Movie prime

ଜେଲ ରୁ ଫେରି ସଞ୍ଜୟ ଦତ୍ତ କହିଲେ କୁ ମୁଁ ଏଥର ରାଜନୀତି କରିବି , ନହେଲେ ଏମାନେ ମତେ ଶାନ୍ତି ରେ ରଖେଇ ଦେବେନି..

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ବଲିଉଡ ରେ ଯେଉଁ କେତେ ଜଣ ନାମୀ ଦାମୀ କଳାକାର ଅଛନ୍ତି ସେମାନଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଅନ୍ୟତମ।ଏହି ଅଭିନେତା ଅନେକ ହିଟ୍ ହିଟ୍ ଫିଲ୍ମ ବଲିଉଡ କୁ ଦେଇଛନ୍ତି।ତାଙ୍କ ଅଭିନୟ ଯାଦୁ ରେ ସେ ସମସ୍ତଙ୍କୁ ନିଜ ପ୍ରଶଂସକ କରାଇ ଦେଇଛନ୍ତି।
ଦିନ ଥିଲା ସେ ଯେତେବେଳେ ବଲିଉଡ ରେ ରାଜ କରୁଥିଲେ।ଲୋକ ଙ୍କୁ ଡରାଇ ଧମକାଇ ରଖୁଥିଲେ।ଏଥିପାଇଁ ସେ ଏବେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।ଏହା ଛଡ଼ା ସେ କିଛି ଦିନ୍ନପାଇଁ ଜେଲ ଯାଇଥିଲେ।ଜେଲ ରୁ ଆସିବା ପରେ ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ଭଲ କରି ଦେଇଥିଲେ।
Special report
ତାଙ୍କ ପରିବାର ଅନେକ ଦୁଃଖ ଆସି ଥିଲା।ଏତେ ଦୁଃଖ ରେ ଥାଇ ମଧ୍ୟ ସେ ଓ ତାଙ୍କ ପତ୍ନୀ କେବେ ହାରି ଯାଇ ନାହାନ୍ତି।ଏହା ପରେ ସଞ୍ଜୟ ଦତ୍ତ ଅନେକ ଫିଲ୍ମ ରେ ଅଭିନୟ କରିଥିଲେ।ତାଙ୍କର ଶେଷ ଫିଲ୍ମ ଥିଲା କେଜିଏଫ୍।ଯେଉଁଥିପାଇଁ ତାଙ୍କୁ ଅନେକ ପ୍ରଶଂସା କରା ଯାଇଥିଲା।
ଏହା ପରେ ସେ ଫିଲ୍ମ ଜଗତ ରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ।ଏବେ ସେ ତାଙ୍କର ଅନ୍ୟ ଏକ ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି।ଆଉ କିଛି ଦିନ ଭିତରେ ତାଙ୍କର ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି।ତାଙ୍କ ପ୍ରଶଂସକ ମାନେ ଏହି ଫିଲ୍ମ କୁ ଅପେକ୍ଷା କରି ରହିଛନ୍ତି।
ହେଲେ ଏହି ଫିଲ୍ମ ର ଅଭିନୟ ବେଳେ ତାଙ୍କ ସହିତ ଏପରି କିଛି ହୋଇ ଯାଇଚି ଯେ ଯାହାକୁ ଦେଖିଲେ ବିଶ୍ୱାସ କରି ହେଉ ନାହିଁ।ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ୍ ରେ ଭର୍ତି କରିବାକୁ ପଡ଼ିଲା।ଏହି ଘଟଣା ଟି ଗତ ସୋମବାର ଦିନ ଘଟିଛି।
Special report
ସେତେବେଳେ ସଞ୍ଜୟ ଦତ୍ତ ଙ୍କ କଷ୍ଟ ବଢି ବଢି ଚାଲିଥିଲା।ସେଥିପାଇଁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା।ସୂଚନା ଅନୁସାରେ ଏହି ଫିଲ୍ମ ରେ ଅଭିନୟ କରୁଥିବା ସମୟ ରେ ତାଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା।
ଆଗରୁ ମଧ୍ୟ ତାଙ୍କର ସେ ରୋଗ ଟି ହେଇ ଥିଲା।ଓ ଭଲ ମଧ୍ୟ ହୋଇ ଯାଇଥିଲା।ପୁଣି ଏବେ ଏହା ବାହାରିଲା।ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ଭଗବାନ ଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ।ଏବେ ସଞ୍ଜୟ ଦତ୍ତ ସୁସ୍ଥ ଅଛନ୍ତି।ନିଜ ପ୍ରଶଂସକ ମାନଙ୍କୁ ଏଥିପାଇଁ ଧନ୍ୟବାଦ୍ ଦେଇଛନ୍ତି ସେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.