Movie prime

ଜେଲ ଭିତରେ ରହି ସେ ଟୁଟୁ ମତେ କେସ ଫେରାଇ ନେବାକୁ ବାଧ୍ୟ କରୁଚି ହେଲେ ମୁ ବି ଛାଡିବିନି.. ଯାହା ବି ହୋଇ ଯାଉ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଟୁଟୁ ନାୟକଙ୍କ ନାମରେ ଅଭିଯୋଗ କରିଥିବା ଦେବସ୍ମିତା ଙ୍କ ଓକିଲ କହିଥିଲେ କି ଦେବସ୍ମିତା ଙ୍କୁ ଏବେ ଟୁଟୁ ନାୟକ ଙ୍କ ଲୋକ ଧମକ ଦେବାରେ ଲାଗିଛନ୍ତି।
Special report
ଆଉ ତାଙ୍କୁ ଏବେ ଯେଉଁଭଳି ଭାବରେ ଧମକ ଦିଆ ଯାଉଛି ଏହାକୁ ସେ କୋର୍ଟ ରେ ପେସ ମଧ୍ୟ କରିବେ। ଆଉ ଏହି ଘଟଣା ପରେ ମଧ୍ଯ ପ୍ରଯୋଜକ ଟୁଟୁ ନାୟକ ଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିବା ଜଣା ପଡିଛି।
କୋର୍ଟ ଏବେ ଶୁଣାଣି କୁ ସ୍ଥଗିତ ରଖିବା ସହ ଆସନ୍ତା ଆଠ ତାରିଖରେ ଶୁଣାଣି ମଧ୍ଯ ହେବ ବୋଲି ଏହା ଜଣା ପଡ଼ିଛି।ଦେବସ୍ମିତା ଙ୍କ ବୟାନ ମଧ୍ଯ ରେକର୍ଡ କରାଯାଇ ନାହିଁ।
ଗତ ତିନିଦିନ ହେବ ଏହି କେସ କୁ ସମାଧାନ କରିବା ପାଇଁ ଦେବସ୍ମିତା ଙ୍କୁ ଧମକ ଦିଆ ଯାଉଛି। ଟୁଟୁ ନାୟକ ଙ୍କ କିଛି ସହ ପ୍ରଯୋଜକ ମାନେ ମଧ୍ୟ ତାଙ୍କୁ ଇଯି ଧମକ ଦେଇ ଥିବାର ମହିଳା ସାମ୍ବାଦିକା ଜଣକ ଏହା ଅଭିଯୋଗ ମଧ୍ୟ କରିଛନ୍ତି।
Special report
ଆଉ ଏହା ମଧ୍ୟ ଦେବସ୍ମିତା କୋର୍ଟ କୁ ଏକଥା ଜଣାଇ ସାରିଛନ୍ତି। ଆଉ କୋର୍ଟ ମଧ୍ୟ ଟୁଟୁ ନାୟକ ଙ୍କ ନାମରେ ଆଗରୁ ଅପରାଧିକ ମାମଲା ଅଛି ନା ନାହିଁ ତାହା ଜାଣିବା ପାଇଁ ତାଙ୍କୁ ଆଉ ଦୁଇ ଦିନ ଜେଲ ରେ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଆସନ୍ତା ଆଠ ତାରିଖରେ ହିଁ ଏହି ଘଟଣାର ସଂପୂର୍ଣ୍ଣ ଭାବରେ ଶୁଣାଣି ହେବ ବୋଲି ମଧ୍ୟ ଏହା ସୁଚନା ମିଳିଛି। ତେବେ ସେ ଯାହାବି ହେଊନା କାହିଁକି ଟୁଟୁ ନାୟକ ଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି।
ଆଉ ସେ ଏବେ ଦୁଇଦିନ ଅଧିକ ଜେଲ୍ ରେ ରହିବେ। ଏଥିପାଇଁ ଏବେ ଟୁଟୁ ନାୟକ ସମ୍ପୂର୍ଣ ଭାବରେ ଦୁଃଖୀ ହୋଇ ଯାଇଛନ୍ତି। ସେ କଣ କରିବେ କଣ ନାହିଁ ସେ ସମ୍ପର୍କରେ କିଛି ଜାଣି ପାରୁ ନାହାଁନ୍ତି।
ଏବେ ଏହି ଘଟଣାକୁ ନେଇ ଖୁବ୍ ଜୋରେ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.