାବାଦୀ ଅଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ଓଡ଼ିଆ ଫିଲ୍ମ କୁ ନେଇ ଖୁବ୍ ବିବାଦ ଲାଗି ରହିଛି।
ପ୍ରଯୋଜକ ମନୋଜ ମିଶ୍ର ଓ ଟୁଟୁ ନାୟକ ଙ୍କ ବିବାଦ ଧୀରେ ଧୀରେ ବଢିବାରେ ଲାଗୁଛି।ଓଡ଼ିଶା ରେ ଯେତିକି ଫିଲ୍ମ ରିଲିଜ ହେଉଛି ତାହାକୁ ହଲ ରେ ଚାଲିବା ପାଇଁ ଦିଆ ଯାଉ ନାହିଁ ।
କୋଶଳ ସେନା ମାନେ ଫିଲ୍ମ ର ପୋଷ୍ଟର ଚିରିବା ସହିତ ଲୋକ ଙ୍କୁ ହଲ ରୁ ବାହାର କରି ଦିଆ ଯାଇଛି।ତେବେ ଆଗାମୀ ଦିନ ରେ ମାମୁଁ ଭର୍ସେସ ଭଣଜା ଫିଲ୍ମ ରିଲିଜ ହେବାକୁ ଯାଉଛି।ଏହାର ପୋଷ୍ଟର ଚିରିବାକୁ ନେଇ ପ୍ରଯୋଜକ ସୁତାଂଶୁ ମହାନ୍ତି ଙ୍କୁ ପଚରା ଯାଇଥିଲା।
Special report
ସେ କହିଥିଲେ କି ତାଙ୍କ ପୋଷ୍ଟର ଚିରୀବା ପାଇଁ କାହାରି ସାହାସ ନାହିଁ।ସେ ନିଜେ କଷ୍ଟ କରି ଆଜି ଯାଏଁ ଏତେ ବାଟ ରେ ପହଞ୍ଚି ଛନ୍ତି।ତାଙ୍କୁ ଏହି ଫିଲ୍ମ ଲାଇନ୍ ରେ ଆସିବା ପାଇଁ କେହି ବି ସାହାର୍ଯ୍ୟ କରି ନାହାନ୍ତି।
ସେ ଟେଣ୍ଡ ହାଉସ ରେ କାମ କରି ଏବେ ଗୋଟିଏ ଫିଲ୍ମ ତିଆରି କରିଛନ୍ତି।ଏହାକୁ ଯିଏ ବି ଚିରିବ ତାର ଘରେ ପଶି ବାଡେଇବି ବୋଲି ସେ କହିଥିଲେ।ଏହା ଛଡା ଏ ଫିଲ୍ମ ଟି ପାଇଁ ଆମେ ସମସ୍ତେ କଠିନ ପରିଶ୍ରମ କରିଛୁ।
ଏହି ଫିଲ୍ମ ଟି ଜାନୁୟାରୀ ୧ ତାରିଖ ରେ ରିଲିଜ୍ ହେବାକୁ ଯାଉଛି।ଆପଣ ମାନେ ସମସ୍ତେ ଏହାକୁ ଦେଖିବା ପାଇଁ ଆସିବେ।ଆମେ ହେଉଛୁ କେନ୍ଦ୍ରାପଡ଼ା ଟୋକା।ଆମକୁ କୌଣସି ବି ଲୋକ ହଲ ରୁ ବାହାର କରି ପାରିବ ନାହିଁ ବୋଲି ପ୍ରଯୋଜକ ସୁତାଂଶୁ ମହାନ୍ତି କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.