Movie prime

ଗୁଟୁକା ଆଡ କରି ବର୍ତ୍ତମାନ ଜେଲ ଯିବେ ଏହି ୩ ସୁପରଷ୍ଟାର !! ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଟିଭିରେ ଅନେକ ପ୍ରକାରର ଆଡଭାଟାଇଜମେଣ୍ଟ ଦେଖୁଥିବେ ।
Special Report
ଆପଣମାନେ ସଫଳ ପାନ ମସଲା, ବିମଳ ପାନ ମସଲା ଆଦି ଅନେକ ପ୍ରକାରର ଆଡଭାଟାଇଜମେଣ୍ଟ ଦେଖୁଥିବେ । ଲୋକମାନଙ୍କ ପାଖରେ ଏହିସବୁ ପହଞ୍ଚିବା ପାଇଁ ବା ଅନେକ ଏଭଳି ଜିନିଷ ଅଛି ଯାହା ବିଷୟରେ ଲୋକମାନେ ଜାଣିବା ପାଇଁ ଏଭଳି ଆଡଭାଟାଇଜମେଣ୍ଟ କରାଯାଏ ।
ଏହି ଆଡଭାଟାଇଜମେଣ୍ଟ ବଲିଉଡ ଏବଂ ଓଲିଉଡ ହିରୋ ମାନଙ୍କ ଦ୍ଵାରା କରାଯାଇଥାଏ କାରଣ ତାଙ୍କୁ ଲୋକମାନେ ଭଲ ପାଇଥାନ୍ତି । ଆପଣମାନେ ତ ଜାଣିଥିବେ ବିମଳ ପାନ ମସଲା ଆଡଭାଟାଇଜମେଣ୍ଟ ବଲିଉଡ ଜଗତର ତିନିଜଣ ଅଭିନେତା କରୁଛନ୍ତି ।
Special Report
ଏହି ତିନିଜଣ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର, ଅଜୟ ଦେବଗନ୍ ଏବଂ ଶାହାରୁଖ ଖାନ । ଏବେ ଏହି ଆଡଭାଟାଇଜମେଣ୍ଟକୁ ନେଇ ଖବର ଆସିଛି । ଏବେ ଏକାସାଙ୍ଗରେ ଜେଲ ଯିବେ ଏହି ତିନିଜଣ ଅଭିନେତା । 
ଲୋକଙ୍କୁ ଗୁଟଖା ଖାଇବା ଶିଖେଇବା ପଡ଼ିବ ମହଙ୍ଗା । ଏହି ଅଭିନେତାମାନେ ନିଜେ ତ ଗୁଟଖା ଖାଆନ୍ତି ନାହିଁ କିନ୍ତୁ ଲୋକଙ୍କୁ ଖାଓ ବୋଲି କୁହନ୍ତି । ଜେଲକୁ ଯିବେ ଏହି ବିମଳ ଗୁଟଖା ଆଡଭାଟାଇଜମେଣ୍ଟ କରୁଥିବା ତିନିଜଣ ଅଭିନେତା ।
Special Report
ଏବେ ଜେଲରୁ ଶୁଭିବ ବିମଳ କଥା କେଶରୀ । ତାଙ୍କ ସହିତ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ଜେଲ ଯିବେ ବୋଲି ଆଶଙ୍କା ରହିଛି । ଅଭିନେତାମାନେ ଯାହା କରନ୍ତି ତାହା ଟ୍ରେଣ୍ଡ ହୋଇ ଯାଇଥାଏ । ଆଉ ଲୋକମାନେ ତାହା କରିଥାନ୍ତି । 
ଏଭଳି ଗୁଟଖା କମ୍ପାନୀ ଠାରୁ କୋଟି ଟଙ୍କା ନେଇ ଏହି ଅଭିନନେତାମାନେ ଏହି ଆଡଭାଟାଇଜମେଣ୍ଟ କରୁଛନ୍ତି । ଆଉ ଏହାକୁ ଲୋକମାନେ ଖାଇ ରୋଗରେ ପଡ଼ୁଛନ୍ତି । ଏହି ସୁପରଷ୍ଟାର ମାନଙ୍କୁ ଜେଲ ପଠାଇବାକୁ ସରକାର ଯୋଜନା କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନ ଖଣ୍ଡପୀଠକୁ ସୂଚିତ କରାଯାଇଛି କି ଗୁଟଖା ଆଡଭାଟାଇଜମେଣ୍ଟ ପାଇଁ ଏହି ଅଭିନେତା ତିନିଜଣଙ୍କୁ ନୋଟିସ ପଠାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ଖରାପ କରିବା ପାଇଁ ଅଭିନେତା ଏଭଳି କରୁଥିବାରୁ ତାଙ୍କୁ ନୋଟିସ ଜାରି କରାଯାଇଛି ।