Movie prime

କାହାର ଏତେବଡ଼ ବଡ଼ ପାଦ ଚିହ୍ନ, ଜଙ୍ଗଲ ବିଭାଗ ଏହାଦେଖି ଛାନିଆ , ଆସିଲେଣି ଫରେନ୍ସିକ ଟିମ୍

 
Special report
ବର୍ତମାନ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଙ୍ଗଲରେ ଏକ ବଡ଼ ପାଦ ଚିହ୍ନ ଦେଖିବାକୁ ମିଳିଛି।ଆଉ ଏହି ପାଦ ଚିହ୍ନ ଟି କାହାର ପ୍ରଶ୍ନ ଉଠୁଛି।
ଏହା ଦେଖିବା ପାଇଁ ବନ ବିଭାଗ ଜଙ୍ଗଲ କୁ ଆସିଥିଲେ।କାହାର ଏହି ପାଦ ଚିହ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।ଆଉ ସେପଟେ ଏକ ବାରହା କୁ ଜଙ୍ଗଲ ଭିତରେ ମାରି ଦିଆଯାଇଛି।
ତେବେ କିଏ ମାରିଛି,କଣ ଏହି ଜନ୍ତୁ, କେଉଁଠୁ ଆସିଛିଏସବୁ ସନ୍ଦେହ ଭିତରେ ବନ ବିଭାଗ ଜଙ୍ଗଲ ଭିତର କୁ ଦୌଡ଼ି ଥିଲେ।ହେଲେ ଜଙ୍ଗଲରେ ଭାଲୁ ବୁଲୁ ଥିବାର ଲୋକମାନେ ଦେଖିଥିଲେ ବୋଲି କହିଛନ୍ତି।
ଆଉ ତାର ପାଦ ଚିହ୍ନ ମଧ୍ୟ ଦେଖିଛନ୍ତି।ଆଉ ଜାଣି ମଧ୍ୟ ପାରୁଛନ୍ତି।କିନ୍ତୁ ହଠାତ୍ ଜଙ୍ଗଲ ଭିତରେ ଏମିତି କିଛି ପାଦ ଚିହ୍ନ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ବନ ବିଭାଗ ଜଙ୍ଗଲ ଭିତରକୁ ଆସି ପାଦ ଚିହ୍ନ ଦେଖି ମଧ୍ୟ ଜାଣି ପାରୁ ନଥିଲେ।ଆଉ ଶେଷରେ ଚିହ୍ନଟ ନ କରିବାରୁ ଜଙ୍ଗଲ ଭିତରେ ବନ ବିଭାଗ କ୍ୟାମେରା ଲଗାଇ ଥିଲେ।ଏହାପରେ ଯାହା ଜଣା ପଡିଥିଲା ତାହା ଆଶ୍ଚର୍ଯ୍ୟ କରି ଦେଇଥିଲା।
ବହୁତ ଦିନ ହୋଇଗଲାଣି ସେ ଜଙ୍ଗଲ ରେ ଏକ ବାଘ ବୁଲୁଥିଲା।କେନ୍ଦୁଝର ପାଟଣା ରେ ବାଘ ଆତଙ୍କ ଭୟରେ ଗ୍ରାମବାସୀ ମାନେ କିଛି ଦିନ ତଳେ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ରେ ଏକ ବାରହା ର ମୃ-ତ-ଦେ-ହ ଠାବ କରିଥିଲେ।
ତାହା ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ।ମୃ-ତ-ଦେ-ହ ପାଖରେ ଚାରି ରୁ ଉର୍ଦ୍ଧ ପାଦ ଚିହ୍ନ ମଧ୍ୟ ରହିଥିଲା।ତାହା ଗ୍ରାମବାସୀ ମାନେ ଜାଣି ପାରି ନଥିଲେ।
ଏହି ପାଦ ଚିହ୍ନ କେଉଁ ପ୍ରଜାତି ର ବାଘ ତାହା ବନ ବିଭାଗ ଦେଖି ମଧ୍ୟ ଜାଣି ପାରୁ ନଥିଲେ।ସେହି ଅଞ୍ଚଳର କିଛି ଜଙ୍ଗଲ ରାସ୍ତାକୁ ବାଉଁଶ ଦେଇ ବନ୍ଦ କରାଯାଇଛି।ଆଉ ତଦନ୍ତ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.