Movie prime

ଜେଲ ରୁ ବାହାରି ଅର୍ଚ୍ଚନା କଲେ ରଣ ହୁଙ୍କାର, କହିଲେ ଦେଖ ମୁ ଏବେ କେମିତି ତାଣ୍ଡବ କରୁଛି...

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଏବେ ଜେଲ ରୁ ବାହାରି ଛନ୍ତି।ଜେଲ ରୁ ବାହାରିବା ପରେ ସେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରି ଦେଇଛନ୍ତି।ଦୀର୍ଘ ୧୪ ମାସ ଜେଲ ରେ ରହିବା ପରେ ସେ ନିଜ ଘର କୁ ଫେରିଛନ୍ତି।
Special Report
ଅନେକ ପୁରୁଷ ମାନଙ୍କୁ ନିଜ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ ଅର୍ଚ୍ଚନା ନାଗ।ଏବେ ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ରହିଛି।ଏ ବିଷୟରେ ଥାନା ରେ ଅଭିଯୋଗ ହେବା ପରେ ତାଙ୍କୁ ଝାରପଡ଼ା ଥାନା ପୋଲିସ ଗିରଫ କରିଥିଲା।
ଦୀର୍ଘ ୧୪ ମାସ ଜେଲ ରେ ରହିବା ପରେ ସେ ନିଜ ଘର କୁ ଫେରିଛନ୍ତି।ସେ ହେଉଛନ୍ତି ଜଣେ ଆଇନ ଛାତ୍ରୀ।ତାଙ୍କର ଶେଷ ଲ ପରୀକ୍ଷା ଚାଲୁ ରହିଛି।ସେହି ପରୀକ୍ଷା ଟି ଦେବା ପାଇଁ ତାଙ୍କୁ ବେଲ ରେ କୋର୍ଟ ଛାଡିଚି।
ତାଙ୍କ ପରୀକ୍ଷା ଶେଷ ହେବା ପରେ ସେ ପୁଣି ଥରେ ଜେଲ ଚାଲି ଯିବେ।ହେଲେ ଜେଲ ରୁ ଫେରିଲା ପରେ ସେ ପୁଣି ଥରେ ନିଜ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି କି ମୁଁ ଜଣେ ଆଇନ ଛାତ୍ରୀ।ମୁଁ କୋର୍ଟ ର ସବୁ ନିୟମ କୁ ମାନିବି।
Special Report
ମୋ ଉପରେ ଲାଗି ଥିବା ପ୍ରତ୍ୟେକ ଅଭିଯୋଗ ମିଥ୍ୟା।ମୁଁ ତାକୁ ପ୍ରମାଣିତ କରିବି।ମୁଁ ଠିକ୍ ରାସ୍ତା ରେ ରହିଛି।ମୁଁ ପ୍ରଥମ ରୁ ହିଁ ମୋର କଥା ଆପଣ ମାନଙ୍କୁ କହିଛି।
ଯିଏ ମୋ ସହ ଏପରି କରିଛି ମୁଁ କେବେ ବି ତାଙ୍କୁ ଛାଡିବି ନାହିଁ।ମୁଁ ତାଙ୍କ ଉପରେ ପ୍ରତିଶୋଧ ନେବି।ମୋ ପରିବାର ଏଥିରେ ମୋ ସହିତ ରହିଛି।ଏଭଳି କିଛି କହି ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ।
ତାଙ୍କୁ ଝାରପଡ଼ା ଜେଲ ରୁ ଆଣିବା ପାଇଁ ଯାଇଥିଲେ ତାଙ୍କ ସ୍ଵାମୀ।ସେ ଜେଲ ରୁ ଫେରି ସିଧା ସଳଖ ନିଜ ଶାଶୁ ଘର କୁ ଯାଇଥିଲେ।ସେଠାରେ ତାଙ୍କର ଭବ୍ୟ ସ୍ଵାଗତ କରା ଯାଇଥିଲା।ତାଙ୍କର ଲ ପରୀକ୍ଷା ଶେଷ ହେବା ପରେ ସେ ପୁଣି ଥରେ ଜେଲ କୁ ଚାଲି ଯିବେ।