ପିଣ୍ଟୁ ନନ୍ଦ ଙ୍କ ମରଶରୀର ରେ ଆଜି ଲାଗିବ ନିଆଁ, ଦେଖନ୍ତୁ କେଉଁଠି ଆଉ କେତେବେଳେ
Fri, 3 Mar 2023

ହାଇଦ୍ରାବାଦ ରୁ ଫେରୁଛି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃ-ତ ଶରୀର।ତେବେ ଓଡ଼ିଶା ରେ ତାଙ୍କ ପରିବାର ଆଉ ପ୍ରଶଂସକ ମାନେ ଜଗି ରହିଛନ୍ତି।ପିଣ୍ଟୁ ନନ୍ଦ ଙ୍କ ମୃ-ତ ଶରୀର ଫେରିଲା ପରେ ତାଙ୍କର ଶେଷ ଦର୍ଶନ କରିବେ।
ଆଉ ଦର୍ଶନ ପରେ ଯାହା ସୂଚନା ରହିଛି ପିଣ୍ଟୁ ନନ୍ଦ ଙ୍କ ମୃ-ତ ଶରୀର କୁ ସ୍ଵର୍ଗଦ୍ଵାର କୁ ନିଆଯିବ।ଆଉ ସେଠାରେ ତାଙ୍କର ଶେଷକୃତ୍ୟ ହେବ।କିନ୍ତୁ ଏଠାରେ କହି ରଖିବାକୁ ଚାହିଁବୁ ଯେ ବର୍ତମାନ ସୁଦ୍ଧା ପିଣ୍ଟୁ ନନ୍ଦ ଙ୍କ ମୃ-ତ ଶରୀର ଓଡ଼ିଶା ରେ ପହଞ୍ଚି ପାରିନାହିଁ।
କୁହାଯାଇଛି ଯେ ଶରୀର ପହଞ୍ଚିଲା ବେଳକୁ ସନ୍ଧ୍ୟା ୭ ରୁ ୮ ଟା ସମୟ ହୋଇଯିବ।ଆଉ ସେହି ସମୟରେ ଯେତେବେଳେ ପିଣ୍ଟୁ ନନ୍ଦ ଙ୍କ ମୃ-ତ ଶରୀର ପହଞ୍ଚିବ ସେତେବେଳେ ଶେଷ ଦର୍ଶନ ପାଇଁ ତାଙ୍କ ସହ କଳାକାର ମାନେ ଆସିବେ।
ଆସନ୍ତା କାଲି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ପୁରୀ ନିଆଯିବ।ପୁରୀର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।ଏପଟେ ପିଣ୍ଟୁ ନନ୍ଦ ଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ବୁଧବାର ଦିନ ବିଳମ୍ବିତ ରାତିରେ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଙ୍କ ପରଲୋକ ଘଟିଛି।
ହାଇଦ୍ରାବାଦ ରୁ ତାଙ୍କର ମୃ-ତ ଶରୀର ଓଡ଼ିଶା କୁ ଆସୁଛି। ତେବେ ପିଣ୍ଟୁ ଙ୍କୁ ମୃ-ତ୍ୟୁ ବେଳକୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା।ସେ ଲିଭର ସିରୋସିସ୍ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ ପିଣ୍ଟୁ ନନ୍ଦ।
ଏ ଗୋରା ତୁ କଣ ଖାଇବୁ ଏଥିରେ ଅଭିନୟ ମାଧ୍ୟମରେ ସେ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ।ଜୟ ଜଗନ୍ନାଥ,ବାହୁଡ଼ି ବେ ମୋ ଜଗା ବଳିଆ,ଆଉ ଲଭ ମାଇଁ ଇଣ୍ଡିଆ,ପ୍ରେମ ପାଇଁ ମହାଭାରତ,ସାଥିରେ,କଥା ଦେଲି ମଥା ଛୁଇଁ, ଲଭ ମାଷ୍ଟର,ପ୍ରେମ ଋତୁ ଆସିଲାରେ ଏଭଳି ଅନେକ ସିନେମା ରେ ନିଜ ଅଭିନୟ ର ଯାଦୁ ଦେଖାଇଛନ୍ତି।