Movie prime

ଜାଣନ୍ତୁ ଦାନର ମହତ୍ତ୍ଵ କେଉଁ ଦାନ କଲେ କି କି ଫଳ ମିଳେ ଜାଣନ୍ତୁ ସବୁ କିଛି ଆଉ ପାଆନ୍ତୁ ମନ ମୁତାବକ ଆଶ୍ରିବାଦ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିପାରିବେ ଯାହା ଶୁଣିଲେ ଆପଣ ଅନେକ ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ବାବା ଦିବାକର ଦାସ ଏଭଳି କିଛି କହିଛନ୍ତି ଯାହା ଶୁଣିଲେ ଆପଣ ଅନେକ ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ବାବା ଦିବାକର ଦାସ କଣ ଦାନ କରିଲେ କେଉଁ ଫଳ ମିଳେ ତାହା କହିଛନ୍ତି । ଆଉ ଆଜିକାର ଦୁନିଆରେ ଲୋକମାନେ ଦାନ କରିବାକୁ ଭଲ ପାଆନ୍ତି ନାହିଁ । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଦାନ କରିବାକୁ ଭଲ ପାଆନ୍ତି ।
Special report
ଆଉ ବାବା ଦିବାକର ଦାସଙ୍କୁ ମଧ୍ୟ କିଛି ଲୋକ କିଛି ଟଙ୍କା ଦାନ ଦେଇଥାନ୍ତି । ଆଉ ତାଙ୍କୁ ପୁରୀରେ ଅନେକ ଲୋକ ଦେଖି ମଧ୍ୟ ଶ୍ରଦ୍ଧାରେ କିଛି ଦେଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ସେ କହିଛନ୍ତି ଆପଣମାନେ ଯଦି ଜଳ ଦାନ କରିବେ ତାହେଲେ ଆପଣଙ୍କର ମହିମା ହେବେ । 
ଯେଉଁଠାରେ ଜଳ ଛତ୍ର ଖୋଲା ଯାଉଛି ସେଠାରେ ବି ମହିମା ମିଳିଥାଏ । ଦୀପ ଦାନ କରିଲେ ଚକ୍ଷୁ ଭଲ ହୋଇଥାଏ । ମନ୍ଦିରକୁ ଗଲେ କିଛି ଲୋକ ଟଙ୍କା ଖର୍ଚ୍ଚ କରିବାକୁ ଭଲପାଆନ୍ତି ନାହିଁ । କିନ୍ତୁ ମନ୍ଦିରକୁ ଗଲେ ଦାନ କରିବା ସହିତ ଦୀପ ଜଳାଇବା ଉଚିତ୍ । ସୁବର୍ଣ୍ଣ ଦାନ କରିଲେ ଲୋକମାନେ ଦୀର୍ଘାୟୁ ହୁଅନ୍ତି ।
Special report
ରୂପା ଦାନ କରିଲେ ଆପଣଙ୍କର ଭୂଷଣ ବୃଦ୍ଧି ହୋଇଥାଏ । ଗୋ ଦାନ କରିଲେ ଆପଣଙ୍କର ସମସ୍ତ ପାପ ଦୂର ହୋଇଥାଏ । ଆପଣମାନେ କେବେ ଗାଈକୁ କଂସେଇକୁ ଦିଅନ୍ତୁ ନାହିଁ । କଂସେଇକୁ ଦେଲେ ଗାଈକୁ ସେ ମାରି ଦେଇଥାଏ । ଆପଣମାନେ ଗାଈ ବିକିଲେ ୫ ହଜାର ୧୦ ହଜାର ଟଙ୍କା ପାଉଛନ୍ତି । 
କିନ୍ତୁ ଏହା ଭଲ ନୁହେଁ ଆଉ ଆପଣମାନେ ଅନେକ ପାପ ପାଇବେ । ଗାଈ ବିକିଲେ ଯେତେ ସେ କାନ୍ଦିବ ଆପଣଙ୍କ ଭାଗ୍ୟ ଏତେ ଦୁଃଖ ପାଇବ । ବାପା ମା ବୁଢ଼ାବୁଢ଼ୀ ହେଲେ ତାଙ୍କୁ ବୃଦ୍ଧାଶ୍ରମକୁ ପଠାନ୍ତୁ ନାହିଁ । ଆପଣମାନେ ବିଦ୍ୟା ଦାନ କରିଲେ ବ୍ରହ୍ମ ଲୋକ ପ୍ରାପ୍ତି ହେବ ।
ଏଭଳି ଅନେକ ଜିନିଷ ଅଛି ଯାହା ଦାନ କରିଲେ ଅନେକ ଫଳ ମିଳିଥାଏ । ଅନ୍ନ ଦାନ କରିଲେ ସୁଖ ପ୍ରାପ୍ତି ହୋଇଥାଏ । ଭୂମି ଦାନ କରିଲେ ଗୃହ ଲାଭ ହୁଏ । ଏବଂ ବସ୍ତ୍ର ଦାନ କରିଲେ ଆପଣ କେବେ ଉଲଗ୍ନ ହେବେ ନାହିଁ । ଅଧିକ ଧନ ଥିଲେ ଦାନ କରନ୍ତୁ । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।