Movie prime

ଗୋପାଳ ର ବିଶାଳ ହୃଦୟ ! ଜେଲ ରୁ ଥାଇ ଦିପାଳୀ ଙ୍କୁ ଆଶିର୍ବାଦ ହେଲା ଗୋପାଳ , ଆଉ ଦେଖାହେଲେ ବି ଆଶିର୍ବାଦ ଦେବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଝାରସୁଗୁଡ଼ା ଜିଲ୍ଲା ବିଷୟରେ ଆସିଥିବା ଖବର ବା ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକାରୀ ଗୋପାଳ ଦାସଙ୍କ ବିଷୟରେ ଜାଣିପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଖବର ଜାଣିଥିବେ କି ମନ୍ତ୍ରୀ ନବ ଦାସଙ୍କୁ ASI ଗୋପାଳ ଦାସ ହ-ତ୍ୟା କରିଛି । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ସେ ହ-ତ୍ୟା କରିଥିଲେ । ଆଉ ଏଥିପାଇଁ ସେ ଏବେ ଜେଲରେ ଅଛନ୍ତି । ଏବେ ତାଙ୍କୁ ନେଇ ଏକ ଖବର ଆସିଛି ।
ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ପରେ ଝାରସୁଗୁଡ଼ା ଜିଲ୍ଲାରେ ଉପ ନିର୍ବାଚନ ହେଲା । ଆଉ ସେଥିରେ ବିଜେଡି ଦଳ ପକ୍ଷରୁ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ । ଆଉ ସେ ବିଜୟ ଲାଭ ମଧ୍ୟ କରିଛନ୍ତି ।
ବିଚ୍ ରାସ୍ତାରେ ASI ଗୋପାଳ ଦାସ ଦିପାଳୀ ଦାସଙ୍କ ବାପା ନବ ଦାସଙ୍କୁ ଗୁଳି କରିଲେ । ଏବେ ଝିଅଙ୍କ ପାଇଁ ସେ ଆର୍ଶୀବାଦ ଢାଳିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦିପାଳୀ ଦାସ । ଏବେ ସେ ତାଙ୍କ ବାପାଙ୍କ ଆସନରେ ବସିଛନ୍ତି ।
Special Report
ଏହାକୁ ଦେଖି ଝାରସୁଗୁଡ଼ା ବାସୀ ବହୁତ ଖୁସି ଅଛନ୍ତି । ଆଉ ସମସ୍ତେ କହୁଛନ୍ତି ବାପାଙ୍କ ଠାରୁ ଝିଅ ଦୁଇ ପାଦ ଆଗରେ ଅଛନ୍ତି । ଯେତିକି ଭୋଟ ନବ ଦାସ ପାଇଥିଲେ ତାଠାରୁ ଅଧିକ ଭୋଟ ତାଙ୍କ ଝିଅ ଦିପାଳୀ ଦାସ ପାଇଛନ୍ତି । ଏବେ ଜେଲରେ ଅଛନ୍ତି ଗୋପାଳ ଦାସ ।
ଗୋପାଳ ଦାସ ଜେଲରେ ଥାଇ ଦିପାଳୀ ଦାସଙ୍କ ପାଇଁ ସେ ଖୁସି ଅଛନ୍ତି । ଆଉ ତାଙ୍କ ପାଇଁ ସେ ଶୁଭେଚ୍ଛା ଅଜାଡ଼ି ଦେଇଛନ୍ତି । ସେ ତାର ଅଶେଷ ଅଶେଷ ଆର୍ଶୀବାଦ ଦିପାଳୀ ଉପରେ ଅଜାଡି ଦେଇଛି । ଦିପାଳୀ ଦାସ ବାପାଙ୍କ ଭଳି ସେ ଭଲ କାମ କରିବେ ବୋଲି ସମସ୍ତେ ବହୁତ ଆଶା ଆଉ ଭରଷା ରଖିଛନ୍ତି ।
ଆଉ ଏହି କଥାକୁ ନେଇ ଗୋପାଳ ମଧ୍ୟ ସହମତି ଅଛି । ଆଉ ଏହାସହ ସେ ଦିପାଳୀଙ୍କୁ ଜିତିବାର ଦେଖି ବହୁତ ଖୁସି ଅଛନ୍ତି । ଆଉ ତାଙ୍କ ଉପରେ ଆର୍ଶୀବାଦ ଦେଇଛନ୍ତି । ଏହାସହ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।