Movie prime

ଜଜମାନ ଙ୍କ ସ୍ତ୍ରୀ କୁ ନେଇ ବ୍ରାହ୍ମଣ ହୋଇଗଲା ଫେରାର !! କାନ୍ଦି କାନ୍ଦି ପୋଲିସ ଷ୍ଟେସନ ରେ ଗୁହାରି କଲା ସ୍ୱାମୀ !!!

 
Special Report
ବର୍ତମାନ ଏପରି ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ସୂଚନା ଅନୁସାରେ ରାମକଥା ଆୟୋଜନ କରିଥିବା
 ବ୍ୟକ୍ତିଙ୍କ ସ୍ତ୍ରୀ ଙ୍କୁ ଧରି ଜଣେ ପ୍ରବଚକ କେଉଁଆଡେ ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି।ଯାହାକି ବର୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ବ୍ୟକ୍ତି ଙ୍କୁ ରାମ କଥା ଆୟୋଜନ କରିବା ମହଙ୍ଗା ପଡ଼ିଛି।
Special report
ଏହି ଘଟଣା କିଛି ନୂଆ ନୁହେଁ।ବିଭିନ୍ନ ସମୟରେ ଆପଣମାନେ ଦେଖିଥିବେ ଯେ ସୋସିଆଲ ମିଡିଆରେ କିଛି ମହିଳାମାନେ ଅଛନ୍ତି ଯେଉଁମାନେ ବିବାହିତ ହୋଇ ମଧ୍ୟ ଅନ୍ୟ କାହା ସହିତ ଫେରାର ହୋଇ ଯାଇଥାନ୍ତି।
କାହା କଥା କିଛି ଭାବି ନଥାନ୍ତି।କେବଳ ନିଜ କଥା ହିଁ ଭାବିଥାନ୍ତି।ସେଥିପାଇଁ ପିଲା ଛୁଆ,ସ୍ବାମୀ ସମସ୍ତଙ୍କୁ ଛାଡି ଦେଇ ଚାଲି ଯାଇଥାନ୍ତି।ବର୍ତମାନ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି।
ଜଣେ ବିବାହିତା ମହିଳା ନିଜ ସ୍ବାମୀ ଙ୍କୁ ଛାଡି ଦେଇ ଅନ୍ୟ ଜଣେ ପୁରୁଷ ଙ୍କ ସହିତ କେଉଁଆଡେ ଫେରାର ହୋଇଯାଇଛନ୍ତି।ଏହି ଘଟଣା ଟି ମଧ୍ୟପ୍ରଦେଶ ଛତ୍ରପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
Special report
ରାମକଥା କହିବାକୁ ଆସିଥିବା ପ୍ରବଚକଙ୍କ ଶିଷ୍ୟ ବ୍ୟକ୍ତି ଙ୍କ ସ୍ତ୍ରୀକୁ ନେଇ ଫେରାର ହୋଇ ଯାଇଛନ୍ତି।ଏହାପରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କ ନାମରେ ଅଭିଯୋଗ କରିଥିଲେ।ବ୍ୟକ୍ତି ଙ୍କ ନାମ ହେଉଛି ରାହୁଲ ତିୱାରୀ।
ପୋଲିସ ଅଭିଯୋଗ ପରେ ଏହି ଘଟଣା ରେ ତଦନ୍ତ ଆରମ୍ଭ କରିଥିଲେ।ଏକ ମାସ ତଳେ ମହିଳା ଜଣଙ୍କ ମିଳିବା ପରେ ସ୍ବାମୀ ଙ୍କ ପାଖରେ ରହିବାକୁ ମନା କରି ଦେଇଥିଲେ।
ଚିତ୍ରକୁଟ ଧାମର ଧିରେନ୍ଦ୍ର ଆଚାର୍ଯ୍ୟଙ୍କ ଶିଷ୍ୟ ନରୋତ୍ତମ ଦାସ ଦୁବେଙ୍କ ସହ ରହିବାକୁ ମହିଳା ଜଣଙ୍କ କହିଥିଲେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.